ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଥିବା ବିଶ୍ୱର ବଡ଼ ଯୁ-ଦ୍ଧ ବିଷୟରେ। ରୁଷ ଏକ ବିଶାଳକାୟ ଦେଶ ହେଲେ ମଧ୍ୟ ତା ସମ୍ମୁଖରେ ପିମ୍ପୁଡି ସଦୃଶ ୟୁକ୍ରେନ ଦେଶ ଉପରକୁ ପ୍ରାୟ ୨୦ ଦିନ ଧରି ଆକ୍ର-ମଣ କରି ଚାଲିଛି। ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲ-ଢେ-ଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅ-ସ୍ତ୍ରଶ-ସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।
ତେବେ ୠଷିଆ ଆକ୍ର-ମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡ-ରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲ-ଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋ-ମା ବିସ୍ଫୋ-ରଣ, କ୍ଷେ-ପଣା-ସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁ-ଦ୍ଧ ସମସ୍ତ ସ୍ଥାନରେ ଭ-ୟବା-ହ ପରିସ୍ଥିତି ସୃଷ୍ଟି କରିଛି।
ତେବେ ଏହି ଯୁ-ଦ୍ଧ ସମୟରେ ନୂଆ ଏକ ମୋଡ଼ ଦେଖିବାକୁ ମିଳିଛି। ଟେସେଲା କମ୍ପାନୀର ମାଲିକ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଙ୍କୁ ଆହ୍ୱାନ ଦେଇଛନ୍ତି। ତେବେ ସେ ଟୁଇଟର ମାଧ୍ୟମରେ ଟୁଇଟ କରି ଲଗାତାର ଭାବେ ପୁଟିନଙ୍କୁ ଟା-ର୍ଗେ-ଟ କରିଛନ୍ତି। କେବଳ ସେତିକି ନୁହେଁ ଏଲନ ମସ୍କ ୟୁକ୍ରେନ କୁ ସହାୟତା କରିବା ପାଇଁ ନିଜର ସାଟେଲାଇଟ୍ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ମସ୍କ କଣ ଆହ୍ୱାନ ଦେଇଛନ୍ତି।
I hereby challenge
Владимир Путин
to single combatStakes are Україна
— Elon Musk (@elonmusk) March 14, 2022
ମାର୍ଚ୍ଚ ୧୪ ସୋମବାର ଦିନ ଏଲନ ମସ୍କ ଟୁଇଟ୍ କରି ଲେଖିଛନ୍ତି, ମୁଁ ଭ୍ଲାଦିମିର ପୁଟିନଙ୍କୁ ଏକାକୀ ମୋ ସହ ଲ-ଢେ-ଇ କରିବାକୁ ଚ୍ୟା-ଲେ-ଞ୍ଜ କରୁଛି। ଏହା ବଦଳରେ ମୁଁ ୟୁକ୍ରେନ କୁ ବାଜିରେ ଲଗାଉଛି। ଯିଏ ଜିତିବ ୟୁକ୍ରେନ ତା’ର ହେବ।
ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଭଳି ଛୋଟିଆ ଦେଶ ଉପରେ ରୁଷର ଆକ୍ର-ମଣ କରିବା ସମସ୍ତଙ୍କ ମନରେ ଅସନ୍ତୋଷ ଜାତ ହୋଇଛି। ତେବେ ୟୁକ୍ରେନ କୁ ସହାୟତା କରିବା ପାଇଁ ଏଲନ ମସ୍କ ଆଗେଇ ଆସିଛନ୍ତି। କାରଣ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ବିଶାଳକାୟ ଦେଶ ସମ୍ମୁଖରେ ମୁଣ୍ଡ ନୁହାଇଁ ନାହିଁ।