ସ୍ତ୍ରୀକୁ ହା-ଣି କଢେଇରେ ସିଝେଇଲା ନୃ-ଶଂସ ସ୍ୱାମୀ…ସବୁ ଦେଖୁଥିଲା ଝିଅ

ସ୍ୱାମୀ ଟପିଲା ସୀମା । ସ୍ତ୍ରୀକୁ ପ୍ରଥମେ ଅତି ଅମାନୁଷିକ ଭାବେ ହାଣିଲା ଆଉ ତା ପରେ ତେଲ କଢାଇରେ ଛାଣିଲା । ସ୍ୱାମୀ ନୁହେଁ ସେ ଜଣେ ସୈତାନ । ନଚେତ ଏପରି ଅମାନୁଷିକ କାଣ୍ଡ କେହି ସ୍ୱାମୀ କଣ କେବେ ସ୍ତ୍ରୀ ସହିତ କରିପାରେ । ହଁ ବନ୍ଧୁଗଣ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଯାହା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ଦେବେ ।

ଆଉ ଏହି ଘଟଣା ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସାଇ ଦେଇପାରେ । ତେବେ ବନ୍ଧୁଗଣ ଆସନ୍ତୁ ନଜର ପକାଇବା ପୁରା ଘଟଣା ଉପରେ । ନୃଶଂସ ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ହାଣିଲା ଆଉ ତା ପରେ ତେଲ କଢାଇରେ ପକାଇ ସ୍ତ୍ରୀକୁ ଛାଣିଲା । ସୈତାନ ସ୍ୱାମୀ ଏପରି ନୃଶଂସତାର ସୀମା ଟପିଲା ଯେ ଛ ସନ୍ତାନଙ୍କ ଆଗରେ ସ୍ୱାମୀ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ହାଣି ହତ୍ୟାକଲା । କେଉଁ ସ୍ୱାମୀ କଣ ତା ସ୍ତ୍ରୀ ସହ ଏପରି କିଛି କରି ପାରେ କି । କେଉଁ ସ୍ୱାମୀ କଣ ଏପରି କାଣ୍ଡ ଭିଆଇ ପାରେ କି ।

ବନ୍ଧୁଗଣ ସ୍ୱାମୀ ଏପରି କାଣ୍ଡ ଭିଆଇଲା ଯେ ସ୍ତ୍ରୀ ସହିତ ଏହି ଘଟଣା ସାଧାରଣ ଲୋକଙ୍କୁ ଯେତିକି ଚକିତ କରୁଛି ସେତିକି ବ୍ୟଥିତ ମଧ୍ୟ କରୁଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ପୋଲିସର ପାଦ ତଳୁ ମାଟି ଖସାଇ ଦେଇଛି । ପୋଲିସ ଏହି ଘଟଣା ଜାଣିବା ପରେ ଏକ ଦମ ଚକିତ ହୋଇଥିଲା । କାରଣ ଛ ସନ୍ତାନଙ୍କ ଆଗରେ ବାପା ଭିଆଇ ଥିଲା ସାଙ୍ଘାତିକ ବର୍ବର କାଣ୍ଡ । ଯାହା ସମସ୍ତଙ୍କ ପାଇଁ ଏକ ଦମ ଆଷ୍ଟର୍ଯ୍ୟ ଜନକ ଖବର ଥିଲା ।

ବନ୍ଧୁଗଣ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିବା ସମୟରେ ସ୍ତ୍ରୀ କାନ୍ଦି କାନ୍ଦି କହୁଥିଲା ମତେ ଛାଡି ଦିଅ ମତେ ମାର ନାହିଁ। ମୁଁ ଛୁଆ ମାନଙ୍କୁ ଛାଡି ମରିବାକୁ ଚାହୁଁନି । ମତେ ମାର ନାହିଁ ଦୟାକରି । ହେଲେ ନୃଶଂସ ସ୍ୱାମୀ ସ୍ତ୍ରୀର ଗୁହାରୀକୁ ଶୁଣିଲା ନାହିଁ । ନୃଶଂସ ସ୍ୱାମୀ ପାଖରେ ସ୍ତ୍ରୀ ଯେତେ କାକୁତି ମିନତି ହେଉଥିଲା ସ୍ୱାମୀ ସେହି ସମୟରେ ସାଜିଥିଲା ନର ରାକ୍ଷାସ । ସ୍ତ୍ରୀର ଗୁହାରି କିଛିବି ଫରକ ପକାଇ ପାରିନଥିଲା ସ୍ୱାମୀକୁ ।

ସକାଳ ଭୋର 3 ଟା ପାଖା ପାଖି ହେବ । ଘରେ ପାଟି ତୁଣ୍ଡ ସାଙ୍ଗକୁ ସ୍ତ୍ରୀ ଜୀବନ ବଞ୍ଚାଇବାକୁ ସ୍ୱାମୀର ପାଦ ତଳେ ଲୋଟି ପଡୁଥିଲା । ଯେଉଁ ସମୟରେ ଘରେ ସମସ୍ତେ ଶାନ୍ତିରେ ସୋଇ ରହିଥିଲେ ସେହି ସମୟରେ ଏଭଳି ଚିତ୍କାର ସମସ୍ତଙ୍କ ନିଦ ଭାଙ୍ଗି ଦେଇଥିଲା । ଛ ଟି ପିଲା ନିଦରୁ ଉଠିପଡିଥିଲେ । ଜୋରେ ସୁଭିଥିଲା ବାପା ମାଙ୍କ କଳହର ଶବ୍ଦ । ହେଲେ ଏହି କଳହ,ଏହି ଚିତ୍କାର ଖୁବ କମ ସମୟ ପାଇଁ ହେଉଥିଲା କାରଣ କିଛି ସମୟ ଭିତରେ ହିଁ ସବୁକିଛି ଶାନ୍ତ ପଡିଯାଇଥିଲା । ସବୁକିଛି ଶେଷ ହୋଇ ଯାଇଥିଲା । ଆଉ ସ୍ୱାମୀ ସବୁ କିଛି ସାରି ଦେଇଥିଲା । ବଡ଼ ଝିଅ ଏପରି କିଛି ଘଟଣା ନିଜ ଆଖିରେ ଦେଖିଲା ଯାହା ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲା ନାହିଁ ।

ଝିଅ କେବଳ ଚିତ୍କାର କରି ଉଠିଲା । ବାପା ଯେ ଏମିତି କାଣ୍ଡ ଭିଆଇ ପାରନ୍ତି ଏହା ଝିଅ ବିଶ୍ୱାସ କରି ପାରୁନଥିଲା । ରାଗ ସମୟରେ ମଣିଷ ଜୀବନ ନେଇ ପାରେ ଏ ଘଟଣା ସମସ୍ତେ ଜାଣିଛନ୍ତି । ହେଲେ ରାଗ ସମୟରେ କିଏ ହ-ତ୍ୟା କରି ଗରମ କଢାଇରେ ଛାଣି ପାରେ ନିଜ ସ୍ତ୍ରୀକୁ ?

ଏମିତି ଏକ ଭୟଙ୍କର ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ପାକିସ୍ତାନ ଅଞ୍ଚଳରୁ । ଏହି ଅଞ୍ଚଳରେ ଏକ ସ୍ୱାମୀ ନିଜ ସୀମା ଭୁଲି ଯାଇ ସ୍ତ୍ରୀକୁ ହ-ତ୍ୟା କରିବା ପରେ । ସ୍ତ୍ରୀର ଶରୀରକୁ ଗରମ କଢାଇରେ ତତଲା ଡ଼ହ ଡ଼ହ ପାଣିରେ ପକାଇ ଛାଣିଛି । ଆଉ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ଯିଏ ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି । ସେପଟେ ଏପରି କାଣ୍ଡ ଭିଆଇ ଥିବା ସେହି ନୃଶଂସ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *