ଅନୁଭବ ମହାନ୍ତିଙ୍କର ଭିଡ଼ିଓ ଉପରେ ମୁହଁ ଖୋଲିଲେ ବ୍ୟୋମକେଶ ତ୍ରିପାଠୀ , କଣ କହିଲେ ଶୁଣନ୍ତୁ

କ୍ୟାମେରା ଆଗରେ ନିଜର ମନର ଭାବନାକୁ ବଖାଣି ଥିବା ଅନୁଭବଙ୍କର କଥାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସେ ବିଷୟରେ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସମସ୍ତଙ୍କୁ ଏଭଳି କହିବା ଉଚିତ ନୁହେଁ ବୋଲି ପ୍ରାୟତଃ ସମସ୍ତେ ମତ ଦେଇଛନ୍ତି । ଏଭଳି କରିବା ଉଚିତ ନୁହେଁ ବୋଲି ଅନେକ ଲୋକ କହିଛନ୍ତି । ଅନେକ ଲୋକଙ୍କର କହିବା ଅନୁଯାୟୀ , ଏଭଳି କଥାକୁ ନ କହିଥିଲେ ବହୁତ ଭଲ ହୋଇଥାନ୍ତା ।

ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବା ବହୁ ଚର୍ଚ୍ଚିତ ନେତା ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଓଲିଉଡ ଜଗତର ହିରୋଇନ ବର୍ଷା ପ୍ରିୟଦର୍ଶିନୀଙ୍କର ବୈବାହିକ ମା-ମ-ଲାକୁ ନେଇ ବି-ବା-ଦ ଲାଗିରହିଛି । କଥା ଯାଇ ହାଇକୋର୍ଟରେ ଅଟକି ରହିଛି । ତେବେ ସ୍ୱାମୀ ସ୍ତ୍ରୀ ଆଉ କେବେ ଏକାଠି ହେବେ ବୋଲି ଆଶା କରା ଯାଇପାରୁନାହିଁ । ଯେଉଁ ସ୍ୱାମୀ ସ୍ତ୍ରୀ ଦିନେ ଭଲ ପାଇ ବିବାହ କରିଥିଲେ , ଦିନେ ଏଭଳି ହେବ ବୋଲି କେହି ବି ଆଶା କରି ନଥିଲେ ।

ସାରା ଓଡ଼ିଶାବାସୀ ସେମାନଙ୍କ ଭଲ ପାଇବାର ଉଦାହରଣ ଦେଉଥିବା ବେଳେ ବର୍ତ୍ତମାନ ସେମାନେ ହିଁ ଅଲଗା ହୋଇଯିବାକୁ ବସିଛନ୍ତି । ତେବେ କିଛି ଦିନ ପୂର୍ବରୁ କ୍ୟାମେରା ଆଗକୁ ଆସି ନିଜ ମନର କଥାକୁ ବ୍ୟକ୍ତ କରିଥିବା ଅନୁଭବ ମହାନ୍ତିଙ୍କୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଜଣେ ପ୍ରସିଦ୍ଧ ମଣିଷ ଏଭଳି କରିବେ ବୋଲି କେହି ଆଶା କରିନଥିଲେ । ତେବେ ବର୍ତ୍ତମାନ ଅନୁଭବଙ୍କର ଏହି ଭିଡ଼ିଓ ଉପରେ ମୁହଁ ଖୋଲିଛନ୍ତି ବ୍ୟୋମକେଶ ତ୍ରିପାଠୀ । ତାଙ୍କ କହିବା ଅନୁଯାୟୀ , ବର୍ତ୍ତମାନ ଘର ମଧ୍ୟରେ ଅନୁଭବଙ୍କର ଏହି କଥା ଆବ-ଦ୍ଧ ହୋଇ ନାହିଁ ।

ଜଣେ ବିଶିଷ୍ଟ ମଣିଷ ହୋଇଥିବା ଯୋଗୁଁ ବର୍ତ୍ତମାନ ସମୟରେ ଏହି କଥାକୁ ସମସ୍ତେ ଜାଣି ସାରିଲେଣି । ତେବେ ସେ ଆହୁରିମଧ୍ୟ କହିଛନ୍ତି କି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କୁ ଏଭଳି କହିବାର ନଥିଲା । ନିଜର ମନର ଭାବନାକୁ ସେ ଆଉ କୌଣସି ମାଧ୍ୟମ ଦେଇ ପ୍ରକାଶ କରି ପାରିଥାନ୍ତେ । କିନ୍ତୁ ଏହି ବାଟ ଆପଣେଇବା ତାଙ୍କ ପାଇଁ ସବୁଠାରୁ ଭୁଲ୍ ବାଟ ଥିଲା । ତେଣୁ ବର୍ତ୍ତମାନ ସମୟରେ ତାଙ୍କର ଏଭଳି ଭିଡ଼ିଓକୁ ନେଇ ଚାରିଆଡ଼େ ବହୁଳ ମାତ୍ରାରେ ଆଲୋଚନା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *