କୁମାର ପୂର୍ଣ୍ଣିମାରେ ତୁଳସୀ ଗଛ ତଳେ ବାନ୍ଧି ଦିଅନ୍ତୁ ଏହି ଜିନିଷ , ଘରେ ଭରି ହୋଇଯିବ ଧନ ସଂପତ୍ତି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ଜିନିଷ ନେଇ ଆସିଛୁ , ଯାହା ଆପଣଙ୍କ ଜାଣିବା ନିହାତି ଦରକାର । ତେବେ ଆପଣ ସମସ୍ତେ ଜାଣିଥିବେ କି , ଆଜି ପବିତ୍ର ଶରଦ ପୂର୍ଣ୍ଣିମା ଅଟେ । ଏହି ଦିନ ମାଆ ଲକ୍ଷ୍ମୀ ଧରା ପୃଷ୍ଠକୁ ଅବତରଣ କରିଥାନ୍ତି । ତେଣୁ ଆପଣଙ୍କ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଜିନିଷ । ଦେଖିବେ ଆପଣଙ୍କ ଘର ଧନରେ ପୁରି ହୋଇଯିବ । ଆପଣଙ୍କ ଘରକୁ ଖୁସି ଆସିବ ।

ତେବେ ଜନିରଖନ୍ତୁ କି , ତୁଳସୀ ଗଛକୁ ସବୁବେଳେ ପରିପୂର୍ଣ୍ଣ କରି ରଖିବା ଉଚିତ୍ । ଏହାଦ୍ବାରା ଆପଣଙ୍କ ଘର ସୁଖ ଶାନ୍ତିରେ ପୁରି ହୋଇଯିବ । ସୁଖ ଶାନ୍ତି ପାଇଁ ମାଆ ଲକ୍ଷ୍ମୀଙ୍କୁ ଲାଲ ଚୁନି ଅବଶ୍ୟ ଘୋଡାଇ ରଖନ୍ତୁ । ଆଉ ଏକ କଥା ଜାଣି ରଖନ୍ତୁ କି , ସବୁବେଳେ ସଫା ସୁତୁରା ଚୁନି ଘୋଡାଇ ରଖିବେ । ଏହାକୁ ମଝିରେ ମଝିରେ ବଦଳାଇବା ଉଚିତ୍ । ଖାଲି ତୁଳସୀ ଗଛ ରଖିବେ ନାହିଁ , ଏହାକୁ ନିହାତି ଘୋଡାଇ ରଖିବେ ।

ବନ୍ଧୁଗଣ ବାଥରୁମର ପାଣି କେବେ ତୁଳସୀ ମାଆଙ୍କୁ ଅର୍ପଣ କରିବା ଉଚିତ୍ ନୁହେଁ । ସବୁବେଳେ ସଫା ପାଣି ଏବଂ ଗାଧୋଇ ସାରିବା ପରେ ମାଆଙ୍କୁ ପାଣି ଅର୍ପଣ କରନ୍ତୁ । ତୁଳସୀ ଉପରେ ଖାଲି ପାଣି କେବେ ଢାଳିବେ ନାହିଁ । ଏଥିରେ ଫୁଲ କିମ୍ବା ଗଙ୍ଗା ଜଳ ମିଶାଇ ଢ଼ାଳିବେ । ତୁଳସୀ ଉପରେ କ୍ଷୀର ମଧ୍ୟ ଢାଳିବା ଉଚିତ୍ । ଏହାବ୍ୟତୀତ ମାସିକ ଧର୍ମ ସମୟରେ ତୁଳସୀ ଉପରେ ପାଣି ଢ଼ାଳିବା ଅନୁଚିତ୍ । ଏପରି କରିବା ଦ୍ବାରା ତୁଳସୀ ଶୁଖି ଯାଇଥାଏ ।

ଖରାପ ମାଟିରେ କେବେ ତୁଳସୀ ଗଛ ଲଗାଇବା ଉଚିତ୍ ନୁହେଁ । ଏହାଦ୍ବାରା ମାଆ ତୁଳସୀ କ୍ରୋଧିତ ହୋଇ ଯାଇଥାନ୍ତି ।ରାମ ତୁଳସୀ ଏବଂ ଶ୍ୟାମ ତୁଳସୀ ଘରେ ଲଗାଇବା ଉଚିତ। ଏଗୁଡ଼ିକ ବ୍ୟତୀତ ଆଉ କିଛି ବି ଘରେ ଲଗାଇବା ଉଚିତ୍ ନୁହେଁ । ଯିଏ ତୁଳସୀ ଏବଂ ଶାଳଗ୍ରାମ ବିବାହ କରାଇଥାନ୍ତି ,ତାଙ୍କୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ ।

ତେବେ ଆସନ୍ତୁ ତୁଳସୀ ଗଛରୁ ମିଳୁଥିବା ଲାଭ ବିଷୟରେ ଜାଣିବା । ଯଦି ଆପଣଙ୍କ ପିଲାକୁ ନିଜର ଲାଗିଛି , ତେବେ ତୁଳସୀ ପତ୍ର ଏବଂ କଳା ଲଙ୍କା ନେଇ ଜଳାଇ ଦିଅନ୍ତୁ , ଏହାଦ୍ବାରା ନଜର ଦୂରେଇ ଯିବ । କର୍କଟ ସମସ୍ୟାରୁ ଦୂରେଇ ରହିବା ପାଇଁ ଚା ରେ ତୁଳସୀ ପତ୍ର ପକାଇ ପିଅନ୍ତୁ । ନକାରାତ୍ମକ ଶକ୍ତିରୁ ଦୂରେଇ ରହିବା ପାଇଁ ଘରେ ତୁଳସୀ ଗଛ ଲଗାନ୍ତୁ । ତୁଳସୀ ମାଳ କରି ପିନ୍ଧିବା ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ତକିଆ ତଳେ ମଧ୍ୟ ଏହାକୁ ରଖି ଶୋଇଲେ ସମସ୍ତ ସମସ୍ୟା ଦୁର ହୋଇଯାଏ ।

Leave a Reply

Your email address will not be published. Required fields are marked *