ପୁଟିନଙ୍କୁ ଆହ୍ୱାନ ଦେଲେ ଏଲନ ମସ୍କ, ମୋତେ ହରାଇ ୟୁକ୍ରେନକୁ ନେଇ ଯାଅ।

ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଥିବା ବିଶ୍ୱର ବଡ଼ ଯୁ-ଦ୍ଧ ବିଷୟରେ। ରୁଷ ଏକ ବିଶାଳକାୟ ଦେଶ ହେଲେ ମଧ୍ୟ ତା ସମ୍ମୁଖରେ ପିମ୍ପୁଡି ସଦୃଶ ୟୁକ୍ରେନ ଦେଶ ଉପରକୁ ପ୍ରାୟ ୨୦ ଦିନ ଧରି ଆକ୍ର-ମଣ କରି ଚାଲିଛି। ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲ-ଢେ-ଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅ-ସ୍ତ୍ରଶ-ସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।

ତେବେ ୠଷିଆ ଆକ୍ର-ମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡ-ରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲ-ଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋ-ମା ବିସ୍ଫୋ-ରଣ, କ୍ଷେ-ପଣା-ସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁ-ଦ୍ଧ ସମସ୍ତ ସ୍ଥାନରେ ଭ-ୟବା-ହ ପରିସ୍ଥିତି ସୃଷ୍ଟି କରିଛି।

ତେବେ ଏହି ଯୁ-ଦ୍ଧ ସମୟରେ ନୂଆ ଏକ ମୋଡ଼ ଦେଖିବାକୁ ମିଳିଛି। ଟେସେଲା କମ୍ପାନୀର ମାଲିକ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଙ୍କୁ ଆହ୍ୱାନ ଦେଇଛନ୍ତି। ତେବେ ସେ ଟୁଇଟର ମାଧ୍ୟମରେ ଟୁଇଟ କରି ଲଗାତାର ଭାବେ ପୁଟିନଙ୍କୁ ଟା-ର୍ଗେ-ଟ କରିଛନ୍ତି। କେବଳ ସେତିକି ନୁହେଁ ଏଲନ ମସ୍କ ୟୁକ୍ରେନ କୁ ସହାୟତା କରିବା ପାଇଁ ନିଜର ସାଟେଲାଇଟ୍ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ମସ୍କ କଣ ଆହ୍ୱାନ ଦେଇଛନ୍ତି।

ମାର୍ଚ୍ଚ ୧୪ ସୋମବାର ଦିନ ଏଲନ ମସ୍କ ଟୁଇଟ୍ କରି ଲେଖିଛନ୍ତି, ମୁଁ ଭ୍ଲାଦିମିର ପୁଟିନଙ୍କୁ ଏକାକୀ ମୋ ସହ ଲ-ଢେ-ଇ କରିବାକୁ ଚ୍ୟା-ଲେ-ଞ୍ଜ କରୁଛି। ଏହା ବଦଳରେ ମୁଁ ୟୁକ୍ରେନ କୁ ବାଜିରେ ଲଗାଉଛି। ଯିଏ ଜିତିବ ୟୁକ୍ରେନ ତା’ର ହେବ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଭଳି ଛୋଟିଆ ଦେଶ ଉପରେ ରୁଷର ଆକ୍ର-ମଣ କରିବା ସମସ୍ତଙ୍କ ମନରେ ଅସନ୍ତୋଷ ଜାତ ହୋଇଛି। ତେବେ ୟୁକ୍ରେନ କୁ ସହାୟତା କରିବା ପାଇଁ ଏଲନ ମସ୍କ ଆଗେଇ ଆସିଛନ୍ତି। କାରଣ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ବିଶାଳକାୟ ଦେଶ ସମ୍ମୁଖରେ ମୁଣ୍ଡ ନୁହାଇଁ ନାହିଁ।

Leave a Reply

Your email address will not be published. Required fields are marked *