ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫୋଫାଡୁଛନ୍ତି ଝୁନା…

ଆପଣ ମାନେ ଜାଣିଥିବେ ଯେ, ମଣିଷ କେବେ ମଧ୍ୟ ନିଜର ଭୁଲ୍ କୁ ସ୍ୱୀକାର କରେନାହିଁ । ତେବେ ଏକଥା ବାସ୍ତବିକ ସତ୍ୟ ଅଟେ । ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା-କା-ଣ୍ଡ ମାମଲାରେ । ତେବେ ଆଉ କିଛି ଦିନ ପୂର୍ବରୁ ଘଟିଥିବା ଏହି ଘଟଣା ସାରା ଓଡିଶାକୁ ଥରହର କରିଦେଇଥିଲା । ରାଗ ଜର୍ଜରିତ ହୋଇ ମଣିଷ କେତେ ଯେ ଖରାପ କାମ କରିପାରେ , ତାହା ଏହି କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । କିପରି ଜଣେ ମଣିଷକୁ ହ-ତ୍ୟା କରି ମାଟି ତଳେ ପୋତି ଦିଆ ଯାଇଥିଲା , ସେ ବିଷୟରେ ଆପଣ ମାନେ ଭଲ ଭାବରେ ଜାଣିଥିବେ ।

ତେବେ ମାନସ ସ୍ୱାଇଁ ମୃ-ତ୍ୟୁ ମାମଲାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିସାରିଛି । ବର୍ତ୍ତମାନ ସମୟରେ ଜେଲ ମଧ୍ୟରେ ଜେ-ଲଦ-ଣ୍ଡ ଭୋଗୁଛନ୍ତି । ଆଉ ନିଜ ଭୁଲକୁ ଅନୁତାପ ମଧ୍ୟ କରୁଛନ୍ତି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପୋଲିସ ପଚରାଉଚରା କରିଥିଲା ଆଉ ସେ ମଧ୍ୟ ତାଙ୍କର ସମସ୍ତ ଭୁଲ୍ ସ୍ୱୀକାର କରିଥିଲେ । ତେବେ ଯେତେ ଯାହା ହେଉ ପଛକେ ସେ ତାଙ୍କର ଗୋଟିଏ ଭୁଲ୍ ଆଦୌ ସ୍ୱୀକାର କରିନଥିଲେ ଆଉ ତାହା ହେଉଛି ହ-ତ୍ୟାକା-ଣ୍ଡ ପଛରେ ରହିଥିବା ମେମୋରୀ ଚିପ ରେ କଣ ରହିଥିଲା । ଯେଉଁଥିପାଇଁ ତାଙ୍କୁ ମାନସ ସ୍ବାଇଁଙ୍କୁ ହ-ତ୍ୟା କରିବାକୁ ପଡିଲା ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ସତ କହିବାକୁ ପ୍ରସ୍ତୁତ ନାହାଁନ୍ତି । ତେବେ ଯାହା ହେଉ ନା କାହିଁକି ଶେଷରେ ସତ୍ୟ ହିଁ ବିଜୟ ହେଲା । ହ-ତ୍ୟା-କା-ଣ୍ଡ-ରେ ଲିପ୍ତ ରହିଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ବର୍ତ୍ତମାନ ସମୟରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଦେଇଛି । ତେବେ ଅନ୍ୟପକ୍ଷରେ ଏହି ଘଟଣାର ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତ ଜେଲ ମଧ୍ୟରେ ରହି ଜେ-ଲଦ-ଣ୍ଡର ମଜା ନେଉଛନ୍ତି । ପ୍ରକୃତରେ ସେ ମଜା ନେଉ ନାହାଁନ୍ତି , ନିଜ ଭୁଲ୍ ଗୁଡିକୁ ଗୋଟିଏ ପରେ ଗୋଟିଏ ମନେ ପକାଇ ଅନୁତାପ କରିବାରେ ଲାଗିଛନ୍ତି ଆଉ ଭୋ ଭୋ ହୋଉ କାନ୍ଦୁଛନ୍ତି । ତେବେ ପ୍ରାୟତଃ ଅନେକ ସମୟରେ ସେ ଚୁପଚାପ ହୋଇ ବସୁଛନ୍ତି ।

ତେବେ ଏହି ହ-ତ୍ୟାକା-ଣ୍ଡରେ ତାଙ୍କୁ ସାହାଯ୍ୟ କରିଥିବା ଝୁନା ମଧ୍ୟ ଜେଲ ମଧ୍ୟରେ ଅଛନ୍ତି । ଆଉ ବର୍ତ୍ତମାନ ସମୟରେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଛନ୍ତି । ଏବେ ସେ ଭାବୁଛନ୍ତି କି , ସେ କେବଳ ଶର୍ମିଷ୍ଠାଙ୍କ ପାଇଁ ଜେଲ ମଧ୍ୟରେ ଅଛନ୍ତି । ଏହା ପଛରେ କେବଳ ଶର୍ମିଷ୍ଠାଙ୍କର ହାତ ରହିଛି । ବର୍ତ୍ତମାନ ସେ ନିଜ ଭୁଲ୍ କୁ ସମ୍ପୂର୍ଣ୍ଣ ଭାବରେ ପଛରେ ଲୁଚାଇ ଦେଉଛନ୍ତି । ସେ ଶର୍ମିଷ୍ଠାଙ୍କ ପ୍ରତି ମଧ୍ୟ ଭଲ ବ୍ୟବହାର ଦେଖାଉ ନାହାଁନ୍ତି । ସେ ରାଗ ଜର୍ଜରିତ ହୋଇ ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫୋଫାଡୁଛନ୍ତି । ତେବେ ଏହା ଶର୍ମିଷ୍ଠାଙ୍କୁ ଅତ୍ୟନ୍ତ ଦୁଃଖୀ କରିଦେଇଛି । ସେ ଆଦୌ କିଛି କଥା ନ କହି ଚୁପଚାପ ହୋଇ ବସୁଛନ୍ତି ଆଉ କାନ୍ଦୁଛନ୍ତି । ଆହୁରିମଧ୍ୟ ଝୁନା ଶର୍ମିଷ୍ଠାଙ୍କୁ ଖରାପ କଥା କହି ଗାଳି ଦେଉଛନ୍ତି । ସବୁକୁ ଶର୍ମିଷ୍ଠା କିଛି ନ କହି ସହି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *