ନିର୍ବାଚନ ସାଜିଲା କା-ଳ:- ସ୍ୱାମୀ ଦଉଡି ଦେଲା ଆଉ ସ୍ତ୍ରୀ ପିଇଲା ବି-ଷ, କିଛି ମୁହୂର୍ତ୍ତରେ ଛାରଖାର ହୋଇଗଲା ପରିବାର। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତ ବର୍ଷରେ ନିର୍ବାଚନ ସବୁଠୁ ଭିନ୍ନ ଏବଂ ଲୋକପ୍ରିୟ ହୋଇଥାଏ। ଏଠାରେ ଅନେକ ଲୋକ ନିର୍ବାଚନ ରେ ଭାଗ ନେଇ ପ୍ରତିଦ୍ୱନ୍ଦୀ କରିବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ସେତିକି ନୁହେଁ ଭାରତ ନିର୍ବାଚନରେ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଲ-ଢେଇ ଏମ.ଏ.ଲେ ସିଟ ପାଇଁ ହେଉ ଅବା ସରପଞ୍ଚ ସିଟ ପାଇଁ ହେଉ। କିନ୍ତୁ ନିର୍ବାଚନ ରେ ଜଣେ ହିଁ ବିଜୟ ହୋଇଥାଏ ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ପରା-ଜୟ ବରଣ କରିବାକୁ ପଡିଥାଏ।

ନିର୍ବାଚନରେ ମାହୋଲ ସର୍ବଦା ଗରମ ରହିଥାଏ। ବର୍ତ୍ତମାନ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ସରିଛି। ତେବେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ମୋଟ ୨ ଲକ୍ଷ ୨୮ ହଜାର ପ୍ରାର୍ଥୀ ବିଭିନ୍ନ ପଦପଦବୀ ପାଇଁ ଲ-ଢେଇ କରୁଥିଲେ। ନିର୍ବାଚନ ପରେ ଗ-ଣ୍ଡଗୋ-ଳ ବୋ-ମା ବିସ୍ଫୋ-ରଣ ଆଦି କା-ଣ୍ଡ ଘଟିଥିବା ଦେଖିଥିବେ। କିନ୍ତୁ କଣ କେବେ ଦେଖିଛନ୍ତି ନିର୍ବାଚନ ରେ ହାରିବା ପରେ ନିଜ ପ୍ରା-ଣ ହାରିଦେବା।

ତେବେ ଏଭଳି ଏକ ଅଭା-ବନୀୟ ଘ-ଟଣା ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲାକ ପଦ୍ମପୁର ପଞ୍ଚାୟତରେ ଘଟିଛି। ତେବେ ଚଳିତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ସୁମତି ପରିଡା ଲ-ଢୁଥିଲେ। କିନ୍ତୁ ନିର୍ବାଚନରେ ହାରିବା ପରେ ବିଜୟ ପ୍ରାର୍ଥୀ ଟାହି ଟାପରା ମା-ରିଥିଲେ। ତେବେ ଏହାକୁ ନେଇ ସ୍ୱାମୀ ରମାକାନ୍ତ ଏବଂ ସ୍ତ୍ରୀ ସୁମତିଙ୍କ ମଧ୍ୟରେ ଝ-ଗଡା ମଧ୍ୟ ହୋଇଥିଲା। ତେବେ ନିର୍ବାଚନ ହାରିବା ତାଙ୍କ ପରିବାର ପାଇଁ କା-ଳ ସାଜିବ ବୋଲି କେହି ଜାଣି ନଥିଲେ।

ରି-ପୋ-ର୍ଟ ଅନୁସାରେ ରବିବାର ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏହି ସମୟରେ ବିଜୟୀ କର୍ମଚାରୀଙ୍କ ସହ ରାମକାନ୍ତଙ୍କ ଝ-ଗ-ଡା ଏବଂ ଗ-ଣ୍ଡଗୋ-ଳ ହୋଇଥିଲା। ତେବେ ଲୋକମାନଙ୍କ ଟାହିଟାପରା ସହି ପାରି ନଥିଲେ ରମାକାନ୍ତ। ଅନ୍ୟପଟେ ପତ୍ନୀଙ୍କ ସହ ଝ-ଗଡା କରି ରୁମ ଭିତରେ ନିଜକୁ ବନ୍ଦ କରି ବେକରେ ଦଉଡି ଲଗେଇ ଆ-ତ୍ମହ-ତ୍ୟା କରିଥିଲେ। ତେବେ ସ୍ୱାମୀର ଝୁଲନ୍ତା ମୃ-ତ ଦେହ ଦେଖିବା ପରେ ଭରସ୍ୟାମ ହରାଇଥିଲେ ଏବଂ ବି-ଷ ପିଇ ଦେଇଥିଲେ।

ରମାକାନ୍ତଙ୍କ ବାପା କହିବା ଅନୁସାରେ, ମୃ-ତ୍ୟୁର କିଛି ଘଣ୍ଟା ପୂର୍ବରୁ ରମାକାନ୍ତ ଅତ୍ୟନ୍ତ ବିଚଳିତ ଥିଲେ। ତେବେ ବେକରେ ଦଉଡି ଦେବା ପୂର୍ବରୁ ସ୍ତ୍ରୀଙ୍କ ସହ ଝ-ଗ-ଡା କରିଥିଲେ ଏବଂ କିଛି ନ ଖାଇ ରୁମ ଭିତରେ ନିଜକୁ କ-ଏ-ଦ କରିଦେଇଥିଲେ। ତେବେ ରମାକାନ୍ତ ରୁମ ଭିତରେ ନିଜ ବେକରେ ଦଉଡି ଦେଇଥିଲେ ଏବଂ ସ୍ତ୍ରୀ ଏହା ଦେଖି ବି-ଷ ପିଇ ଦେଇଥିଲେ। ତେବେ ଦୁହିଁଙ୍କୁ ଗାଁ ଲୋକ ଗୁର-ତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ରମାକାନ୍ତଙ୍କୁ ଡାକ୍ତର ମୃ-ତ ଘୋଷିତ କରିଥିବା ବେଳେ ସ୍ତ୍ରୀର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କ-ଟାପ-ନ୍ନ ଥିବା ଜଣା ପଡ଼ିଛି।

ତେବେ ଏହି ସମସ୍ତ ଘ-ଟଣା ପରେ ରମାକାନ୍ତଙ୍କ ବାପା ବାସୁଦେବ ପୁର ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ। ବର୍ତ୍ତମାନ ପୋ-ଲି-ସ ଏହାର ଯା-ଞ୍ଚ କରୁଥିବା ଜଣା ପଡ଼ିଛି। ସୁମତି ପରିଡା କଟକ ବଡ଼ ମେଡିକାଲ ରେ ଚିକିତ୍ସା ହେଉଛନ୍ତି।

Leave a Reply

Your email address will not be published. Required fields are marked *