
ଘରେ ଝାଡୁ ପୋଛା ଲଗାଇବା ସମୟରେ ଧ୍ୟାନ ଦିଅନ୍ତୁ। ନଚେତ ଘରକୁ ମାଡି ଆସିଥାଏ ଦାରିଦ୍ର୍ୟତା…
ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ଥାନ ବହୁତ ପସନ୍ଦ ହୋଇଥାଏ। ଶାସ୍ତ୍ରରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। କିନ୍ତୁ ଅଧିକାଂଶ ଲୋକେ ଘରେ ପୋଛା ଲଗାଇବା …
Read More