ଶ-ବ ସହ ୪୫ ମିନିଟ୍ ଦୁ-ଷ୍କର୍ମ , ଶୌଚାଳୟରେ କରିଥିଲା ଯୁବତୀଙ୍କୁ ହତ୍ୟା

ଏତେ ନୃ-ଶଂସ ଏ ମଣିଷ ସମାଜ ପାଲଟି ଯାଇଛି କି , ଯାହା ବିଷୟରେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଟିକିଏ ଯୌ-ନ ଲାଳସା ସବୁକିଛି ଛିନଭିନ୍ କରି ରଖି ଦେଉଛି । କେତେ ଯେ ନିରୀହ ଯୁବତୀଙ୍କ ନେଇ ଯାଉଛି ଜୀବନ ଏହି ଯୌ-ନ ଲାଳସା । ନିଜ ଦେହର ଭୋକ ଟିକିଏ ମେଣ୍ଟା-ଇବା ପାଇଁ ମଣିଷ ପାଲଟି ଯାଉଛି ରା-କ୍ଷସ । ଯଦି ପ୍ରତିଦିନର ରେକ-ର୍ଡକୁ ଦେଖାଯାଏ , ତେବେ ପ୍ରତିଦିନ ଶହ ଶହ ଯୁବତୀଙ୍କ ଜୀବନ ଏହି ଯୌ-ନ ରା-କ୍ଷସ ମାନଙ୍କର ଶି-କାର ହୋଇ ଯାଉଛି ।

ତେବେ ପୁଣିଥରେ ସାମ୍ନାକୁ ଆସିଛି ଏପରି କିଛି ଘ-ଟଣା , ଯାହା ଆପଣଙ୍କ ଦେହକୁ ଥରାଇ ଦେବ । ସତରେ କଣ ଏମିତି ହୋଇପାରେ ବୋଲି ଆପଣ ବିଶ୍ୱାସ କରିପାରିବେ ନାହିଁ । ମାତ୍ର କିଛି ସମୟ ମଧ୍ୟରେ ସୁନ୍ଦରି ଯୁବତୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣ କରି ପାରି ନଥିଲା ବ୍ୟକ୍ତି ଜଣକ ଆଉ ତାପରେ କରି ପକାଇଥିଲା ଏପରି କିଛି ବଡ କା-ଣ୍ଡ , ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ । ଶୌଚାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ଏପରି କିଛି କା-ଣ୍ଡ କରିଥିଲେ , ଯାହା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟି ଯାଇଛି ।

ତେବେ ହଁ ଆଜ୍ଞା ଏପରି କିଛି ଘ-ଟଣା ଘଟି ଯାଇଛି , ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ । ସୂଚନା ଅନୁଯାୟୀ , ରାଜେଶ ନାମକ ଜଣେ ବ୍ୟକ୍ତି ଶୌଚାଳୟ ସଫା କରିବା କାମ କରୁଥିଲେ । ତେବେ ସବୁଦିନ ଭଳି ସେଦିନ ମଧ୍ୟ ସେ ସଫା କରିବା ପାଇଁ ଯାଇଥିଲେ । ଆଉ ଏହି ସମୟ ମଧ୍ୟରେ ତାଙ୍କ ଆଖି ପଡ଼ିଥିଲା ଜଣେ ସୁନ୍ଦରୀ ଯୁବତୀ ଉପରେ । ତେବେ ଏହା ପରେ ସେ ଯୁବତୀଙ୍କ ସହିତ ଦୁଷ୍କ-ର୍ମ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ ଜଣକ ତାଙ୍କୁ ମା-ଡ ମା-ରିଥିଲେ ଆଉ ଯାହା ପରେ ସେ କ୍ରୋ-ଧିତ ହୋଇ ଯାଇଥିଲେ ।

ଆଉ ଯୁବତୀଙ୍କୁ ସେହି ଶୌଚାଳୟ ମଧ୍ୟରେ ହ-ତ୍ୟା କରି ଦେଇଥିଲା ଆଉ ତାପରେ ଦୀର୍ଘ ୪୫ ମିନିଟ ଧରି ସେହି ଯୁବତୀ ଜଣକ ସହିତ ଦୁ-ଷ୍କର୍ମ କରିବା ପରେ ଏକ ଅଳିଆ ଗଦାରେ ଶ-ବକୁ ଫୋପାଡ଼ି ଦେଇଥିଲା । ତେବେ ଏହାପରେ କିଛି ଦିନ ଧରି ସେ କାମ କରିବାକୁ ମଧ୍ୟ ଆସି ନଥିଲା । ଯାହା ପରେ କର୍ତ୍ତୃପକ୍ଷଙ୍କ ସ-ନ୍ଦେହ ବଢ଼ି ଯାଇଥିଲା । ଯାହା ପରେ ସେମାନେ ପୋଲି-ସକୁ ଏ ବାବ-ଦରେ ଜଣାଇ ଥିଲେ । ତେବେ ପୋ-ଲିସ ଆସି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ଆଉ ଯାହା ପରେ ସବୁକଥା ବିଷୟରେ ଧରା ପଡ଼ି ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ସେହି ଅପ-ରାଧୀ ଜଣକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *