ସିଗାରେଟ ଦିଅ ନହଲେ ଡ୍ରେସ ଖୋଲି ଦେବୀ…

ବିମାନ ଭିତରୁ ସାମ୍ନାକୁ ଆସିଛି ଏକ ଚକିତ କଲାଭଳି ଘଟଣା । ବିମାନ ଭିତରେ ଡ୍ରେସ ଖୋଲିବାକୁ ଧମକ ଦେଲେ ମହିଳା । ଉଡ଼ନ୍ତା ବିମାନରେ ମଝି ଆକାଶରେ ମହିଳା ଜଣଙ୍କ ଜିଦ ଧରିଥିଲେ ସିଗାରେଟ ପାଇଁ । ବିମାନ ଭିତରେ ଧୂମପାନ ନିଷେଧ ଥିବା ବେଳେ ମହିଳା କିନ୍ତୁ ବୁଝିବାକୁ ଏକ ଦମ ନାରାଜ ଥିଲେ । ମଝି ଆକାଶରେ ବିମାନ ବିମାନ ଉଡାଣ ଭରୁଥିବା ସମୟରେ ମହିଳା ଜଣଙ୍କ ଗୋଟିଏ ଜିଦ କରିଥିଲେ ମତେ ଯଦି ସିଗାରେଟ ନ ଦେବ ମୁଁ ଏହି ଠାରେ ହିଁ ଡ୍ରେସ ଖୋଲିଦେବୀ। ହେଲେ ବିମାନରେ ଧୂମପାନ ଆଦୌ ପ୍ରବେଶ ନାହିଁ ।

ତେଣୁ ମହିଳାଙ୍କ କଥାକୁ ଯେତେବେଳେ ବିମାନ କର୍ମଚାରୀ ହେୟ କରିଦେଇ ଦେଇଥିଲେ ସେତେବେଳେ ମହିଳା ଜଣଙ୍କ ରାଗିକି ରାଗରେ ନିଆଁ ହୋଇ ଯାଇଥିଲେ । ଆଉ ମଝି ଆକାଶରେ ସେ ଡ୍ରେସ ଖୋଲି ଦେଇଥିଲେ । ବନ୍ଧୁଗଣ ଏଭଳି ଘଟଣା ସାମ୍ନାକୁ ଆସିଛି ଋଷିଆରୁ । ଆଉ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।

ମହିଳା ସିଗାରେଟ ପାଇଁ ଏଭଳି କାଣ୍ଡ ଭିଆଇଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଆଉ ମହିଳାଙ୍କ ଏପରି ପାଗଳାମି ବା ଆଚରଣ ପାଇଁ ବିମାନର ଅନ୍ୟ ଯାତ୍ରୀ ମାନଙ୍କୁ ହଟହଟା ହେବାକୁ ପଡ଼ିଛି । ତେବେ ମହିଳା ଜଣଙ୍କ ସିଗାରେଟ ଟାଣିବା ପାଇଁ ନିଜକୁ ଟଏଲେଟରେ ବନ୍ଦ କରିଥିଲେ । ହେଲେ ଏହି ସମୟରେ ବିମାନର ଆଲାରାମ ବାଜିବା ପରେ ବିମାନ କର୍ମଚାରୀ ସଜାଗ ହୋଇ ଯାଇଥିଲେ ଆଉ ଏହା ପରେ ମହିଳାଙ୍କୁ ବିମାନ ଭିତରେ ମହିଳାଙ୍କୁ ସିଗାରେଟ ଟାଣିବାକୁ ବାରଣ କରିଥିଲେ । ହେଲେ ମହିଳା ଜଣଙ୍କ ନିଜ ଜିଦରେ ଅଟଳ ରହିଥିଲେ ଆଉ ଶେଷରେ ସେ ଉଲଗ୍ନ ହେବାକୁ ମଧ୍ୟ ପଛାଇ ନଥିଲେ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 33 ହଜାର ଫୁଟ ଉଚ୍ଚତା ରେ ଉଡୁଥିବା ବିମାନ ଭିତରେ ମହିଳା ଜଣଙ୍କ ସିଗାରେଟ ଟାଣିବାକୁ ଜିଦ ଧରିଥିବା ବେଳେ ବିମାନରେ ଥିବା ଅନ୍ୟ ଯାତ୍ରୀ ମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ହେଲେ ମହିଳାଙ୍କୁ ବାଧା ଦେଉ ଥିବା ବିମାନ କ୍ରୀଉ ମେମ୍ବରଙ୍କୁ ମହିଳା ମଧ୍ୟ କାମୁଡି ପକାଇଥିଲେ । ଶେଷରେ ମହିଳା ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ନିଜ ଦେହରୁ ଡ୍ରେସ ଖୋଲି ଉଲଗ୍ନ ହୋଇଯାଇଥିଲେ । ମହିଳାଙ୍କ ଏହିଭଳି କାଣ୍ଡ କାରନାମା ସମସ୍ତଙ୍କୁ ଚକିତ କରିଛି ।

ତେବେ ବିମାନରେ ଥିବା ଅନେକ ଛୋଟ ପିଲାଙ୍କ ଉପରେ ଏପରି ଖରାପ ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଏନେଇ ବିମାନରେ ଥିବା କ୍ରୀୟୁ ମେମ୍ବର ମହିଳାଙ୍କୁ ଅନେକ ସମୟ ଧରି ବୁଝାଇ ଥିଲେ ମଧ୍ୟ ତାହା ମହିଳାଙ୍କୁ କୌଣସି ପ୍ରଭାବ ପକାଇ ନଥିଲା । ଶେଷରେ ସମସ୍ତେ ମହିଳାଙ୍କ ଏପରି ବ୍ୟବହାରରେ ଏକ ଦମ ଭାବେ ଚିଡି ଯାଇଥିଲେ ।

ସେପଟେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷା ଭିତରେ ମହିଳା ଜଣଙ୍କ କିପରି ବିମାନ ଭିତରକୁ ସିଗାରେଟ ନେଇ ଯାଇଥିଲେ। ମହିଳା ଜଣଙ୍କ ଯେତେବେଳେ ସିଗାରେଟ ନେଇ ଟ୍ରେନ ଭିତରକୁ ଯାତ୍ରା କରୁଥିଲେ ସେହି ସମୟରେ କେହି କିପରି ଜାଣି ପାରିଲେ ନାହିଁ । ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି କି ବିମାନ ଭିତରେ ଧୂମପାନ ନିଷେଧ ।

ଏ କଥା କଣ ମହିଳା ଜାଣି ନଥିଲେ କି ବୋଲି ମଧ୍ୟ ସମସ୍ତେ ପ୍ରଶ୍ନ କରିଛନ୍ତି । ତେବେ ଏତେ ସବୁ ଭିତରେ ସହ ସହ ଯାତ୍ରୀଙ୍କ ଜୀବନ ବିପଦ ଆଗକୁ ଠେଲି ହୋଇ ଯାଉଥିବାରୁ ବଞ୍ଚି ଯାଇଥିଲା । ଏହା ପରେ ବିମାନ ଯେତେବେଳେ ବନ୍ଦରରେ ଲାଗିଥିଲା ସେତେବେଳେ ବିମାନରେ ଥିବା ଯାତ୍ରୀ ମାନେ ଦୀର୍ଘ ନିଶ୍ଵାସ ମାରି । ଜୀବନ ବଞ୍ଚି ଯାଇଥିବାରୁ ଭଗବାନ ଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *