କାମ ଖୋଜୁଛନ୍ତି ଅନୁଭବ, ଅନୁଭବଙ୍କ ଉପରେ ପଡ଼ିଲା ବର୍ଷାଙ୍କ ଅଭି-ଶାପ !

କଥାରେ ଅଛି ଘରର ଲକ୍ଷ୍ମୀ ଯଦି ଘରୁ ଚାଲି ଯାଆନ୍ତି ତେବେ ଘରୁ ସବୁ ସୁଖ ସମୃଦ୍ଧି ଏବଂ ଘରେ ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ । ଏହା ଯେମିତି ଏହି କ-ଳି ଯୁଗରେ ବି କାମ କରୁଛି ବୋଲି ଲାଗୁଛି । ଏହାର ଏକ ଜ୍ୱ-ଳ-ନ୍ତ ଉଦାହରଣ ହେଉଛନ୍ତି ଅନୁଭବ ମହାନ୍ତି । ଓଡ଼ିଶାରେ ସବୁଠି ପରିଚିତ ଅନୁଭବ ମହାନ୍ତିଙ୍କୁ ବା କିଏ ନଜାଣେ ? ନିଜର ଅଭିନୟ ଏବଂ ରାଜନୀତିକୁ ନେଇ ସେ ସମସ୍ତଙ୍କର ପ୍ରିୟ ଥିଲେ । କିନ୍ତୁ ଏବେ ଯେମିତି ତାଙ୍କ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନ ଉପରେ ରାହୁ ଦଶା ପଡ଼ିଛି ବୋଲି ଲାଗୁଛି ।

କାରଣ ଏମିତି ଖବର ଶୁଣା ଯାଉଛି ଯେ ଅନୁଭବ କୁଆଡ଼େ କାମ ଖୋଜୁଛନ୍ତି । ତେବେ ଆପଣ ଭାବନ୍ତୁ ତାଙ୍କ ପାଖରେ କଣ ଅ-ଭା-ବ ରହିଛି । ହୁଏତ ସେହି ଅଭାବ ବର୍ଷା ପ୍ରିୟଦର୍ଶିନୀ ହୋଇ ପାରନ୍ତି । ତେଣୁ କୁହାଯାଉଛି ଯେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ରାଜନୀତି କ୍ୟାରିଅରରେ ଗ୍ରହଣ ଲାଗିଛି । ଦିନେ ଶାସକ ଦଳର ପୋଷ୍ଟର ବୟ ପାଲଟିଥିବା ଅନୁଭବ ଏବେ ଖାଲି ପୋଷ୍ଟରରୁ ବା-ଦ ପଡ଼ି ନାହାଁନ୍ତି । ଏମିତିକି ତାଙ୍କୁ ଦଳର କୌଣସି ସଭା ସମିତିର ମଧ୍ୟ ଦେଖିବାକୁ ମିଳୁନାହିଁ ।

ନିଜର ଦାଦାଗିରି ଶୋ ବନ୍ଦ ହେବା ପରେ ଅନୁଭବ ଯେପରି ନିଜେ ବନ୍ଦ ହୋଇ ଯାଇଛନ୍ତି । ଯେମିତି ତାଙ୍କ କ୍ୟାରିଅର ହିଁ ଆଉ ନାହିଁ । ରିଲରେ ମ୍ୟାଟ୍ରିକ ଫେ-ଲ ହୋଇଥିବା ଅନୁଭବ ଏବେ ଲାଗୁଛି ସବୁଥିରେ ଫ୍ୟାଲ ମା-ରିଛନ୍ତି । ଅଭିନୟରେ ଫେଲ , ରାଜନୀତିରେ ଫେଲ ବ୍ୟକ୍ତିଗତ ଜୀବନରେ ମଧ୍ୟ ଫେଲ । ପୁଣି ଆପଣ ମାନେ ଜାଣିଥିବେ ତଥାକଥିତ ବର୍ଷା ଏବଂ ଅନୁଭବଙ୍କ ବି-ବା-ଦ ଅନେକ ବର୍ଷ ହେବ ଲାଗି ରହିଛି ।

ପୁଣି ଏହାକୁ ନେଇ ଅନେକ ସମୟରେ ଟ୍ୱିଟରରେ ଅନେକ ଖବର ମଧ୍ୟ ପ୍ରକାଶ ପାଇ ଆସିଛି । ତେଣୁ ଅନୁଭବଙ୍କ ଏପରି ଦଶା ପଛରେ କାଳେ ବର୍ଷାଙ୍କ ଅଭି-ଶାପ କାମ କରୁଛି ବୋଲି ଚର୍ଚ୍ଚା ହେଉଛି । ଏହାସହିତ ପତ୍ନୀ ବର୍ଷାଙ୍କ ଆଖିର ଲୁହ , ଛାତିର କୋହ ଆଉ ହୃଦୟର ଅକୁହା ଅଭି-ଶାପରେ ଅନୁଭବଙ୍କର ଗୋଟିଏ ପରେ ଗୋଟିଏ କ୍ଷ-ତି ହୋଇ ଚାଲିଛି । ପୁଣି ଅନୁଭବ କାମ ଖୋଜୁଛନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ଏହାର କାରଣ ମଧ୍ୟ ବର୍ଷାଙ୍କ ଅଭି-ଶାପ ବୋଲି ସମସ୍ତେ କହିଛନ୍ତି ।

Leave a Reply

Your email address will not be published. Required fields are marked *