ସାପ କାମୁ-ଡ଼ାରେ ସାପ ଧରାଳିଙ୍କ ମୃ-ତ୍ୟୁ ! ମୃ-ତ୍ୟୁ ପୂର୍ବରୁ କହିଲେ ଏମିତି…. ଦେଖନ୍ତୁ ଭ-ୟଙ୍କର ଭିଡିଓ

ସୋସିଆଲ ମିଡିଆରେ ସହସ୍ର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ମଜାଦାର ଭିଡ଼ିଓ ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ ତ ଆଉ କିଛି ଦୁଃ-ଖ ଭରା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆଖିରେ ଲୁ-ହ ରହେ ନାହିଁ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ସାପ ଧରାଳିଙ୍କ ଭିଡ଼ିଓ ଭାଇରାଲ ହେଉଛି। ସାପ କାମୁଡିବା ପରେ ଏହି ଭିଡ଼ିଓ ମାଧ୍ୟମରେ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହାପରେ ତାଙ୍କର ମୃ-ତ୍ୟୁ ଘ-ଟିଛି

ସାପ ଅଧିକାଂଶ ସନ୍ତସନ୍ତିଆ ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ ଅଳିଆ ଆବର୍ଜନାରେ ରହି ନିଜର ବଂଶ ବୃଦ୍ଧି କରାନ୍ତି। ତେବେ ସାପ ମାନଙ୍କ ମଧ୍ୟରୁ ଅହିରାଜ ଏବଂ ନାଗ ସାପ ସବୁଠୁ ଅଧିକ ବିଷଧର ଅଟନ୍ତି। ତେବେ ଏହି ସାପ କାମୁ-ଡିବା ମାତ୍ରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେନମ୍ ଆଣ୍ଟିଡୋଟ୍ ନେବା ଉଚିତ। ନଚେତ ମୃ-ତ୍ୟୁ ଘଟିଥାଏ। ତେବେ ସାପ କେତେବେଳେ ମଣିଷ ବାସ ସ୍ଥାନକୁ ଚାଲି ଆସେ ତାହା କେହି କହି ପାରିବେ ନାହିଁ।

ସାରା ବିଶ୍ୱରେ ପ୍ରତ୍ୟେକ ଦିନ ସାପ କାମୁ-ଡ଼ାରେ ଅନେକ ଲୋକ ପ୍ରା-ଣ ହରାଇଥାନ୍ତି। ପ୍ରତ୍ୟେକ ଦିନ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ସାପକୁ ଉ-ଦ୍ଧା-ର କରି ପୁଣିଥରେ ଜଙ୍ଗଲରେ ଛଡା ଯାଏ। ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣଙ୍କ ମଧ୍ୟ ଲୋମ ଟାଙ୍କୁରି ଉଠିବ। ସାପ ଧରାଳି ଜଣକ ସାପ କାମୁ-ଡ଼ାରେ ମୃ-ତ୍ୟୁ ବ-ରଣ କରିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମନୀଷ ବୈଷ୍ଣବ ନାମକ ଜଣେ ସାପ ଧରାଳିଙ୍କୁ ଜୋଧପୁରରୁ ଜଣଙ୍କ ଘରୁ ଏକ କୋବ୍ରା ସାପକୁ ଉ-ଦ୍ଧା-ର କରିବା ପାଇଁ କଲ୍ ଆସିଥିଲା। ତେବେ ସେ ସଙ୍ଗେ ସଙ୍ଗେ ଯାଇ ପହଞ୍ଚି ଥିଲେ। ସାପ ଉ-ଦ୍ଧା-ର କରିବା ସମୟରେ କୋବ୍ରା ସାପଟି ମନୀଷ ଙ୍କ ହାତକୁ କା-ମୁ-ଡି ଦେଇଥିଲା। ଏହାପରେ ମନୀଷ ସାପକୁ ଧରି ନଦୀ କୂଳକୁ ଛାଡିବା ପାଇଁ ନେଇ ଯାଇଥିଲେ।

ତେବେ ବୋଧହୁଏ ମନୀଷ ଜାଣି ଯାଇଥିଲେ କି ସେ ଆଉ ବଞ୍ଚିବେ ନାହିଁ। ତେଣୁ ସେ ଭିଡ଼ିଓ ଜରିଆରେ ଶେଷ କଥା କହିଥିଲେ। ସେ କହିଥିଲେ କି କେହି ସାପ ଧରନ୍ତୁ ନାହିଁ। ଯଦି ଆପଣଙ୍କୁ ସାପ କାମୁ-ଡୁଛି ତେବେ ତୁରନ୍ତ ସରକାରୀ ହସ୍ପିଟାଲକୁ ଯାଇ ଚିକିତ୍ସା କରି ନିଅନ୍ତୁ। ତେବେ ସାପ କାମୁ-ଡିବା ପରେ ମନୀଷ ଙ୍କ ହାତରୁ ବହୁତ ର-କ୍ତ ବାହାରୁ ଥିବାର ମଧ୍ୟ ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ।

ସେ କୋବ୍ରା ସାପକୁ ଛାଡିବା ପରେ ତାଙ୍କୁ ଜୋଧପୁର ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ମନୀଷ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇ ପଡିବାରୁ ମନୀଷକୁ ସହର ହସ୍ପିଟାଲକୁ ନେବା ପାଇଁ ପାଠ ପଠେଇ ଦେଇଥିଲେ। କିନ୍ତୁ ତାଙ୍କର ବାଟରେ ହିଁ ମୃ-ତ୍ୟୁ ଘ-ଟିଥିଲା। ତେବେ ତାଙ୍କର ମୃ-ତ୍ୟୁରେ ସାରା ଗାଁ ଭାଙ୍ଗି ପଡିଥିଲା। ଯିଏ ସାପ ଉ-ଦ୍ଧା-ର କରେ ଆଜି ସିଏ ସାପ କାମୁ-ଡ଼ାରେ ମୃ-ତ୍ୟୁ ବରଣ କଲା।

Leave a Reply

Your email address will not be published. Required fields are marked *