ମହିଳାଙ୍କର ଏହି ଅଙ୍ଗ କଦାପି ଦେଖିବା ଉଚିତ ନୁହେଁ ହୋଇପାରେ ପୁରୁଷଙ୍କର ମୃ-ତ୍ୟୁ

ଜଣେ ମହିଳା ଯଦି ଏପରି କାମ କରୁଛି ତେବେ ଆପଣ ଆଖି ବନ୍ଦ କରି ଦିଅନ୍ତୁ ଅବା ସେ ସ୍ଥାନ ଛାଡି ଚାଲି ଯାଆନ୍ତୁ। ହେଲେ ଏପରି ପାପ କେବେବି କରନ୍ତୁ ନାହିଁ ଯମ ଦେଇପାରେ ଏପରି ଦ-ଣ୍ଡ। ଏହାକୁ ଶାସ୍ତ୍ର ଅନୁଯାୟୀ ସବୁଠୁ ବଡ଼ ପାପ ବୋଲି ମାନା ଯାଏ। ସମସ୍ତେ ଜାଣିଛନ୍ତି କି ଏପରି କରିବା ବହୁତ୍ ବଡ଼ ପାପ ଅଟେ। ହେଲେ ଯେଉଁ ଭୁଲ ଅଜାଣତେ ହୋଇଯାଏ ତାହାକୁ କ୍ଷମା କରାଯାଇପାରେ। ହେଲେ ଜାଣତରେ କରିଥିବା ଭୁଲ ସବୁବେଳେ କ୍ଷମା ଦେବା ଆବଶ୍ୟକ ହୋଇନଥାଏ।

ଏହି କଳି ଯୁଗରେ ଅଧିକାଂଶ ଲୋକ ଏପରି ପାପ କରୁଛନ୍ତି। ପାପ ଏତେ ବଡ଼ ହୋଇଥାଏ କି ମା-ରି-ବା ପରେ ବି ଏହାର ପାପ ମଧ୍ୟ ପଛରେ ଲାଗିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ। ମହିଳା ମାନେ ଗାଧେଇବା ସମୟରେ ତାଙ୍କ ସହ ସମ୍ବନ୍ଧ ସ୍ଥାପନ କରିବା ହେଉଛି ଏକ ବଡ଼ ଅପ-ରାଧ। କେତେ କାଂସ ଜାଗାରେ ଦେଖା ଯାଇଛି କି କିଛି ଲୋକ ଗାଧୋଉଥିବା ମହିଳାଙ୍କୁ ଲୁ-ଚି ଲୁ-ଚି ଦେଖନ୍ତି। ଆପଣଙ୍କୁ ଏପରି କରିବା ଅନୁଚିତ୍।

ଯେଉଁ ବ୍ୟକ୍ତି ଏପରି ଗାଧେଇବା ସମୟରେ ମହିଳାଙ୍କୁ ଦେଖନ୍ତି। ସେମାନେ ଚରିତ୍ର ହିନା ଅଟନ୍ତି। ଏପରି କରିବା ବ୍ୟକ୍ତି ମହା ପାପର ଭାଗୀଦାର ଅଟନ୍ତି। ମହିଳାଙ୍କୁ ସ୍ନାନ କରୁଥିବାର ଦେଖୁଥିବା ବ୍ୟକ୍ତି ପାପ ଅର୍ଜନ କରିଥାଏ। ଶାସ୍ତ୍ର ଅନୁଯାୟୀ ମଧ୍ୟ ଏହା ଲିଖିତ ଅଛି କି ଏପରି କରୁଥିବା ବ୍ୟକ୍ତି ମହା ପାପର ଭାଗୀଦାର ହୁଅନ୍ତି।

ଏପରି ଭୁଲ ଯଦି ଆପଣଙ୍କର ଅଜାଣତରେ ହେଉଛି ତ ଠିକ୍ ଅଛି ଭଗବାନ କ୍ଷମା କରିଦେବେ। ହେଲେ ଯଦି ଜାଣତରେ ହେଉଛି ତେବେ ଭଗବାନ ମଧ୍ୟ କ୍ଷ-ମା କରନ୍ତି ନାହିଁ। ଶାସ୍ତ୍ରରେ ଏପରି ବ୍ୟକ୍ତିଙ୍କୁ ସାବଧାନ କରାଯାଇଛି। ଶାସ୍ତ୍ରରେ ଏପରି ବ୍ୟକ୍ତିର ପୁନର୍ଜନ୍ମ ବହୁ କଷ୍ଟ ଦାୟକ ହୋଇଥାଏ। ଆପଣ ଯଦି ଏପରି କରୁଛନ୍ତି ତେବେ ଏଥିରୁ ନିବୃତ ରୁହନ୍ତୁ।

Leave a Reply

Your email address will not be published. Required fields are marked *