ସ୍ତ୍ରୀର ଗୁପ୍ତା-ଙ୍ଗକୁ କାହିଁକି ଛୁଇଁଲା କହି ଡାକ୍ତର ଉପରେ ମାଡ଼ି ବସିଲେ ଦୁ-ର୍ବୁତ୍ତ । ଆଉ ଏବେ ଧାରଣାରେ ଡାକ୍ତର ସମୂହ ।

ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ନର୍ସିଙ୍ଗ ଡାକ୍ତରଙ୍କୁ ଆକ୍ର-ମଣ । କାର୍ଯ୍ୟରତ ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କୁ ଦୁଇଜଣ ଦୁ-ର୍ବୁତ୍ତ ଅତର୍କିତ ଆକ୍ର-ମଣ କରି ଫେ-ରାର ମା-ରିଛନ୍ତି । ଆକ୍ର-ମଣରେ ତାଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆ-ଘାତ ଲାଗିଛି । ଆକ୍ର-ମଣ ସମୟରେ କୌଣସି ଲୋକ ଏଥିରେ ପ୍ରତି-ବାଦ କରି ନଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଅଭି-ଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ ଯଦି ଆପଣ ପୀ-ଡ଼ିତ ରୋଗୀଙ୍କୁ ଡାକ୍ତରଖାନାକୁ ଆଣୁଛନ୍ତି ତେବେ ଆମେ ତାଙ୍କର ଚିକିତ୍ସା କରୁଛୁ । ହେଲେ ଯଦି ଡାକ୍ତର ଆକ୍ର-ମଣର ଶି-କାର ହେଉଛି ତେବେ ଆପଣ ମାନେ କାହିଁକି ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଡାକ୍ତର ବିଶ୍ବରଞ୍ଜନ ସାହୁ ହାଉସ ସର୍ଜନ ଭାବରେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ କାମ କରୁଛନ୍ତି । ଗତ ଗୁରୁବାର ଦିନ ସେ ଆଉଟ ଡୋର କାମ କରି ଡାକ୍ତର ବିଷ୍ଣୁକଲ୍ୟାଣ ମିର୍ଦ୍ଧାଙ୍କ ସହିତ ମେଡ଼ିକାଲ ସ୍ଥିତ କ୍ୱାର୍ଟରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁ-ର୍ବୁତ୍ତ ବାଇକରେ ତାଙ୍କୁ ପିଛା କରି ଶାନ୍ତି ପଡ଼ା ଗେଟ ପାଖରେ ସେମାନଙ୍କୁ ଅଟକାଇ ଥିଲେ ।

ଡାକ୍ତର ମାନେ ଅଟକିବା ପରେ ଦୁ-ର୍ବୁତ୍ତ ମାନେ ତାଙ୍କ ପାଖକୁ ଆସି ସେ କାହିଁକି ତାଙ୍କ ସ୍ତ୍ରୀର ଗୁପ୍ତା-ଙ୍ଗଙ୍କୁ ଛୁଇଁଲେ କହି ତାଙ୍କୁ ନିସ୍ତୁକ ମା-ଡ଼ ମଧ୍ୟ ମା-ରିଥିଲେ । ଡାକ୍ତର ଜଣକ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁ-ର୍ବୁତ୍ତ ମାନେ ସେଠାରୁ ଫେ-ରାର ହୋଇ ଯାଇଥିଲେ । ସାଙ୍ଗରେ ଥିବା ଡାକ୍ତର ଆ-ହତ ଡାକ୍ତରଙ୍କୁ ଉ-ଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ମେଡ଼ିକାଲ କଲେଜ ପକ୍ଷରୁ ଏନେଇ ଟାଉନ ଥା-ନାରେ ଏ-ତଲା ଦିଆଯାଇଛି । ଦୋ-ଷୀ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଦାବି କରିଛନ୍ତି ଡାକ୍ତର ସମୂହ ଏବଂ ସେମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି । ଭୀମଭୋଇ ମେଡ଼ିକାଲ ହସ୍ପିଟାଲ ପରିସରରେ ଧାରଣା ଦେବା ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି ଡାକ୍ତର ମାନେ । ସେମାନେ ମେଡ଼ିକାଲର ସବୁ ଗେଟ ବନ୍ଦ କରି ଧାରଣା ଦେବା କାରଣରୁ ପରେ ମେଡ଼ିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ମେଡ଼ିକାଲ ଭିତରକୁ ଆମ୍ବୁଲାନ୍ସ ଏବଂ ରୋଗୀଙ୍କୁ ନଛାଡ଼ିବାରୁ ତୀବ୍ର ପ୍ରତି-କ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ସାଧାରଣ ଜନତା ଏବଂ ଡାକ୍ତରଙ୍କ ମଧ୍ୟରେ କଥା କ-ଟାକ-ଟି ହୋଇଥିଲା । ସେପଟେ ଆକ୍ର-ମଣକୁ ନେଇ ଏକ ଭିଡ଼ିଓ ଭାଇରଲ ହୋଇଥିବା ବେଳେ ଭିଡ଼ିଓକୁ ଆଧାର କରି ପୋ-ଲିସ ଘଟ-ଣାର ତ-ଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *