ରାଣୀ,ଥରେ ଯିଏ ଧୋକା ଦିଏ ସେ ବାରମ୍ବାର ଧୋକା ଦେବ…

ଭଲପାଇବା ଏମିତି ଗୋଟେ ଜିନିଷ ଆଗରୁ ଥିଲା ଅନ୍ଧ ତା’ପରେ କିଛିଦିନ ପରେ ମୂକ ତା’ପରେ ଟୋଟାଲି ଏଇନା ମୂର୍ଖ ହେଇ ଯାଇଛି। ଜାଣିଛ ଯଦି ସେ ପୁଅ ଭଲ ନଥିଲା ତାହା ହେଲେ ତମେ ରହୁଥିଲା କ’ଣ ପାଇଁ ଏଇଟା ମୋ ମତରେ ମୁଁ କାହାକୁ ଦେଖେଇକି କି କାହା ସପୋର୍ଟ ନେଇକି କହୁନି। ରାଣୀ ପଣ୍ଡା କ’ଣ ଭଲ ଜିନିଷ କରିନି ଲୋକଙ୍କୁ ସାହାର୍ଯ୍ୟ କରିନି ସେତେବେଳେ ତ କେହି କିଛି କହିଲନି ଯେତେବେଳେ ଏଇ ଜିନିଷ ଆସିଗଲା ଗୋଟିଏ ଖରାପ ଜିନିଷ ତମେ ଆରମ୍ଭ କରିଦେଲ କ’ଣ ନା ଖରାପ,ଖରାପ,ଖରାପ।

ଚାରି ଦିନ ପର୍ଯ୍ୟନ୍ତ ଏଇ କଥା ଚାଲିବ ପାଞ୍ଚ ଦିନ ପରେ ଯେତେବେଳେ ସମାଧାନ ହେଇଯିବ ଲୋକ ମୁଣ୍ଡରୁ କାଢି ଦେବେ। ସବୁ ବହୁତ୍ ବହୁତ୍ ନ୍ୟୁଜ୍ ଏମିତି ଅଛି ଯାହାକି ହେଇଛି ତା’ପରେ ବି ଡାଉନ୍ ହେଇଛି କାହା ଇମେଜ୍ ଏଠି ଡାଉନ୍ ହେବନି। ଭଲପାଇବାର ଆଶା ଦେବା ତା ସହିତ ବହୁତ୍ ଦିନ ରହିବା ତା’ପରେ ଠିକ୍ ଯେତେବେଳେ ବାହାଘର ଟାଇମ୍ ଆସିବ ଛାଡ଼ି ଦେବା ଏଇଟା ତ ପୂର୍ବରୁ ହେଉଛି, ତା ବୋଲି ତମେ ଜାଣି ଶୁଣି କି କରିବ।

ତା ଜାତି ଏଇଆ ତା କାଷ୍ଟ ଏଇଆ ତା’ର କ୍ୟାରିୟର କିଛି ନାହିଁ କିନ୍ତୁ ଗାଡ଼ି ରେ ବସିକି ବୁଲିଲା ବେଳେ ଫିଲ୍ମ ହଲ୍ ଗଲା ବେଳେ ସବୁ ଇକ୍ୟୁଆଲ୍ ତମେ ମୋ ଧନ,ଗେହ୍ଲୁ,ବାବୁ, ସୋନା ତା’ପରେ ସରିଗଲା ତା’ପରେ। ଏଠି ପୁଅକୁ ଦୋଷ ନୁହେଁ କି ଏଠି କାହାକୁ ଦୋଷ ନୁହେଁ ଏଠି ଦୁଇଜଣଙ୍କ ଦୋଷ, ଦୁଇ ଜଣଙ୍କ ଦୋଷ ଯଦି ମୁଁ ଗୋଟେ କଥା କହିବି ଯଦି ତୁ ପୁଅ ଜାଣିଥିଲୁ ରାଣୀ ପଣ୍ଡା ଖରାପ ତୋ ଘର ଲୋକ ତାକୁ ସ୍ବୀକାର କରିବେନି ବୋଲି କି ବହୁତ୍ ପ୍ରକାର ପ୍ରବ୍ଲେମ୍ ଆଗକୁ ଫେସ୍ କରିବାର ଥିଲା ତାହା ହେଲେ ଜଣଙ୍କୁ ଭଲପାଇବା ର ଆଶା ଦେବା ତାହା ସହିତ ବହୁତ୍ ଦିନ ରହିବା ତା’ପରେ ଠିକ୍ ଯେତେବେଳେ ବାହାଘର ଟାଇମ୍ ଆସିଲା ଛାଡ଼ିଦେବା ଏଇଟା ତ ପୂର୍ବ ଦିନରୁ ହେଉଛି ତା ବୋଲି ତମେ ଜାଣିଶୁଣି କି କରିବ।

ସବୁ ଭୁଲ୍ ର କ୍ଷମା ଅଛି କିନ୍ତୁ ତାହା ବୋଲି ନୁହଁ ଯେ ସେଇ ଗୋଟିଏ ଜିନିଷକୁ ଧରିକି ଜଣଙ୍କ ଲାଇଫ୍ କୁ ସ୍ପଏଲ୍ କରିବା ତମ ଭିତରେ ଯଦି କିଛି ହେଇଛି ଭୁଲ୍ ବୁଝାମଣା ତମେ ତମ ଭିତରେ କଥାବାର୍ତ୍ତା ହୁଅ ସେଇ ଜିନିଷ ତମ ଘର ଲୋକ କି ତା ଘର ଲୋକ କହୁଛନ୍ତି ରାଣୀ ପଣ୍ଡା ର କେହି ନାହାଁନ୍ତି ଆଜି କା ଡେଟ୍ ରେ ଗୋଟେ ପୁଅ ଦ୍ଵାରା ଏମିତି କାଲି ଆଉ ଜଣଙ୍କ ଦ୍ଵାରା ତା’ପରେ ଆଉ ଜଣେ ଏମିତି ହେଇ ହେଇ ଚାଲିବ ନା କ’ଣ ଗୋଟିଏ ଗୋଟିଏ ଛୋଟିଆ ଛୋଟିଆ କ୍ୟାରେକ୍ଟର୍ କୁ ନେଇକି ତୁ ଏଇଆ କରୁଥିଲୁ ସେଇଆ କରୁଥିଲୁ ଏମିତି ବହୁତ୍ ଜାଗାରେ ହେଉଛି।

ଆଉ ରାଣୀ ପଣ୍ଡା ର ଭୁଲ୍ ଗୋଟେ ହେଲା ଯଦି ଜାଣିଛ ଯଦି ସେ ପୁଅ ଭଲ ନଥିଲା ତାହା ହେଲେ ତମେ ରହୁଥିଲ କ’ଣ ପାଇଁଁ ? ଭୁଲ୍ ଏଠି ଦୁଇଜଣଙ୍କର ଅଛି କିନ୍ତୁ ଭୁଲ୍ ଏଠି ଅଧିକ ଅଛି ପୁଅର, ଯଦି ଜାଣିଛୁ ତା ନାଁ ରେ ଏତେ ପ୍ରକାର ହେଉଛି ଇଏ ହେଇଥିଲା ଖଣ୍ଡଗିରି ରେ ଏମିତି ହେଇଥିଲା ସେମିତି ହେଇଥିଲା ଯାହା ବି ହେଇଥିଲା ତା’ପରେ ସମ୍ପର୍କ ରଖିବା ଟା କ’ଣ ଝିଅ ତ ମାଟି ଖେଳନା ନୁହେଁ ନା। ଏଠି ତ ସରକାର କହୁଛି ସମ୍ମାନ ଦିଏ ଇଏ ଦିଅ ସିଏ ଦିଅ ରାଣୀ ପଣ୍ଡା କ’ଣ ଭଲ ଜିନିଷ କରିନି। ଗୋଟିଏ ଖରାପ କାମ ପାଇଁ ଏବେ ସିଏ ପୂରା ଖରାପ ହେଇ ଯାଉଛି ଯେଉଁ ଭଲ କାମ ସବୁ କରିଥିଲା ତା’କୁ ବି କେହି ଦେଖୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *