ହଠାତ୍ ଗାଁକୁ ପଶି ଆସିଲା ମହାବଳ ବାଘ , ଆଉ ନଦୀ କୂଳରେ କୁମ୍ଭୀରକୁ ଦେଖି ….

ବର୍ତ୍ତମାନ ସମୟରେ ଚାରିଆଡ଼େ ମଣିଷଖିଆ କୁମ୍ଭୀରର ଆତ-ଙ୍କ ଲାଗି ରହିଛି । କୁମ୍ଭୀର କୁଆଡେ ମଣିଷ ମାନଙ୍କୁ ଖାଇ ଦେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହି କଥା ମଧ୍ୟ ସତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଗରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମଣିଷକୁ କୁମ୍ଭୀର ଖାଇ ଦେଇଥିବା ବେଳେ ବର୍ତ୍ତମାନ ସମୟରେ ଯାଜପୁରରେ କୁମ୍ଭୀର ଜଣେ ମହିଳାଙ୍କୁ ଖାଇ ଦେଇଥିବାର ଭିଡିଓ ଆପଣ ସମସ୍ତେ ଦେଖି ସାରିଥିବେ । ତେବେ ଆଜି ଆମେ ଆପଣଙ୍କୁ କୁମ୍ଭୀର ମଣିଷକୁ ଖାଇବା କଥା ନୁହେଁ ବରଂ କିଛି ଅଲଗା କହିବାକୁ ଯାଉଛୁ ।

ଆଉ ଏହି କଥା ଶୁଣିବା ପରେ ଆପଣ ହୋଇଯିବେ ଭ-ୟଭୀ-ତ । ଏବେ ଚାରିଆଡ଼େ କୁମ୍ଭୀର ଆ-ତଙ୍କ ଲାଗି ରହିଥିବା ବେଳେ ଏବେ କିନ୍ତୁ ବାଘ ଆସି ଗାଆଁ ଲୋକଙ୍କୁ ଭ-ୟଭୀ-ତ କରି ଦେଇଛି । ଆଉ ଏହି କଥା ଆସିଛି ଓଡ଼ିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଧାମିନିମଣ୍ଡଳ ଅଞ୍ଚଳରୁ । ସୂଚନା ଅନୁଯାୟୀ , କୁମ୍ଭୀର ଏଥର ମଣିଷକୁ ଖାଇ ନାହିଁ ବରଂ ବାଘକୁ ଡ-ରାଇ ଦେଇଛି ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ତେବେ ଲୋକଙ୍କ କହିବା ଅନୁସାରେ , ଦିନରେ କିଛି ଲୋକ ଗାଡ଼ି ନେଇ ବାଟରେ ଯାଉଥିଲେ ।

ଆଉ ହଠାତ୍ ଏହି ସମୟ ମଧ୍ୟରେ ବାଘ ତାଙ୍କ ଗାଡ଼ି ଆଗରେ ଯାଉଥିଲା । ଆଉ ସେମାନେ ବାଘକୁ ଦେଖି ଭିଡିଓ ମଧ୍ୟ କରିବାକୁ ଲାଗିଥିଲେ । ଆଉ ଏହାପରେ ବାଘଟି ନଦୀ କୂଳକୁ ଯାଇଥିଲା । ବନ ବିଭାଗ କର୍ମଚାରୀଙ୍କୁ ଏ ବିଷୟରେ ସୂଚନା ମଧ୍ୟ ଦିଆ ଯାଇଥିଲା । ଯାହା ପରେ ସେମାନେ ଆସି ଲୋକଙ୍କୁ ସତ-ର୍କ କରାଇଥିଲେ ଆଉ ଲୋକଙ୍କୁ ଘର ବାହାରକୁ ନ ବାହାରିବା ପାଇଁ କହିଥିଲେ । ତେବେ ଏବେ ସମସ୍ତଙ୍କ ମନରେ ସନ୍ଦେହ ବାଘ କୁଆଡେ ଗଲା । ଆଉ କିଛି ଲୋକଙ୍କ କହିବା ଅନୁସାରେ ବାଘଟି ନଦୀ କୂଳରେ କୁମ୍ଭୀରକୁ ଦେଖି ଭ-ୟଭୀ-ତ ହୋଇ କୁଆଡେ ଚ-ମ୍ପଟ ମା-ରିଦେଲା ।

ତେବେ ଏ ନେଇ ଗୁଣପୁର ଅଞ୍ଚଳରେ ଭ-ୟର ଆ-ତଙ୍କ ଖେଳି ଯାଇଛି । ଗୁଣପୁର ସେହି ପାଖରେ ହୋଇଥିବାରୁ କୁଆଡେ ବାଘ ପଳାଇ ଆସିବ କି , ସେ ନେଇ ସବୁ ଚିନ୍ତିତ ହୋଇ ଯାଇଛନ୍ତି । ଗୋଟିଏ ବାଘ କଣ ବା କରିପାରେ , ସେ କଥା ତ ଆପଣ ସମସ୍ତଙ୍କୁ ଜଣା ଥିବ । ତେଣୁ କରି ଲୋକଙ୍କ ମନରେ ବର୍ତ୍ତମାନ ଛନକା ପଶିଯାଇଛି । ବାଘ ତାଙ୍କ ଘରକୁ ଆସି ଯିବ ନାହିଁ ତ । ତେବେ ଅନ୍ୟ ପକ୍ଷରେ ସତରେ କଣ କୁମ୍ଭୀରକୁ ଦେଖି ବାଘ ଭ-ୟରେ କୁଆଡେ ପଳାଇ ଗଲା ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ସତ କଣ , ସେ କଥା ତ କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *