ତୁମ ବିନା ମୋତେ ସବୁକିଛି ଖାଲି ଖାଲି ଲାଗୁଛି, ଏଠି ଏକୁଟିଆ ରହି ତୁମ କଥା ଭାରି ମନେ ପଡୁଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାକୁ ବର୍ତ୍ତମାନ ଅନେକ ଦିନ ବିତିଗଲାଣି । ତଥାପି ହ-ତ୍ୟା ସମୟର ସେହି ଦୃ-ଶ୍ୟ ଏବେ ସୁଦ୍ଧା କାହା ମନରୁ ଲିଭି ନାହିଁ । ଏକାଧିକ ଜନଗହଳି ପୂର୍ଣ୍ଣ ସ୍ଥାନରେ କିଭଳି ଭାବରେ ଜଣେ ଥା-ନା ଏଏସଆଇ ନବ ଦାସଙ୍କୁ ବିନା ଭୟରେ ସିଧା ଗୁ-ଳି କରିଥିଲେ । ତାହା ପୁଣି ଡିପାର୍ଟମେଣ୍ଟ ପିସ୍ତ-ଲରେ । ଯାହାକୁ ଦେଖି ପୁରା ଅଞ୍ଚଳ ଭ-ୟଭୀ-ତ ହୋଇ ଯାଇଥିଲା । ତେବେ ମାମ-ଲାକୁ ଏବେ ସୁଦ୍ଧା ଅନେକ ଦିନ ଗଲାଣି । କ୍ରାଇମବ୍ରାଞ୍ଚ ହାତରେ ତ-ଦନ୍ତ ପ୍ରକ୍ରିୟା ରହିଥିଲା । ଯାହାଦ୍ୱାରା ଅନେକ କିଛି ତଥ୍ୟ ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ସମୟରେ ଏଭଳି ଖବର ଅଛି ଯେ ଗୋପାଳ କୁଆଡ଼େ ଜେଲରେ ନିଜ ସ୍ତ୍ରୀ ଜୟନ୍ତୀଙ୍କୁ ମନେ ପକାଉଛନ୍ତି । ନବ ଦାସଙ୍କୁ ହ-ତ୍ୟା କରିବା ପୂର୍ବରୁ କୁଆଡ଼େ ଗୋପାଳ ନିଜ ସ୍ତ୍ରୀ ପ୍ରତି ଅନେକ ପ୍ରେମ ବ୍ୟକ୍ତ କରିଥିଲେ ।ଯାହା ବର୍ତ୍ତମାନ ଶୁଣିବାକୁ ମିଳୁଛି । କେହି କେହି କହୁଥିଲେ ଯେ ଗୋପାଳ ଜାଣିଶୁଣି କାହା କଥାରେ ନବ ଦାସ ଙ୍କୁ ହ-ତ୍ୟା କରିଛି ବୋଲି । ମାତ୍ର ତାଙ୍କ ସ୍ତ୍ରୀ ବାରମ୍ବାର କରିବାରେ ଲାଗିଥିଲେ ଯେ ତାଙ୍କର କୁଆଡ଼େ ମାନସିକ ସ୍ଥିତି ଠିକ ନାହିଁ । ଗୋପାଳ କୁଆଡ଼େ ତାଙ୍କ ସ୍ତ୍ରୀକୁ ଭାରି ଭଲ ପାଆନ୍ତି ।

ତେବେ ତଦନ୍ତ ପାଇଁ ତାଙ୍କୁ ନାରକୋଟେଷ୍ଟ କରା ଯାଇଥିଲା । ସେଥିରୁ ସେ ମଧ୍ୟ ମାନିଥିଲେ ସେ ତାଙ୍କର ମାନସିକ ସ୍ଥିତି ଠିକ ନାହିଁ । ଏମିତିକି ସେ ନବ ଦାସଙ୍କୁ ହ-ତ୍ୟା କରିବା ପୂର୍ବରୁ କିଛି ଦିନ ହେବ ତାଙ୍କ ପରିବାର ଦେଉଥିବା ମେଡ଼ିସିନ ସେ ଗ୍ରହଣ କରୁ ନଥିଲେ ବରଂ ଫିଙ୍ଗି ଦେଉଥିଲେ । ଯେଉଁ କାରଣରୁ ଏଭଳି ଏକ ହ-ତ୍ୟା କା-ଣ୍ଡ ଘଟାଇ ପାରିଲେ ।ତେବେ ତାଙ୍କୁ ନାରକୋଟେଷ୍ଟ ପରେ ଝାରସୁଗୁଡ଼ା ରୁ କଟକ ଚୌଦ୍ୱାର ଜେ-ଲକୁ ପଠା ଯାଇଥିବା କୁହାଯାଇଛି । ଏପଟେ ଏତେ ଦିନ ଜେ-ଲରେ ରହିବା ପରେ ତାଙ୍କ ନାମରେ କିଛି ସୂଚନା ମିଳିଛି ।

ଗୋପାଳ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ବେଶ ଭଲ ପାଆନ୍ତି । ଗୋପାଳ କୁଆଡ଼େ ତାଙ୍କ ସ୍ତ୍ରୀଙ୍କୁ ଜେ-ଲରେ ବହୁତ ମନେ ପକାଉଛନ୍ତି । ଏମିତିକି ନବ ଦାସଙ୍କୁ ହ-ତ୍ୟା କରିବାର କିଛି ଦିନ ପୂର୍ବରୁ ହିଁ ସେ ନିଜ ସ୍ତ୍ରୀକୁ ଅଧିକ ପ୍ରେମ କରିଥିଲେ । ବୋଧହୁଏ ସେ ଏଭଳି ଜାଣି ସାରିଥିଲେ ଯେ ଆଗକୁ ଏଭଳି କିଛି ହେବାର ଅଛି । ବର୍ତ୍ତମାନ ଗୋପଳଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ସମୟରେ ଚୁପ ଚାପ ରହୁଛି ଏବଂ କାହା ସହ କିଛି କଥାବାର୍ତ୍ତା କରୁନାହିଁ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *