ଜଙ୍ଗଲୀ ଜୀବ କେତେ ଭୟଙ୍କର:- ଶିକାରୀ ମାନେ ମାଆକୁ ମାରି ନେଉଥିବା ବେଳେ କିଛି ଏଭଳି ଭାବରେ ପ୍ରତିଶୋଧ ନେଲା ବାଘ ଦେଖନ୍ତୁ ଭିଡିଓ

ମନୁଷ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଯେ କୌଣସି ପଦକ୍ଷେପ ନେବା ପାଇଁ ପଛ ଘୁଞ୍ଚା ଦେଉ ନାହିଁ। ବର୍ତ୍ତମାନ ସମୟରେ ମଣିଷ ମାନେ ଗଛ କାଟି ଜଙ୍ଗଲ ନଷ୍ଟ କରିଦେବା ସହିତ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ ମାନଙ୍କୁ ହତ୍ୟା କରୁଛି। ଯାହାଫଳରେ ପୃଥିବୀ ବର୍ତ୍ତମାନ ଦିନକୁ ଦିନ ଭାରଷମ୍ୟ ହରାଉଛି। ତେବେ ମଣିଷ ମାନେ ହାଡ଼, ମାଂସ ଏବଂ ଦାନ୍ତ ପାଇଁ ପଶୁ ମାନଙ୍କ ଶିକାର କରିଥାନ୍ତି। କାରଣ ଏହା ଅତ୍ୟନ୍ତ ମୂଲ୍ୟବାନ ବସ୍ତୁ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରଥମ ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ ଏକ ଗୋଧି ରେଷ୍ଟୁ-ରାଣ୍ଟ ଭିତରକୁ ପଶି ଆସିଛି। ଏହା ଦେଖି ମହିଳା କର୍ମଚାରୀ ଜଣକ ଚ୍ୟାର ଉପରେ ଚଢ଼ି ଯାଇଛନ୍ତି। ତେବେ ଗୋଧିକୁ ସେଠାରୁ ଭଗେଇ ଦେବା ପାଇଁ କେହି ସାହସ ଏକଜୁଟ କରି ପାରିଲେ ନାହିଁ। ପରିଶେଷରେ ଜଣେ ସାପ ଧରାଳି ବହୁତ କଷ୍ଟରେ ଧରି ଥିଲେ।

ଦ୍ଵିତୀୟ ଦୃଶ୍ୟରେ ଆପଣ ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ପାଇବେ। ଆପଣମାନେ ଜାଣିଛନ୍ତି ଯେ ଘୋଡା ଏକ ତୃଣଭୋଜି ପ୍ରାଣୀ। କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ତୃଣଭୋଜି ପ୍ରାଣୀ କିଛି ମୁହୂର୍ତ୍ତରେ ମାଂସାସି ହୋଇଗଲା। କୁକୁଡ଼ାର ଛୁଆକୁ ଖାଇଦେଲା।

ଜୀବଜନ୍ତୁ ମାନଙ୍କ ସହ ପଙ୍ଗା ନେବା ତାହାର ପରିଣାମ କେତେ ଭୟଙ୍କର ହୋଇଥାଏ ତାହା ଆପଣ ଭାଇରଲ ହେଉଥିବା ଭିଡ଼ିଓ ଦେଖିଲେ ଜାଣି ପାରିବେ। ଜଣେ ଯୁବକ ଜଙ୍ଗଲ ଭିତରକୁ ଯାଇ ହାତୀର ଫୋଟ ପୁରା ପାଖରୁ କରିବା ପାଇଁସିO। ଚାହୁଁଥିଲା। ତେବେ ଏହା ହାତୀକୁ ପସନ୍ଦ ଆସି ନଥିଲା। ହାତୀ ଯୁବକଙ୍କ ଉପରେ ଆକ୍ରମଣ କରିଦେଇଥିଲା। ତେବେ ଭାଗ୍ୟବାନ ଯୁବକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ।

https://youtu.be/Rf8zhBIMX4M

ଠିକ ସେହିଭଳି ୨୦୧୭ରେ ନେପାଳରେ ରେକର୍ଡ ହୋଇଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ତେବେ ସେହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ କିଛି ଲୋକେ ଏକ ଗଣ୍ଡାକୁ ଗୋଟିଏ ଟ୍ରକରେ ନେବାକୁ ଚେଷ୍ଟା କରୁଥିଲେ। ଏହା ପୂର୍ବରୁ ଗଣ୍ଡାର ମାଆକୁ ମଧ୍ୟ ଏହି ଶିକାରୀ ମାନେ ଧରି ନେଇଥିଲେ। କିନ୍ତୁ ଗଣ୍ଡା ଟି ପ୍ରତିଶୋଧ ପରାୟଣ ହୋଇ ପାଡିଥିଲା। କ୍ରୋଧରେ କାର ଭିତରେ ଥିବା ଲୋକମାନଙ୍କ ଉପରେ ଆକ୍ରମଣ କରି ଦେଇଥିଲା। ଯାହାଫଳରେ ଶିକାରୀ ମାନେ ଭୟବିତ ହୋଇ ପଡ଼ିଥିଲେ ଏବଂ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଆପଣମାନେ ପାଣ୍ଡାକୁ କ୍ୟୁଟ ଜୀବ ବୋଲି ମନେ କରୁଥିବେ। କିନ୍ତୁ ଏହା କେତେ ହିଂସ୍ର ପ୍ରାଣୀ ହୋଇଯିବ ତାହା ଏହି ଭିଡ଼ିଓ ଦେଖିଲେ ଆପଣ ଜାଣିପାରିବେ। ଜଣେ ବ୍ୟକ୍ତି ପାଣ୍ଡା ଯନ୍ତା ପାଖରେ ବସି ଫଟୋ ଉଠାଉ ଥିବା ବେଳେ ପଛରୁ ଏକ ପାଣ୍ଡା ଆସି ବ୍ୟକ୍ତିଙ୍କ ପଛ ପଟକୁ ଧରି ପକେଇ ଥିଲେ। ଏଥିରେ ଯୁବକ ଜଣକ ଆହତ ଓ ରକ୍ତାତ ହୋଇ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *