ଥା-ନା ବାବୁଙ୍କର ଅଡିଓ କଲ ହେଲା ଭାଇ-ରଲ ଆଉ ଏହାପରେ ସସପେଣ୍ଡ ହେଲେ ଥା-ନା ଅଧିକାରୀ ।

ଯଦି ପୋ-ଲିସ ହୋଇ ଲୋକଙ୍କୁ ଖରାପ ବ୍ୟବହାର କରେ କିମ୍ବା କାହାରି ହ-ତ୍ୟା କରେ ତେବେ ସାଧାରଣ ଲୋକ ଆଉ କାହା ଉପରେ ଭରସା କରିବେ ? ଆଉ ଆଜିକା ଯୁଗ ଯେଉଁଭଳି ହୋଇଛି , ଏଠାରେ ସବୁ କ୍ଷେତ୍ରରେ ଦୁ-ର୍ନୀତି ଦେଖା ଦେଉଛି । କେଉଁ କ୍ଷେତ୍ରରେ ଭଲ ମଣିଷ ମିଳିବା ପରେ ଅସମ୍ଭବ ହୋଇ ଗଲାଣି । ଏଇ ଯେମିତି ଆପଣ ମାନେ ଦେଖୁଥିବେ ଯେ ପୋଲିସ ହୋଇବି ସୁଦ୍ଧା ଅନେକ ପୋ-ଲିସ ଅଫିସର ସାଧାରଣ ଲୋକଙ୍କ କଥା କଣ ବୁଝିବେ ବରଂ ଓଲଟା ଖରାପ ବ୍ୟବହାର କରୁଛନ୍ତି । ଆଉ ଏଭଳି ଘଟ-ଣା କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ।

କଟକ ଜିଲ୍ଲାର ଭଦ୍ରେଶ୍ବର ଥା-ନାରେ ସବିନ୍ସପେକ୍ଟର ଭାବରେ କାମ କରୁଥିବା ବ୍ୟକ୍ତିଙ୍କ ନାମରେ ଏଭଳି ଅଭି-ଯୋଗ ଶୁଣିବାକୁ ମିଳିଛି । ଯାହାଙ୍କ ନାମ ହେଉଛି ବୁଧନାଥ ବେହେରା । ଏହି ପୋ-ଲିସ ବାବୁ ଜଣକ ନିଜେ ହିଁ କହୁଛନ୍ତି ଯେ ସେ ଅନେକ ଲୋକଙ୍କୁ ହାଣିଛନ୍ତି । ଆଉ ଯେତେବେଳେ ତାଙ୍କର ଅଡିଓ ଭାଇରଲ ହୋଇଛି ସେତେବେଳେ ତାଙ୍କୁ ସସପେଣ୍ଡ କରାଯାଇଛି ।

କଟକ ଗ୍ରାମାଞ୍ଚଳ ପୋ-ଲିସ ତାଙ୍କୁ ସସ-ପେଣ୍ଡ କରିଛନ୍ତି । ସୂଚନା ଅନୁଯାୟୀ ମନୋଜ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୋ-ଲିସ ବାବୁ ଜଣକ ଫୋନ କରିଥିଲେ । ଆଉ କହିଥିଲେ ଯେ କିଛି ସମୟ ମଧ୍ୟରେ ଥା-ନାରେ ପହଞ୍ଚିବା ପାଇଁ ।ମନୋଜ କୁମାର ମଧ୍ୟ ଥା-ନାରେ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ଏହି ପୋ-ଲିସ ବାବୁ ଜଣକ ମନୋଜ କୁମାରଙ୍କୁ ଅଭଦ୍ର ଭା-ଷାରେ ଗା-ଳି ଗୁ-ଲଜ କରିଥିଲେ ।

ତେବେ ଖାଲି ଯେ ଗା-ଳି ଗୁ-ଲଜ କରିଥିଲେ ତାହା ନୁହେଁ ମୁଣ୍ଡ ନେବାକୁ ମଧ୍ୟ କହିଥିଲେ । ଅନେକ ଲୋକଙ୍କୁ ଧାରୁଆ ମାର-ଣାସ୍ତ୍ରରେ ହାଣିଛନ୍ତି ବୋଲି ଧ-ମକ ମଧ୍ୟ ଦେଇଥିଲେ । ତେବେ ଭାଇରଲ ହେଉଥିବା ଅଡିଓ କଲ ରେକ-ର୍ଡ଼ିଂରେ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯେ କେଉଁଭଳି ଭାବରେ ପୋ-ଲିସ ବାବୁ ଜଣକ ମନୋଜଙ୍କ ସହିତ ଅତ୍ୟନ୍ତ ବ-ର୍ବର ଭାବରେ ବ୍ୟବହାର କରିଥିଲେ । ଆଉ ବର୍ତ୍ତମାନ ତାଙ୍କୁ ସସ-ପେଣ୍ଡ କରାଯିବା ପରେ ଉଚିତ ଫଳ ମିଳିଛି ।

Leave a Reply

Your email address will not be published. Required fields are marked *