ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଆରମ୍ଭ ହେବ ଯୁ-ଦ୍ଧ! ୟୁକ୍ରେନର ସଙ୍କଟ ସମୟରେ ଆଉ ଏକ ବିପଦ ମୁହଁରେ ଦିନିଆ….

ଜଣେ ଟାଇମ୍ ଟ୍ରାଭେଲର୍ ଚେତା-ବନୀ ଦେଇଛନ୍ତି ଯେ ଋଷ ୟୁକ୍ରେନ ଉପରେ ଆକ୍ର-ମଣ କରିବାର କିଛି ସପ୍ତାହ ପରେ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଯୁ-ଦ୍ଧ ହେବ । ମାର୍ଚ୍ଚ 10 ରେ ଏହି ଟାଇମ୍ ଟ୍ରାଭେଲର୍ ଙ୍କ ଦ୍ୱାରା ଟିକଟକରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ବିପ-ଦଜ୍ଜ-ନକ ଘ-ଟଣା ଗୁଡ଼ିକର ଭବିଷ୍ୟବାଣୀ କରାଯାଇଛି ଯାହା 2022 ମସିହାରେ ଘଟିବ ।

‘ଡେଲି ଷ୍ଟାର’ରେ ପ୍ରକାଶିତ ରିପୋ-ର୍ଟରେ କୁହାଯାଇଛି ଯେ ଏହି ଭବିଷ୍ୟବାଣୀ ଅନୁସାରେ ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ଯୁ-ଦ୍ଧ ହୋଇପାରେ । ଯଦିଓ ପ୍ରଥମେ କିଏ ଆକ୍ର-ମଣ କରିବା ସେ ନେଇ ଭିଡିଓରେ ବର୍ଣ୍ଣନା କରାଯାଇ ନାହିଁ କିନ୍ତୁ ଟିକଟକର ମାନେ ଉତ୍ତର କୋରିଆ ଆଗ ଆକ୍ର-ମଣ କରିବ ବୋଲି ଭିଡ଼ିଓ ରେ କମେଣ୍ଟ ଦେଇଛନ୍ତି ।

ଏହି ଭିଡିଓରେ ଏକ ତାଲିକା ଦିଆଯାଇଛି । ଏହା ଅନୁଯାୟୀ

ମାର୍ଚ୍ଚ 22 – ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ଯୁ-ଦ୍ଧ ହେବ ।

ଏପ୍ରିଲ୍ 19- ଏକ ନୂଆ କୋଭିଡ୍ ଭାରିଆଣ୍ଟ ଆସିବ, ଯାହା Omega ଭାବରେ ଜଣାଶୁଣା ହେବ ଏବଂ ଏହା ସବୁ ଭାରିଆଣ୍ଟ ଠାରୁ 5 ଗୁଣ ଅଧିକ ବିପ-ଜ୍ଜନକ ହେବ ।

ମଇ 24 – ନାସା କୁ ‘KLET-33’ ନାମକ ଏକ ଗ୍ରହ ମିଳିବ ଏବଂ ଏହା ଉପରେ ଜୀବ ଜଗତ ବଞ୍ଚିବା ସମ୍ଭବ ହେବ ।

ଜୁନ୍ 28 – ଜର୍ଜିଆ ଏବଂ ଦକ୍ଷିଣ କରୋଲିନା ମଧ୍ୟରେ ଦୁନିଆର 5 ଟି ସବୁଠାରୁ ଖତ-ରନାକ ଝଡ଼ ମଧ୍ୟରୁ ଗୋଟିଏ ଝଡ଼ ଆସିବ ।

ଜୁଲାଇ 13 – ବହୁ ଚର୍ଚ୍ଚିତ ରାପର ତାଙ୍କ ମୃ-ତ୍ୟୁକୁ ମିଛ ବୋଲି କହିଛନ୍ତି ।

ଜୁଲାଇ 23 – ଇତିହାସର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଏଲଏ,କାଲିଫର୍ଣ୍ଣିଆର କୁ ପ୍ରଭାବିତ କରିବ ଏବଂ ଏହି ଭୂକମ୍ପ ଦ୍ଵାରା ସବୁଠାରୁ ବଡ଼ ଲହରୀ ସୃଷ୍ଟି କରିବ ।

ଅଗଷ୍ଟ 3 – 2 ସାମୁଦ୍ରିକ ବୁଡାଳି ଆଟଲାଣ୍ଟିକ୍ ମହାସାଗରରେ ଏକ ସହର ଆବିଷ୍କାର କରିବେ ।

ଅଗଷ୍ଟ 17 – ଇନ୍ଦ୍ରଧନୁଷ ଫନହାଉସ୍ ନାମରେ ନାମିତ ଏକ ସୀମିତ ସ୍ଥାନକୁ ପୁଣି ଥରେ ତିଆରି କରାଯିବ ଏବଂ ନଭେମ୍ବର 30 ରେ ଏହାର ଦ୍ୱାର ସମସ୍ତଙ୍କ ପାଇଁ ଖୋଲିବ ।

ସେପ୍ଟେମ୍ବର 1 – ‘4 ବେଷ୍ଟା’ ନାମକ ଏକ ଉଲକା ପୃଥିବୀ ନିକଟ ଦେଇ ଚୀନର ତଟ ରେ ଲାଗିବ ।

ସେପ୍ଟେମ୍ବର 26 – ଅନ୍ୟ ଏକ ମହା-ମାରୀ ହେତୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ଏବଂ ଏହି ମହାମାରୀ କୋଭିଡ ଅପେକ୍ଷା ଅଧିକ ପ୍ରଭାବଶାଳୀ ହେବ ।

ଅକ୍ଟୋବର 14 – ଏଲିଏନ୍ ମାନେ ପୃଥିବୀକୁ ଆସିବେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଆମ ସହ ଯୋଗାଯୋଗ କରିବେ ଏବଂ କେତେକ ମଣିଷ ମାନଙ୍କ ଉପରେ ଆକ୍ର-ମଣ ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *