କୁମାର ପୂର୍ଣ୍ଣିମାରେ କରିଦିଅନ୍ତୁ ଏହି କାମ , ଏହି ଜାଗାରେ ରଖି ଦିଅନ୍ତୁ ଲୁଣ , ଘରେ ଭର୍ତି ହୋଇଯିବ ଧନ

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ଯେ ଆମ ପ୍ରତିଦିନ ଜୀବନରେ ଲୁଣ କେତେ ଲାଭଦାୟକ ଅଟେ । ଏହାକୁ ଆମେ ସବୁ କାମରେ ବ୍ୟବହାର କରିଥାଉ । ଆମ ରୋଷେଇ ଘରେ ଏହା ଏକ ଉପଯୋଗୀ କାରକ ହୋଇଥାଏ । ଲୁଣ ବିନା ରୋଷେଇର ଅର୍ଥ କିଛି ନାହିଁ । ତେବେ ଆପଣ ଜାଣିଛନ୍ତି କି , ଧନ ବୃଦ୍ଧିରେ ମଧ୍ୟ ଏହାର ଅନେକ ଗୁରୁତ୍ୱପୂର୍ଣ ଭୂମିକା ରହିଛି , ତେବେ ଆସନ୍ତୁ ସେଗୁଡିକ ବିଷୟରେ ଜାଣି ନେବା ।

ତେବେ ଆପଣ ଜାଣି ନିଅନ୍ତୁ ଯେ , ରବିବାର କିମ୍ବା ସୋମବାର ଦିନ ଶହେ ଗ୍ରାମ ଡ଼ାଲି , ପଚାଶ ଗ୍ରାମ ଲାଲ ଲଙ୍କା ,ପଚାଶ ଗ୍ରାମ ଚାଉଳ , ଗୋଟିଏ ପ୍ୟାକେଟ ଲୁଣ , ଶହେ ଗ୍ରାମ ସୋରିଷ ତେଲ ନେଇ କୌଣସି ବୟସ୍କ ବ୍ୟକ୍ତିଙ୍କୁ ଦେଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ । ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହେବ । ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ବର୍ଷା କରିବେ । ଆପଣଙ୍କ ଘରେ ଧନରେ ପରିପୂର୍ଣ୍ଣ ହୋଇଯିବ ।

କହୀରଖୁଛୁ ଯେ , ଏହାଦ୍ବାରା ଅନେକ ଲାଭ ମିଳିବ । ଆପଣ ଜାଣି ରଖନ୍ତୁ ଯେ , ପ୍ଲାଷ୍ଟିକ ପାତ୍ରରେ କେବେ ଲୁଣ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ଏବଂ ଖାଇବା ପରେ ଯେଉଁ ବଳକା ରହି ଯାଇଥାଏ , ତାକୁ କେବେ ବି ଫୋପାଡ଼ିବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରେ ଦାରିଦ୍ର୍ୟତା ଛାଇ ହୋଇ ଯାଇଥାଏ । ଆଉ ଏକ କଥା ଜାଣି ରଖନ୍ତୁ କି , କେବେ କାହା ଠାରୁ ଲୁଣ ଖାଇବା ଉଚିତ୍ ନୁହେଁ ।

ଏହାଦ୍ବାରା ମାଆ ଲକ୍ଷ୍ମୀ ଛାଡି ପଳାଇ ଥାନ୍ତି । ଲୁଣ ସବୁବେଳେ ଟଙ୍କା ଦେଇ ନେବା ଉଚିତ୍ । ସନ୍ଧ୍ୟା ସମୟରେ ମଧ୍ୟ କାହା ଠାରୁ ଲୁଣ ମାଗିବା ଉଚିତ୍ ନୁହେଁ କି କାହାକୁ ଦେବା ଉଚିତ୍ ନୁହେଁ । ଏହାଦ୍ବାରା ଆପଣଙ୍କ ଘରର ଖୁସି ଚାଲି ଯାଇଥାଏ । ସପ୍ତାହରେ ଦୁଇଥର ଘରକୁ ଲୁଣ ମିଶା ପାଣିରେ ପିଛିବା ଉଚିତ୍ କିନ୍ତୁ ମନେ ରଖନ୍ତୁ ଦ୍ଵିପ୍ରହର ସମୟରେ ଏପରି କରିବା ଅନୁଚିତ୍ ।

ତନ୍ତ୍ର ମନ୍ତ୍ର , ନଜର ଆଦି ସବୁ ଦୂର ହୋଇଯିବ । ତେଣୁ ଏହି ଉପାୟ କରି ଦିଅନ୍ତୁ । ଟିକିଏ ଲୁଣ ଆଉ ଟିକିଏ ଅଟା , କୋଇଲା ଏବଂ ହଳଦୀ ନିଅନ୍ତୁ । ଆଉ ଏହାକୁ ଏକ ପାତ୍ରରେ ନିଆଁରେ ଜଳାଇ ଦିଅନ୍ତୁ , ଏହାଦ୍ବାରା ସମସ୍ତ ନଜର ଦୁର ହୋଇଯିବ । ଶୋଇବା ସମୟରେ ତକିଆ ତଳେ କଳା ରଙ୍ଗର କପଡାରେ ବାନ୍ଧି ଲୁଣ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଭିତରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଚା ରେ ମଧ୍ୟ କେବେ ଲୁଣ ପକାଇ ପିଇବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *