ଘରେ ଦୁଇ ଛୁଆଙ୍କୁ ଛାଡି ଦିଅର ସହ ଫେ-ରାର ହେଲା ମାଆ…

ପ୍ରେମ ଆଗରେ ଫିକା ପଡିଲା ମାଆର ମମତା। ଛୁଆକୁ ଛାଡି ପ୍ରେମିକ ସହ ଛୁ ମା-ରିଲା ମାଆ। ପ୍ରେମ କରି 14 ବର୍ଷ ହେଲା ବାହା ହୋଇ କରିଥିଲେ ସଂସାର। ଏବେ ଦିଅର ସହ ଫେ-ରାର ହୋଇଗଲା ଭାଉଜ।

ଅରବୋଇ ଜିଲ୍ଲା ପୌରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମପଞ୍ଚାୟତର ତେନ୍ତୁଳିଆ ଗ୍ରାମରେ ଜଣେ ବିବାହିତା ମହିଳା ନିଜ ପିଲାଙ୍କୁ ଆଉ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେ-ରାର ହୋଇଯାଇଛି।ଯାହାକୁ ନେଇ ସ୍ୱାମୀ ଏବେ ଥା-ନରେ ଅଭି-ଯୋଗ କରିଛନ୍ତି।

ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀ ବିନୋଦ ନାୟକ 14 ବର୍ଷ ପୂର୍ବେ କାମାକ୍ଷାନଗର ଅଞ୍ଚଳରୁ ମିତା ନାମକ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ। ତେବେ ବିବାହ ପରେ ଏହି ଦମ୍ପତିଙ୍କର 2 ଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ। ବହୁତ ଖୁସିରେ ଚାଲିଥିଲା ସଂସାର।କିନ୍ତୁ ଏବେ ହଠାତ ମାଡ଼ିଆସିଲା କଳା ବାଦଲ। ସ୍ୱାମୀ ଜଣକ କହିଛନ୍ତି ଯେ ନିଦ ଭାଙ୍ଗିଲା ବେଳକୁ ମୋ ସ୍ୱାମୀ ଆଉ ଘରେ ନାହିଁ।

ସବୁଆଡେ ଖୋଜାଖୋଜି ପରେ ମଧ୍ୟ ସ୍ତ୍ରୀର ମିଳିଲା ନାହିଁ ସ-ନ୍ଧାନ। ତେବେ ଶେଷକୁ ନିକଟସ୍ଥ ଥା-ନାରେ ଅଭି-ଯୋଗ କରିଛନ୍ତି ସ୍ୱାମୀ। ଅଭି-ଯୋଗରେ ସ୍ୱାମୀ କହିଛନ୍ତି ଯେ ସ୍ତ୍ରୀ ଗଲାବେଳକୁ ଏଟିଏମ କାର୍ଡ, ନଗଦ 1 ଲକ୍ଷ ଟଙ୍କା ଏବଂ ସୁନାଗହଣା ନେଇ ଚାଲିଯାଇଛି। ତେବେ ଅଭି-ଯୋଗ ଆଧାରରେ ପୋ-ଲିସ ଏବେ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *