ମୋ ସ୍ତ୍ରୀ ପଢିବା ସମୟରେ ତାର 6 ଜଣ ପ୍ରେମିକ ଥିଲେ, ଆଉ ଧରା ପଡ଼ିବା ପରେ ଶ୍ୱଶୁର ଘର ଲୋକଙ୍କ ନାମରେ ଥା-ନାରେ କଲା ଅଭି-ଯୋଗ

ବାମଫେରି ଗ୍ରାମ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥା-ନା ଅଧିନସ୍ଥ ଅଞ୍ଚଳରେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯେଉଁଠି ଜଣେ ବିବାହିତା ମହିଳା ନିଜ ଶ୍ୱଶୁର ଘର ଲୋକଙ୍କ ନାମରେ ଯୌ-ତୁକ ନିର୍ଯା-ତନାର ଏକ ମି-ଥ୍ୟା ଅଭି-ଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ତାଙ୍କର ବିବାହ କୋଭିଡ ଚାଲିଥିବା ସମୟରେ ଅର୍ଥାତ ୨୦୨୦ ରେ ହୋଇଥିଲା । ସେତେବେଳେ ଯୁବକ ଜଣକ ଛତୁ ଚାଷ କରୁଥିଲେ । ମାତ୍ର ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ପରିବାର ଲୋକଙ୍କ ନିର୍ଦେଶରେ ବିବାହ କରିଥିଲେ । ବିବାହର କିଛିଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା ।

ମାତ୍ର ମାସେ ଦୁଇ ମାସ ପରେ ତାଙ୍କ ସ୍ତ୍ରୀ ପୁରୁଣା ବୟଫ୍ରେଣ୍ଡଙ୍କ ସହିତ ଗପିବା ଆରମ୍ଭ କଲା । ଯାହାକୁ ବାରଣ କରିବାରୁ ସେ ୨୫ / ୯ / ୨୦୨୧ ରେ ଘର ଛାଡ଼ି ନିଜ ବାପ ଘରକୁ ପଳାଇ ଗଲେ । ସେହି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭ-ବତୀ ଥିବାରୁ ସେ ତାଙ୍କୁ ପ୍ରାଇଭେଟ ନର୍ସିଂହୋମରେ ଚିକିତ୍ସା କରାଇବା ସହିତ ଘରକୁ ଫେରାଇ ଆଣିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଶ୍ୱଶୁର ଘରେ କିଛି ବଡ଼ ଲୋକଙ୍କ ସହିତ ବସି ସମାଧାନ କରିବାକୁ ଚେଷ୍ଟା କରିବା ସତ୍ତ୍ୱେବି କିଛି ଲାଭ ହୋଇ ନଥିଲା । ସ୍ତ୍ରୀ ସିଧାସଳଖ ତାଙ୍କ ସହ ଘରକୁ ଆସିବାକୁ ମନା କରି ଦେଇଥିଲେ । ପୁଣି କିଛି ମାସ ପରେ ଶ୍ୱଶୁର ଘର ଲୋକଙ୍କ ନାମରେ ଯୌ-ତୁକ ନିର୍ଯା-ତନା ଅଭି-ଯୋଗ କରିଥିଲେ ।

ଡୋମକା ଥା-ନାରେ ଅଭି-ଯୋଗ ପରେ ଥା-ନା ଅଧିକାରୀ ଏବଂ ଅନ୍ୟ କିଛି ପୋ-ଲିସ ଅଧିକାରୀ ଆସି ଅର୍ଥାତ ୧୪ / ୧୧ / ୨୦୨୨ ରେ ରାତି ୦୮.୦୦ ସମୟରେ ଆସି ସ୍ୱାମୀକୁ ମା-ଡ଼ ମା-ରି ଥା-ନାକୁ ନେଇ ହାଜ-ତରେ ପୁରାଇ ଦେଲେ । ବାପା ଏବଂ ଭାଇ ବୁଝିବାକୁ ଥା-ନାକୁ ଯିବାପରେ ସେମାନଙ୍କୁ ମଧ୍ୟ ଅଟକ ରଖାଗଲା । ପରେ ରାତି ୧୧ ରେ ସେମାନଙ୍କୁ ଥା-ନା ଅଧିକାରୀ ଛାଡ଼ିଲେ । କିଛିଦିନ ପରେ ସେହି ପୋ-ଲିସ ଅଧିକାରୀ ଏବଂ କିଛି ଶ୍ୱଶୁର ଘର ଲୋକ ଘରେ ପଶି ଯୌ-ତୁକ ଦେଇଥିବା କହି ଅନେକ କିଛି ଆସବାବପତ୍ର ନେଇ ଯାଇଥିଲେ ।

ଯେଉଁଥିରେ କିଛି ସ୍ତ୍ରୀର ଜିନିଷ ଥିବା ସହିତ ଶ୍ୱଶୁର ଘର ଲୋକଙ୍କ ଜିନିଷ ମଧ୍ୟ ରହିଥିଲା । ଏମିତିକି ତାଙ୍କ ଫୋନ ବି ନେବା ସହିତ ସେଥିରେ ଅନ୍ୟାନ୍ୟ ଜିନିଷ ନେଇ ଯାଇଥିଲେ । ଯାହା ବର୍ତ୍ତମାନ ସୁଦ୍ଧା ଉ-ଦ୍ଧାର ହୋଇପାରି ନାହିଁ । ତେଣୁ ବର୍ତ୍ତମାନ ସେ ପାଣିକୋଇଲି ଥା-ନା ଏସପିଙ୍କୁ ଅନୁରୋଧ କରିବା ପରେ ଡିଏସପି ମାମ-ଲାର ଚା-ର୍ଜ ନେଇଥିଲେ । ପରେ ତାଙ୍କ ଫୋନ ହିଁ କେବଳ ଉ-ଦ୍ଧାର କରାଯାଇ ପାରିଛି । ବର୍ତ୍ତମାନ ତାଙ୍କ ମା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯାହାଙ୍କୁ ବ୍ରେନ ଷ୍ଟୋକ୍ସ ସମସ୍ୟା ରହିଛି । ତେଣୁ ସେ କହିଛନ୍ତି ଯେ ଯଦି ତାଙ୍କ ମା’ ଙ୍କର କିଛି ହୁଏ ସେଥିପାଇଁ ଦାୟୀ କେବଳ ଉକ୍ତ ଥା-ନା ଅଧିକାରୀ ଏବଂ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *