ଏ ଫିଲ୍ମ୍ ରେ କିଛି ବି ଖରାପ ନାହିଁ, ଯଦି ବ୍ୟାନ କରିବାର ଥିଲା ଆଦିପୁରୁଷ କୁ କରିଥାନ୍ତ…

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସେହିପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଚଳଚ୍ଚିତ୍ର ରିଲିଜ ହେଉଛି ଯାହା ଲୋକମାନଙ୍କ ସହିତ କୋଠାର ଘାତ୍ ହେଉଛି ବୋଲି ଜଣାଯାଇଛି।ନିକଟରେ ରିଲିଜ୍ ହେଇଛି ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁମ ସିଏ।ଯାହା ବିଷୟରେ ଗଜପତି ନିଜର କଥା ଉପସ୍ଥାପନ କରିଛନ୍ତି।

ଚଳଚ୍ଚିତ୍ର ପ୍ରିୟେ ତୁମ ସିଏ ଯାହାକୁ କିଛି ଲୋକ ଭଲ ପାଇବା ଦେଉଥିବାବେଳେ ଆଉ କିଛି ଲୋକ ପ୍ରତିବାଦ ମଧ୍ୟ କରିଛନ୍ତି।ସେମାନଙ୍କ ସହିତ କୋଠାର ଘାତ୍ ହେଇଛି ବୋଲି କହିଛନ୍ତି।ଗଜପତି କହିଛନ୍ତି ସେହି ଚଳଚ୍ଚିତ୍ରରେ ସମସ୍ତ ଜାତିକୁ କୁହା ଯାଇନାହିଁ କେବଳ ଗୋଟେ ଲୋକ କୁ ହିଁ କୁହାଯାଇଛି।ଜାତିପ୍ରଥା ବିବାଦ ଆଜିକୁ ୩୦ବର୍ଷ ତଳର ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ରହିଆସିଛି।ଜଗପତି କହିଛନ୍ତି ଏଠି ଜାତି ଛୋଟ ବଡ଼ କିଛି ନଥାଏ।

ଆମେ ହେଉଛୁ ହିନ୍ଦୁ ଲୋକ ବୋଲି କହିଛନ୍ତି।ସେ କହିଛନ୍ତି ଯୋଦି ପ୍ରତିବାଦ କରୁଛ ଆଦିପୁରୁଷ ଚଳଚ୍ଚିତ୍ରକୁ କର।ସେ କହିଛନ୍ତି ବହୁତ୍ ପୁରୁଣା ଦିନରେ ଘଟିଯାଇଥିବା ଘଟଣାକୁ ଫିଲ୍ମ ଜରିଆରେ ଲୋକମାନଙ୍କ ମୋନରଞ୍ଜନ ପାଇଁ ଏମିତି ଚଳଚ୍ଚିତ୍ର କରାଯାଇଛି।ଜଗପତି କହିଛନ୍ତି ଜାତି ଗୋତ୍ର ଆଗରୁ ଥିଲା କିନ୍ତୁ ଆଜିକାଲିକା ଦିନରେ ସେସବୁ ଆଉ ନାହିଁ ତାହା ଧୀରେ ଧୀରେ ଲୋପ ପାଇଗଲାନି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *