ରାତି ୨ ଟାରେ ମୋ ସ୍ତ୍ରୀ ପାଖରେ କଣ କରୁଛୁ , ଭିଡିଓ କରିଦେଲା ସ୍ୱାମୀ…

ସ୍ୱାମୀ ହାତରେ ଧରା ପଡିଗଲେ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକ । ନିଜକୁ ସତୀ ସାବିତ୍ରୀ କହୁଥିବା ସ୍ତ୍ରୀର ଅସଲ ଚେହେରା ଦେଖିଲା ସ୍ୱାମୀ । ତା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଝଡ଼ । ବନ୍ଧୁଗଣ ବିବାହର କିଛି ଦିନ ବେଶ ହସ ଖୁସିରେ ଥିଲେ ସ୍ୱାମୀ ସ୍ତ୍ରୀ । ନିଜ ଛୋଟ ସଂସାରକୁ ନେଇ ସ୍ୱାମୀ ସ୍ତ୍ରୀ ବେଶ ଖୁସିରେ ଦିନ କାଟୁଥିଲେ । ହେଲେ ହଟାତ ସ୍ତ୍ରୀର ପରିବର୍ତ୍ତନ ସ୍ୱାମୀର ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

କାହିଁକି ସ୍ତ୍ରୀ ବଦଳି ଗଲା । କାହିଁକି ସ୍ତ୍ରୀର ଚାଲି ଚଳନୀ ବ୍ୟବହାରରେ ପରିବର୍ତ୍ତନ ଘଟିଲା । ଏହା ପରେ ସ୍ବାମୀ ତାର କାରଣ ଖୋଜିବାକୁ ଚେଷ୍ଟା କରିଥିଲା । ସ୍ତ୍ରୀକୁ ନେଇ ସ୍ୱାମୀ ମନରେ ସନ୍ଦେହ ମଧ୍ୟ ଉପୁଜିବାରେ ଲାଗିଲା । ଏମିତିରେ ବି ସ୍ୱାମୀର ରାତି ଡିୟୁଟି ଚାଲିଥିଲା । ଆଉ ଏହି ସମୟରେ ସ୍ୱାମୀର ମନରେ ଉଙ୍କି ମାରୁଥିଲା ସନ୍ଦେହ ମୁଁ ଘରୁ ଡିୟୁଟି ଆସିବା ପରେ ମୋ ସ୍ତ୍ରୀ କଣ କରୁଛି । ତା ବଦଳିଯିବା ପଛରେ ଆଉ କେହି ତୃତୀୟ ମଣିଷ ନାହାଁନ୍ତିତ ଏମିତି କହି ସ୍ୱାମୀ ଏକ ଯୋଜନା ପ୍ରସ୍ତୁତ କରିଥିଲା ।

ସବୁଦିନ ଭଳି ସେଦିନ ମଧ୍ୟ ସ୍ୱାମୀ ଖାଇ ପିଇ ସାରି ଡିୟୁଟି ବାହାରି ଯାଇଥିଲା । ହେଲେ ସ୍ତ୍ରୀ କଥା ଭାବି ଭାବି ସ୍ୱାମୀକୁ ଡିୟୁଟିରେ ଆଦୌ ମନ ଲାଗିଲା ନାହିଁ । କାମ ଅଧାରୁ ସ୍ୱାମୀ ଚାଲିଆସି ଥିଲା ଘରକୁ । ଆଉ ଘରେ ଆସି ପହଂଚି ସ୍ୱାମୀ ଯାହା ଦେଖିଥିଲା ତାହା ସ୍ୱାମୀ ପାଦ ତଳୁ ମାଟି ଖସାଇ ଦେଇଥିଲା । ସ୍ୱାମୀ ଅନୁପସ୍ଥିତର ସୁଯୋଗ ନେଇ ସ୍ତ୍ରୀ ସୋଇଥିଲା ପ୍ରେମିକ ପାଖରେ ଆଉ ଏହି ସବୁ ଘଟଣା ସ୍ୱାମୀ ଦେଖିବା ପରେ ସ୍ୱାମୀର ମୁଣ୍ଡ ବୁଲେଇ ଦେଇଥିଲା ଆଉ ତା ପରେ ସ୍ୱାମୀ ସ୍ତ୍ରୀ ଓ ତାର ପ୍ରେମିକର କାଣ୍ଡ କାରନାମା କୁ କ୍ୟାମେରାରେ କଏଦ କରିନେଇଥିଲା ।

ସମୟ ପାଖା ପାଖି ରାତି ୨ ଟା ହୋଇଥିଲା । ସ୍ତ୍ରୀର ପ୍ରେମିକ ଥିଲା ପାଖ ପଡୋଶୀ । ଭିଡିଓ କରୁଥିବା ଅବସ୍ଥାରେ ସ୍ୱାମୀ ପଚାରି ଥିଲା ସ୍ତ୍ରୀର ପ୍ରେମିକକୁ ରାତି ୨ ଟା ବେଳେ ତୁ ମୋ ଘରେ କଣ କରୁଛୁ ଏହି ସମୟରେ ସ୍ୱାମୀକୁ ଘରେ ଦେଖି ଚିଇଁକି ଉଠିଥିଲେ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକ । ଦୁହିଁଙ୍କ ପାଟି ସ୍ୱାମୀଙ୍କ ପ୍ରଶ୍ନରେ ଖନି ବାଜିଯାଇଥିଲା ।

ଆଉ ପ୍ରେମିକ ଜଣଙ୍କ ହାତ ଯୋଡି କହିଥିଲା ଭାଇ ମୁଁ କିଛି ଖରାପ ଉଦ୍ୟଶରେ ଆସିନି । କି କିଛି ଖରାପ ଚିନ୍ତାଧାରା ଧରି ଆସିନି କିନ୍ତୁ ଆସିଛି । ଭାଉଜ ମୋ ମା ସମାନ ମୁଁ ମୋ ମା ରାଣ ଖାଇ କହୁଛି । ମୋର କୌଣସି ଖରାପ ଚିନ୍ତାଧାରା ନଥିଲା ମୁଁ ଆସିଛି ସତ ହେଲେ ଭାଉଜଙ୍କ ସହ ମୋର କୌଣସି ଖରାପ ସମ୍ପର୍କ ନାହିଁ । ହଁ ମୁଁ ଆସିଛି ସତ ହେଲେ ହେଲେ ସେମିତି କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ମୁଁ ଆସିନଥିଲି ।

ବନ୍ଧୁଗଣ ଚୋରା ପ୍ରେମ ଆଉ ଚୋରା ପୀରତି ଧରା ପଡିବା ପରେ । କେମିତି ସଫେଇ ଦିଆଯାଏ ତାହା ଏହି ପ୍ରେମିକ ଜଣଙ୍କୁ ବେଶ ଭଲ ଭାବରେ ଜଣା ଅଛି । ରାତି ୨ ଟା ରେ ତେବେ କାହିଁକି ମୋ ସ୍ତ୍ରୀ ପାଖକୁ ଆସିଛୁ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲେ ସ୍ୱାମୀ ଜଣଙ୍କ ହେଲେ ସ୍ତ୍ରୀ କିନ୍ତୁ କହୁଥିଲେ କ୍ଷମା କର ମୁଁ ଜାଣି ଜାଣି କିଛି କରିନି ।

ଏ ଘଟଣା ଆଜି କାଲି ସମୟରେ କିଛି ନୂଆ ଘଟଣା ହୋଇନଥିଲେ ମଧ୍ୟ ଏମିତି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ପରକ୍ରିୟା ପ୍ରୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଯାହାର ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଏଇ ମାନେ । ତେବେ ଏହି ଘଟଣା ସ୍ୱାମୀ ହାତରେ ଧରା ପଡିଯିବା ପରେ ସ୍ତ୍ରୀ ଓ ପ୍ରେମିକ ଦୁହେଁ ସ୍ୱାମୀଙ୍କୁ ଭୁଲ ମାଗିଥିଲେ ହାତ ଯୋଡି ଦୁହେଁ ନେହୁରା ହେଉଥିଲେ ହେଲେ ସ୍ୱାମୀ କିନ୍ତୁ ଦୁହିଁଙ୍କୁ କ୍ଷମା ଦେବେ କି ନାହିଁ ତାହା କେବଳ ସ୍ୱାମୀ ହିଁ କହିପାରିବେ । ତେବେ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସାମ୍ନାକୁ ଆସିଛି ପ୍ରେମିକ ସହ ରାସଲୀଳା ର ଘଟଣା ।

Leave a Reply

Your email address will not be published. Required fields are marked *