ଏହି ଗାଁ ର ନାମ ‘ କିଡନୀ ଭିଲେଜ ‘ ଗାଁ ର ନାମ ଏପରି ରଖିବାର କାରଣ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ :-

ବର୍ତ୍ତମାନ ସମୟରେ ଦୁନିଆ ଏତେ ଆଗକୁ ଗଲାଣି ଯେ ଟେକ୍ନୋଲୋଜି ସହିତ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଉନ୍ନତି ଦେଖା ଦେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଆମ ପୃଥିବୀରେ ଅନେକ ଅଞ୍ଚଳ ଏପରି ରହିଛି ଯେଉଁଠି ଲୋକେ ପୁରୁଣା ଚିନ୍ତାଧାରା ରୁ ବାହାରି ଆସି ପାରି ନାହାଁନ୍ତି କିମ୍ବା ଏତେ ଉନ୍ନତ ଚିନ୍ତାଧାରା ର ନୁହଁନ୍ତି ଯାହାଦ୍ୱାରା ସେମାନେ ବାରମ୍ବାର ଠକା-ମୀର ଶି-କାର ହୁଅନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ସେହି ଗାଁ ରେ ଅଧିକାଂଶ ଲୋକେ ଗୋଟିଏ ମାତ୍ର କିଡନୀ ରେ ବଞ୍ଚିଛନ୍ତି । ଆଉ ଗୋଟିଏ କିଡନୀ ନାହିଁ । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ନେପାଳ ର କାଠମାଣ୍ଡୁ ଠାରୁ ୨୦ କିଲୋମିଟର ଦୂରରେ ଏକ ଗାଁ ରହିଛି ଯାହାକୁ କିଡନୀ ଭିଲେଜ ବୋଲି କୁହାଯାଏ । ତେବେ ଗାଁ ର ନାମ ଏପରି ରଖିବା ପଛରେ ବି ଅନେକ କାରଣ ରହିଛି । ତାହାର ଅସଲ ନାମ ହେଉଛି ହୋକସେ । ଆମ ପୃଥିବୀରେ ସବୁ ଦେଶ ଠାରୁ ଅଧିକ ଭୂକମ୍ପ ହେଉଥିବା ଦେଶ ହେଉଛି ନେପାଳ । ପ୍ରତ୍ୟେକ ବର୍ଷ ଏଠାରେ ଅନେକଥର ଭୂକମ୍ପ ହୋଇଥାଏ । ୨୦୧୫ ରେ କାଠମାଣ୍ଡୁ ଠାରେ ଏକ ବଡ଼ ଭୂକମ୍ପ ଆସିଥିଲା ଯାହାଦ୍ୱାରା ଅନେକ କ୍ଷ-ୟକ୍ଷ-ତି ହୋଇଥିଲା । ଯାହାଦ୍ୱାରା ଅନେକ ଧନ ଜୀବନ ନ-ଷ୍ଟ କରୁଥିଲି ହୋଇଥିଲା । ଏହି ଗାଁ ର ଅବସ୍ଥା ଖୁବ ଖରାପ ହୋଇ ଯାଇଥିଲା ।

ତେଣୁ ସେଠାକାର ଗ୍ରାମବାସୀ ମାନେ ସରକାରଙ୍କୁ ସାହାଯ୍ୟ ମାଗିବା ସତ୍ତ୍ୱେ ବି କୌଣସି ସାହାଯ୍ୟ ପାଇ ନଥିଲେ । ସେମାନଙ୍କୁ କୌଣସି ସାହାଯ୍ୟ ମିଳି ନଥିଲା । ସେହି ପରିସ୍ଥିତିର ଫାଇଦା ଉଠାଇ ମାନବ ଅଙ୍ଗକୁ ଚା-ଲା-ଣ କରୁଥିବା ଗ୍ୟା-ଙ୍ଗ ସେହି ଗାଁ କୁ ଆସିବାକୁ ଲାଗିଲେ ଏବଂ ଲୋକଙ୍କ ସରଳତା ଏବଂ ପରିସ୍ଥିତି ର ଫାଇଦା ଉଠାଇ କିଡନୀ ଦେବାକୁ କହିଲେ । ଏପରିକି ସେମାନଙ୍କୁ ଏହାବି ବୁଝାଇଲେ ଯେ ଗୋଟିଏ କିଡନୀ ଦେଲେ କୌଣସି ସମସ୍ୟା ନାହିଁ ବରଂ ସେମାନଙ୍କ ଲାଭ ହେବ ।

ଯେହେତୁ ସେତେବେଳେ ଲୋକଙ୍କର ଟଙ୍କା ଆବଶ୍ୟକ ଥିଲା ତେଣୁ ପ୍ରାୟ ଅଧିକାଂଶ ଲୋକ କିଡନୀ ଦେବାକୁ ଆଗକୁ ଆସିଲେ ଏବଂ ମାତ୍ର ୧ ଲକ୍ଷ କିମ୍ବା ତାଠାରୁ କମ ଟଙ୍କାରେ କିଡନୀ ଦେବାରେ ଲାଗିଲେ । ତେବେ ନେପାଳ ର ହୋକସେ ଗାଁ ରେ ଅଧିକାଂଶ ଲୋକ ଗୋଟିଏ ମାତ୍ର କିଡନୀ ରେ ହିଁ ରହିଛନ୍ତି । ମାତ୍ର ଯେତେବେଳେ ଲୋକେ ସତ୍ୟତା ବିଷୟରେ ଜାଣିଲେ ସେତେବେଳେ ସେମାନେ ଖୁବ ଅନୁତାପ କଲେ ।

ବର୍ତ୍ତମାନ ସୁଦ୍ଧା ବି ସେହି ଗାଁ ଖୁବ ପଛୁଆ ଗାଁ ଅଟେ । ତେବେ ଯାହାବି ହେଉ ଘ-ଟଣା ସମ୍ବନ୍ଧରେ ଯେତେବେଳେ ଅନ୍ତର୍ଜାତୀୟ ବାଲୁକା ବଜାରରେ ପ୍ରକାଶ ପାଇଲା ସେତେବେଳେ ସରକାରଙ୍କ ସୁଲଭ ତରଫରୁ ସେହି ଗ୍ୟା-ଙ୍ଗ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ପରେ ଆଉ ସେମାନେ ସେହି ଗାଁ କୁ ଆସିବା ବନ୍ଦ କରିଦେଲେ ।

Leave a Reply

Your email address will not be published. Required fields are marked *