ଶାସ୍ତ୍ରରେ ଉଲ୍ଲେଖ ଅଛି ଏହି କଥା , କାହିଁକି ପିନ୍ଧନ୍ତି ନାହିଁ ମୃ-ତ ବ୍ୟକ୍ତିଙ୍କର ପୋଷାକ

ମଣିଷର ଦୈନନ୍ଦିନ ଜୀବନକୁ ନେଇ ଅନେକ କଥା ଶା-ସ୍ତ୍ରରେ ଉଲ୍ଲେଖ ରହିଛି । ଶା-ସ୍ତ୍ରରୁ ଆମେ ଅନେକ ନୀତି ନି-ୟ-ମ ବିଷୟରେ ମଧ୍ୟ ଜାଣିପାରିବା । କଣ କଲେ କଣ ହେବ , କାହିଁକି ହେବ , ଏସବୁ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ଆମେ ଶାସ୍ତ୍ରରୁ ପାଇପାରିବା । ତେବେ ଏହି ଶା-ସ୍ତ୍ର ଆମକୁ ଅନେକ କଥା ଅବଗତ କରାଇଥାଏ । ସେ ଜନ୍ମ ବିଷୟରେ ହେଉ କିମ୍ବା ମୃ-ତ୍ୟୁ ବିଷୟରେ , ଅନେକ ଆଶ୍ଚ-ର୍ଯ୍ୟଜ-ନକ କଥା , ଆମେ ଏହି ଶାସ୍ତ୍ରରୁ ଜାଣିପାରିବା ।

ତେବେ ଆସନ୍ତୁ ଆଜି ମୃ-ତ୍ୟୁ ସମ୍ବନ୍ଧୀୟ ଏକ ରହସ୍ୟମୟ କଥା ବିଷୟରେ ଜାଣିବା । ଏକଥା ଆମେ ସମସ୍ତେ ଜାଣିଛନ୍ତି ଯେ , ମଣିଷ ମୃ-ତ୍ୟୁ ପରେ ତାର ସବୁ ଜିନିଷକୁ ଏହି ସଂସାରରେ ଛାଡି ଚାଲି ଯାଇଥାଏ । ମୃତ୍ୟୁ ପରେ ସେ ସାଙ୍ଗରେ କିଛି ମଧ୍ୟ ନେଇ ଯାଇପାରେ ନାହିଁ । ସାରା ଜୀବନ ସେ ଯେଉଁ ଧନ ସମ୍ପତ୍ତିକୁ ନିଜର ବୋଲି କହିଥାଏ ଆଉ ତାକୁ ପାଇବା ପାଇଁ ଯେଉଁ କଳି ଝ-ଗ-ଡା କରିଥାଏ , ତାକୁ ମଧ୍ୟ ସାଥିରେ ନେଇ ପାରେନାହିଁ । ନିଜର ଆତ୍ମୀୟସ୍ଵଜନ , ପରିବାର ବର୍ଗ କାହାକୁ ମଧ୍ୟ ନେଇ ଯାଏନାହିଁ । ତେବେ ମୃ-ତ୍ୟୁ ପରେ ମଣିଷର ଫୋଟ କିମ୍ବା ତାଙ୍କର କୌଣସି ଜିନିଷକୁ କେହି କେହି ପାଖରେ ରଖିଥାନ୍ତି । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ , ଶା-ସ୍ତ୍ରରେ ଉଲ୍ଲେଖ କରାଯାଇଛି କି ମୃ-ତ ବ୍ୟକ୍ତିଙ୍କର ପୋଷାକକୁ ଆଦୌ ପିନ୍ଧା ଯାଇପାରିବ ନାହିଁ ।

ତେବେ ଏହାର ସ୍ପଷ୍ଟ କାରଣ ହେଉଛି , ଏଭଳି କରିବା ଦ୍ୱାରା ବ୍ୟକ୍ତି ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇପଡନ୍ତି ଏବଂ ମୃ-ତ ବ୍ୟକ୍ତିଙ୍କର ଚିନ୍ତା ତାଙ୍କ ମନକୁ ସବୁବେଳେ ଆସିବାକୁ ଲାଗିଥାଏ । ଆହୁରିମଧ୍ୟ ମୃ-ତ ବ୍ୟକ୍ତିଙ୍କର ପୋଷାକ ପିନ୍ଧିବା ଦ୍ୱାରା ଜୀବନରେ ଆଗକୁ ବଢ଼ିବା ପାଇଁ ବହୁତ ଅସୁବିଧା ହୋଇଥାଏ । ତେଣୁ ଉଲ୍ଲେଖ କରାଯାଇଛି କି , ମୃ-ତ ବ୍ୟକ୍ତିଙ୍କର ପୋଷାକକୁ ସବୁବେଳେ ଅସହାୟ ଲୋକମାନଙ୍କୁ ଦାନ କରିଦେବା ଉଚିତ ।

ଆପଣ ଜାଣିଥିବେ ଯେ , ମୃ-ତ୍ୟୁ ପରେ ମୃ-ତ ବ୍ୟକ୍ତିଙ୍କର ଆତ୍ମା ସହଜରେ ଆତ୍ମୀୟସ୍ଵଜନ ମାନଙ୍କୁ ଛାଡି ଯାଇ ପାରେନାହିଁ । ତେଣୁ ମୃତ ବ୍ୟକ୍ତିଙ୍କର ଜିନିଷକୁ ଆମେ ଆମ ପାଖରେ ରଖିବା ଦ୍ବାରା ତାଙ୍କ ଆତ୍ମାକୁ ପାଖରେ ବାନ୍ଧି ରଖିଥାଉ । ଆହୁରିମଧ୍ୟ ଶା-ସ୍ତ୍ରରେ ଉଲ୍ଲେଖ କରାଯାଇଛି , ଆତ୍ମାକୁ ଅଧିକ ସମୟ ଘୁରି ବୁଲିବା ଉଚିତ ନୁହେଁ । ଯଥାଶୀଘ୍ର ଏହାକୁ ଅନ୍ୟ ଶରୀରରେ ପ୍ରବେଶ କରି ପୁନଃଜନ୍ମ ନେଇଯିବା ଉଚିତ । ତେଣୁ ଆତ୍ମାର ଶାନ୍ତି ପାଇଁ ମୃ-ତ୍ୟୁ ପରେ ଦାନ ଆଦି କରା ଯାଇଥାଏ ।

ମୃ-ତ୍ୟୁ ପରେ ମଧ୍ୟ ଜୀବନ ରହିଥାଏ , ଏହାକୁ କେବେ ଭୁଲିବା ଉଚିତ ନୁହେଁ । ମୃ-ତ୍ୟୁ ସେହି ଆତ୍ମାର ଏକ ନୂତନ ଆରମ୍ଭ ଅଟେ । ସେଥିପାଇଁ ମୃ-ତ ବ୍ୟକ୍ତିଙ୍କର ପୋଷାକ ତାଙ୍କ ଆତ୍ମାକୁ ମୁକ୍ତି ପାଇବାରୁ ବାଧା ଦେଇପାରେ । ଏହାସହ ଏହି ଜିନିଷ ବ୍ୟବହାର କରିବା ଆପଣଙ୍କର ମଧ୍ୟ କ୍ଷ-ତି ପହଞ୍ଚାଇ ପାରେ । ଆପଣଙ୍କୁ କହିରଖୁଛୁ ଯେ , ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ କିମ୍ବା ଆପଣ କୌଣସି ଦୁର୍ଘ-ଟଣାର ସମ୍ମୁଖୀନ କରିପାରନ୍ତି କିମ୍ବା ପରିବାରରେ ଅଭାବ ଲାଗି ରହିପାରେ ।

ତେଣୁ କହିରଖୁଛୁ ଯେ , ମୃ-ତ ବ୍ୟକ୍ତିଙ୍କର ଜିନିଷ ଆଦୌ ବ୍ୟବହାର କରନ୍ତୁ ନାହିଁ । ଯଥାଶୀଘ୍ର ଏହା ଅସହାୟ ଲୋକମାନଙ୍କୁ ଦାନ କରିଦିଅନ୍ତୁ । ଦେଖିବେ ଏହାଦ୍ବାରା ମୃ-ତ ବ୍ୟକ୍ତିଙ୍କର ଆତ୍ମା ଶାନ୍ତି ପାଇବ । ଏବଂ ଆହୁରିମଧ୍ୟ ଖୁବଶୀଘ୍ର ସମସ୍ତେ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *