ମିଳିବ ଶୁଭ ଖବର , କେବଳ କରିଦିଅନ୍ତୁ ଏହି କାମ , ଗୁରୁବାରରେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଜିନିଷ , ରାତାରାତି ମିଳିବ ଖୁସି ଖବର

ଭାରତ ବର୍ଷରେ ତୁଳସୀର ଅନେକ ମହତ୍ତ୍ଵ ରହିଛି । ଏହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି । ସମସ୍ତ ଶୁଭ କାମରେ ଏହାର ବ୍ୟବହାର ହୋଇଥାଏ । ଏଥିରେ ତିନି ଦେବତା ଅର୍ଥାତ୍ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ବାସ କରିଥାନ୍ତି । ଯେଉଁ ଘରେ ତୁଳସୀ ରହିଥାଏ , ସେହି ଘର ସବୁବେଳେ ପରିପୂର୍ଣ୍ଣ ହୋଇ ରହିଥାଏ ।

ଆଉ ଗୋଟିଏ କଥା ମନେରଖନ୍ତୁ ତୁଳସୀ ଗଛରେ ଚୁନି ଘୋଡାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏପରି ନ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଲୋକ ତୁଳସୀ ଗଛ ରଖିଲେ ବି ଏହାର ଯତ୍ନ ଭଲ ଭାବରେ କରନ୍ତି ନାହିଁ । ତୁଳସୀ ଗଛରେ ଲାଲ ରଙ୍ଗର ଚୁନି ନୁହେଁ , ଧଳା ରଙ୍ଗର ଚୁନି ଘୋଡାଇବା ଉଚିତ୍ । ଆଉ ଏହାକୁ ସବୁଦିନ ପରିବର୍ତ୍ତନ କରିବା ଉଚିତ୍ । ଏହାଦ୍ବାରା ତୁଳସୀ ମାଆ ପ୍ରସନ୍ନ ହୋଇଥାନ୍ତି।

ଏହାବ୍ୟତୀତ ଏହି ସବୁ କାମ ଆପଣ ତୁଳସୀ ଗଛ ପାଖରେ କରନ୍ତୁ ନାହିଁ , ନଚେତ୍ ତୁଳସୀ ମାଆ କ୍ରୋଧିତ ହୋଇ ଯାଇଥାନ୍ତି । ତେବେ ମନେରଖନ୍ତୁ ଯେ , ତୁଳସୀ ଗଛ ପାଖରେ ଜୋତା କିମ୍ବା ଚପଲ ଆଦୌ ରଖିବା ଉଚିତ୍ ନୁହେଁ । ଏବଂ ତୁଳସୀ ଗଛ ପାଖରେ ମୁହଁରୁ ଖରାପ କଥା ବାହାର କରିବା ଉଚିତ୍ ନୁହେଁ । ତୁଳସୀ ଗଛ ପାଖରେ ଛେପ ପକାଇବା ଉଚିତ୍ ନୁହେଁ । ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ ରଖିବା ଉଚିତ୍ ନୁହେଁ ।

ତୁଳସୀ ଗଛର ପତ୍ରକୁ ନଖରେ ଛିଡାଇବା ଉଚିତ୍ ନୁହେଁ , ଏହାଦ୍ବାରା ମାଆ କ୍ରୋଧିତ ହୋଇ ଯାଇଥାନ୍ତି । ଏହାବ୍ୟତୀତ ରବିବାର ଦିନ ତୁଳସୀ ପୂଜା କରିବା ଉଚିତ୍ ନୁହେଁ । ତୁଳସୀ ଗଛରେ ପାଣି ଦେବା ସମୟରେ କେଶ ଖୋଲି ପାଣି ଦେବା ଅନୁଚିତ୍ । ଏପରି କରିବା ଅଶୁଭ ହୋଇଥାଏ । ଏହାବ୍ୟତୀତ ଶୁଖି ଯାଇଥିବା ତୁଳସୀ କେବେ ଘରେ ରଖିବା ଉଚିତ୍ ନୁହେଁ ।

ଏପରି କରିବା ଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଘରେ ଅଶାନ୍ତ ଲାଗି ରହିଥାଏ । ଏହାବ୍ୟତୀତ ତୁଳସୀ ଗଛ ନିକଟରେ ନାଗଫେଣି ଗଛ ରଖିବା ଉଚିତ୍ ନୁହେଁ । ତେବେ ଶାସ୍ତ୍ରରେ କୁହାଯାଇଛି କି , ଶାଳଗ୍ରାମ ପଥର ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ତୁଳସୀ ଗଛ ତଳେ ରଖିବା ଦ୍ଵାରା ବହୁତ ଭଲ ହୋଇଥାଏ । ଏହାଦ୍ବାରା ଘରେ ମାଆ ଲକ୍ଷ୍ମୀଙ୍କ ସହ ପ୍ରଭୁ ବିଷ୍ଣୁ ମଧ୍ୟ ବାସ କରିଥାନ୍ତି ।

ଶାଳଗ୍ରାମର ଅନେକ ମହତ୍ୱ ରହିଛି । ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯେଉଁ ଘରେ ଶାଳଗ୍ରାମ ଅଛି , ତାହା ସମତୀର୍ଥ ହୋଇଥାଏ । ଯଦି ଏହାକୁ ଘରେ ରଖି ପୂଜା କରାଯାଏ , ତେବେ ଘରେ ଆଉ ଧନର ଅଭାବ ରହେ ନାହିଁ । ଏବଂ ଘରକୁ ଲକ୍ଷ୍ମୀ ଏବଂ ବିଷ୍ଣୁ ଆସି ବାସ କରିଥାନ୍ତି । ଏହାର ଚରଣ ଅମୃତ ଗ୍ରହଣ କରିବା ଦ୍ୱାରା ସ୍ବର୍ଗ ବାସ ହୋଇଥାଏ ।

Leave a Reply

Your email address will not be published. Required fields are marked *