ବାରମ୍ବାର ମତେ ସେ ବାଧ୍ୟକଳା ଖରାପ ସମ୍ପର୍କ ରଖିବାକୁ ସେଥିପାଇଁ ସାଙ୍ଗ ଗୁପ୍ତାଙ୍ଗ କାଟିଦେଲି…

ସାଙ୍ଗ କାଟିଥିଲା ସାଙ୍ଗର ଗୁପ୍ତାଙ୍ଗ । ପେଣ୍ଠ ବେଳାଭୂମିରେ ଏଇ କିଛି ଦିନ ତଳେ ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପେଣ୍ଠ ବେଳାଭୂମି ବୁଲିବାକୁ ଯାଇ ସାଙ୍ଗ ଘଟେଇ ଥିଲା ସାଙ୍ଗ ସହିତ ଏକ ଅଭାବନୀୟ ଘଟଣା । କାରଣ ସାଙ୍ଗ ସବୁବେଳେ ବାଧ୍ୟ କରୁଥିଲା ସମଲିଙ୍ଗ ସମ୍ପର୍କ ରଖିବାକୁ । ଆଉ ସମୁଦ୍ର କୂଳରେ ଜୋର ଜବରଦସ୍ତ କାଟି ଦେଇଥିଲା ସାଙ୍ଗର ଗୁପ୍ତାଙ୍ଗ । ସାଙ୍ଗ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ।

ଆଉ କହୁଥିଲା ମୁଁ ତତେ ଆଉ କାହାର ବି ହେବାକୁ ଦେବି ନାହିଁ । ସାଙ୍ଗ ଯାହାର ହେବାକୁ ଚେଷ୍ଟା କରୁଥିଲା । ସାଙ୍ଗ ଯାହାକୁ ଭଲ ପାଉଥିଲା ସବୁବେଳେ ସେ ସାଙ୍ଗକୁ ମନା କରୁଥିଲା ଆଉ କାହାକୁ ଭଲ ନ ପାଇବା ପାଇଁ । ଆଉ ଶେଷରେ କହିଲା ମୁଁ ତତେ ଭଲ ପାଉଛି ତେଣୁ ମୋତେ ରାଗ ଲାଗିଲା ଆଉ ମୁଁ ବାଧ୍ୟ ହୋଇ ତା ଯୌନାଙ୍ଗକୁ କାଟି ଦେଲି । ହଁ ବନ୍ଧୁଗଣ ବର୍ତ୍ତମାନ ସାଙ୍ଗ ଯୌନାଙ୍ଗ କାଟିବା ଘଟଣାରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏମିତି କିଛି ନୂଆ ମୋଡ଼ ।
ତେବେ ଯାହାଙ୍କର ଯୌନାଙ୍ଗ କାଟିଛି ସେ କୁଆଡେ ସବୁବେଳେ ବାଧ୍ୟ କରୁଥିଲେ ଶାରୀରିକ ସମ୍ପର୍କ ରଖିବାକୁ । ଆଉ କେବଳ ଏତିକି ନୁହେଁ ସେ ସବୁବେଳେ ଏହା ମଧ୍ୟ ବାଧ୍ୟ କରୁଥିଲେ କି ତାଙ୍କୁ ଭଲ ପାଇବାକୁ ଯେଉଁଥି ପାଇଁ ସେ ଶେଷରେ ବିରକ୍ତି ହୋଇଯାଇଥିଲେ ଆଉ ଅନ୍ୟ କୌଣସି ଉପାୟ ନପାଇ ଶେଷରେ କାଟି ଦେଇଥିଲେ ଯୌନାଙ୍ଗ । ସୂଚନା ଅନୁଯାୟୀ ଯୌନାଙ୍ଗ କାଟିଥିବା ଯୁବକ ଜଣଙ୍କ ହେଲେ ଆଳି ବ୍ଳକ ବାଙ୍କେଶ୍ୱର ଗ୍ରାମର ଅକ୍ଷୟ ।

ଅକ୍ଷୟଙ୍କୁ ତାଙ୍କ ସାଙ୍ଗ ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ତେବେ କୁହାଯାଉଛି କି ଭାଗବତ ଆଉ ଅକ୍ଷୟଙ୍କ ମଧ୍ୟରେ ପ୍ରଥମେ ଫେସବୁକରେ ବନ୍ଧୁତା ଗଢିଉଠିଥିଲା । ଆଉ ଅନେକ ସମୟ ଧରି ଦୁହେଁ ଦୁହିଁଙ୍କ ସାଥିରେ ବାର୍ତାଲାପ କରୁଥିଲେ । ଜଣେ ଆଉ ଜଣଙ୍କୁ ଅନଲାଇନରେ ଅପେକ୍ଷା କରି ରହୁଥିଲେ । ଆଉ ଶେଷରେ ବନ୍ଧୁତା ନିବିଡ଼ ହେବା ପରେ ଭାଗବତ ଦେଖା କରିବା ପାଇଁ ଅକ୍ଷୟଙ୍କୁ ବାଧ୍ୟ କଲା । ଆଉ ଶେଷରେ ଅକ୍ଷୟ ଭାଗବତଙ୍କ କଥାରେ ଦେଖା କରିବାକୁ ।

ପେନ୍ଥା ବେଳାଭୂମିରେ ଆସି ପହଞ୍ଚି ଯାଇଥିଲେ । ଆଉ ପେଣ୍ଠ ବେଳାଭୂମିରେ ବୁଲିବା ବେଳେ ଭାଗବତ ଦେଖାଇ ଥିଲା ତାର ଅସଲ ରୂପ । ଆଉ ସେହି ପେଣ୍ଠ ବେଳାଭୂମିରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ହେଲେ ଅକ୍ଷୟ ଏଥିରେ ରାଜି ନହେବାରୁ ଭାଗବତ ବାଧ୍ୟ କରିଥିଲା । ଆଉ ଶେଷରେ ବିରକ୍ତ ହୋଇ ଅକ୍ଷୟ ଭାଗବତର ଯୌନାଙ୍ଗକୁ କାଟିଦେଇଥିଲା ଏକ ମାରଣାସ୍ତ୍ରରେ ।

କାରଣ ଅକ୍ଷୟଙ୍କର କହିବା କଥା ପୂର୍ବରୁ ମଧ୍ୟ ଥରେ ଭାଗବତ ତାଙ୍କୁ ବାଧ୍ୟ କରିଥିଲେ ପେଣ୍ଠ ଯିବା ପାଇଁ । ଆଉ ପେଣ୍ଠ ଯିବା ପରେ ଅକ୍ଷୟଙ୍କୁ ସେଠାରେ ଭାଗବତ ହଇରାଣ କରିଥିଲେ । ଆଉ ଏଥର ଅକ୍ଷଙ୍କର ରାଗ ପହଞ୍ଚି ଯାଇଥିଲା ପଞ୍ଚମରେ । ତେଣୁ ଶେଷରେ ଅକ୍ଷୟ ରାଗି ଯାଇ ରାଗରେ ପଞ୍ଚମ ହୋଇଯାଇଥିଲେ ।

ତେବେ ଏହି ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ହେଲେ କାହିଁକି ଓ କଣ ପାଇଁ ସାଙ୍ଗ କାଟିଲା ସାଙ୍ଗର ଗୁପ୍ତାଙ୍ଗ ଏହା ଜାଣିବାକୁ ସମସ୍ତେ ଚାହୁଁଥିବା ବେଳେ ବର୍ତ୍ତମାନ ଗଣମାଧ୍ୟମରେ ଅକ୍ଷୟ ମୁହଁ ଖୋଲି ବଖାଣିଛନ୍ତି କାହିଁକି ଓ କେଉଁଥି ପାଇଁ ଅକ୍ଷୟ କାଟିଥିଲେ ସାଙ୍ଗର ଗୁପ୍ତାଙ୍ଗ ।

Leave a Reply

Your email address will not be published. Required fields are marked *