ବିବାହିତା ସତ୍ତ୍ୱେବି ଦିଅର ପକାଉଥିଲା ଖରାପ ନଜର । ଆଉ ସ୍ୱାମୀ କରୁଥିଲା ସମର୍ଥନ ।

ଆଜିକା ସମୟରେ ଯୌ-ତୁକ ନିର୍ଯା-ତନା ଏବଂ ଯୌ-ନ ନିର୍ଯା-ତନା ମାମ-ଲା ବେଶ ସାଧାରଣ ହୋଇଗଲାଣି । ଆଉ ଏହାଦ୍ବାରା ଅନେକ ନିରୀହ ମହିଳା ପ୍ରତା-ଡ଼ିତ ହେଉଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି । ଯେଉଁଠି ନ୍ୟା-ୟ ପାଇଁ ଜଣେ ପୀ-ଡ଼ିତା ନିଜ ଶ୍ୱଶୁର ଘର ଲୋକଙ୍କ ନାମରେ ଅଭି-ଯୋଗ କରି ନିଜ ବାପ ଘର ଲୋକଙ୍କ ସହିତ ଧାରଣାରେ ବସିଛନ୍ତି ।

ସୂଚନା ମୁତାବକ ଭଦ୍ରକ ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ କୁଶିଆ ନଗର ସୁବ୍ରାତିଙ୍କ କନ୍ୟା ଫାତାମ ଖାତୁନ ୨୦୨୨ ମାର୍ଚ୍ଚ ୧୪ ତାରିଖ ଗ୍ରାମାଞ୍ଚଳ ଥା-ନା ଅନ୍ତର୍ଗତ କୁଜୁଦରଡ଼ା ମହେପୁରନଗର ଗ୍ରାମାଞ୍ଚଳର ଉବାସ ଶାହଙ୍କ ପୁଅ ମୈରାଜ ଶାହଙ୍କୁ ବିବାହ କରିଥିଲେ ।

ବିବାହର ମାତ୍ର ୮ ଦିନ ପରେ ପୀଡ଼ି-ତାଙ୍କ ଉପରେ ଅ-ତ୍ୟାଚା-ର ଆରମ୍ଭ ହୋଇଥିଲା । ଶାଶୁ ଶ୍ୱଶୁର ଦିଅର ଏବଂ ସ୍ୱାମୀଙ୍କ ଅ-ତ୍ୟାଚା-ରରେ ପୀ-ଡ଼ିତା ଅତିଷ୍ଠ ହୋଇ ପଡ଼ିଲେ । ଶ୍ୱଶୁର ମ-ଦ ପିଇ ପୀଡ଼ି-ତାଙ୍କ ପରିବାରକୁ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ କରିବା ସହିତ ଦିଅର ପୀଡ଼ି-ତାଙ୍କ ସହିତ ଯୌ-ନ ଆଶା ରଖିବା ଯଥା କୋଳରେ ଶୋଇବା ଏବଂ ଜଙ୍ଘକୁ କାମୁ-ଡ଼ିବା ଭଳି ଅ-ଶ୍ଳୀଳ ଇଙ୍ଗିତ କରନ୍ତି ।

ଯାହାକି ବର୍ତ୍ତମାନ ପୀ-ଡ଼ିତା ମୁହଁ ଖୋଲି କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସ୍ୱାମୀ ଏସବୁ ଦେଖି ବାରଣ କରିବା ବଦଳରେ ସେସବୁକୁ ସମର୍ଥନ କରନ୍ତି । ଏହାବ୍ୟତୀତ ଶ୍ୱଶୁର ଘର ଲୋକେ ପୀ-ଡ଼ିତା ନିଜ ବାପ ଘରୁ ଆଣିଥିବା ସବୁ ଯୌ-ତୁକ ଏବଂ ଅଳଙ୍କାର ବିକ୍ରି କରି ଦେଇଥିବା କହିଛନ୍ତି ।

ଏନେଇ ଗ୍ରାମରେ ମିମାଂସା ପରେ ମଧ୍ୟ ଶ୍ୱଶୁର ଘର ଲୋକଙ୍କ ଅ-ତ୍ୟାଚା-ର ନକମିବାରୁ ତିନି ମାସ ପୂର୍ବରୁ ଭଦ୍ରକ ଟାଉନ ଥା-ନାରେ ପୀ-ଡ଼ିତା ଅଭି-ଯୋଗ କରିଥିଲେ । ଅଦ୍ୟାବଧି ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ନକରିବାରୁ ଗତ ୭ ଦିନ ତଳେ ଏସପିଙ୍କୁ ଗୁହାରି କରି ପୀ-ଡ଼ିତା ଏବଂ ପରିବାର ଲୋକେ ସବୁ କହିଥିଲେ ।

ଆଉ ଯଦି ୭ ଦିନ ମଧ୍ୟରେ ନ୍ୟା-ୟ ନମିଳେ ତେବେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି କହିଛନ୍ତି ପୀ-ଡ଼ିତା । ତଥାପି ୭ ଦିନ ବିତିଗଲାଣି କିନ୍ତୁ କୌଣସି ନ୍ୟା-ୟ ମିଳିନାହିଁ କିମ୍ବା କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ୭ ଦିନ ପରେ କହିବା ମୁତାବକ ପରିବାର ଲୋକେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *