ଋଷର ଯୁବକ ମାନଙ୍କୁ ନିର୍ଦ୍ଦେଶ ଦେଲେ ପୁଟିନ, ସେନାରେ ଯୋଗ ଦିଅ ନହଲେ କଠୋର ଦଣ୍ଡ ଭୋଗିବାକୁ ତୟାର ରୁହ….

ରୁଷ ଓ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ୧୯ ହେବ ଯୁ-ଦ୍ଧ ଚାଲିଛି। ତେବେ ଏତେ ଦିନ ଯୁ-ଦ୍ଧ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ଦେଶ ହାର ମାନି ନାହିଁ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁ-ଦ୍ଧ କୁ ଯଦି ତୃତୀୟ ବିଶ୍ଵଯୁ-ଦ୍ଧ ଆରମ୍ଭ ହୋଇଛି ବୋଲି କହିବା ତେବେ ସେଥିରେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଏହି ଯୁ-ଦ୍ଧର ପରିଣାମ ଅତି ଭ-ୟଙ୍କର ହେବ ବୋଲି ଜଣାପଡିଛି।

ତେବେ ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲ-ଢେ-ଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅ-ସ୍ତ୍ରଶ-ସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।

ତେବେ ୠଷିଆ ଆକ୍ର-ମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡ-ରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋମା ବିସ୍ଫୋ-ରଣ, କ୍ଷେ-ପଣା-ସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁ-ଦ୍ଧ ସମସ୍ତ ସ୍ଥାନରେ ଭ-ୟବା-ହ ପରିସ୍ଥିତି ସୃଷ୍ଟି କରିଛି।

ବର୍ତ୍ତମାନ ସମୟରେ ଖବର ମିଳିଛି ଯେ ଋଷ ସେ-ନା ତରଫରୁ ୧ ଲକ୍ଷ ଯୁବକଙ୍କ ଭର୍ତ୍ତି ହେବ। ଆଉ ମନାକଲେ ଚାରି ବର୍ଷ ଜେ-ଲ୍ ଦ-ଣ୍ଡ ଭୋଗିବାକୁ ପଡିବ। ୟୁକ୍ରେନ ଦଖଲ ପାଇଁ ପ୍ରାୟ ଦୁଇ ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲ-ଢେ-ଇ ଜାରି ରଖିଛନ୍ତି। ତେବେ ୧୯ ଦିନର ଯୁ-ଦ୍ଧ ପରେ ମଧ୍ୟ ରୁଷକୁ ସଫଳତା ମିଳି ପାରି ନାହିଁ। ତେବେ ସାମରିକ ଅଭିଯାନ ଆଗକୁ ବଢ଼େଇବା ପାଇଁ ସୈନ୍ୟ ସଂଖ୍ୟା କମ୍ ଥିବା ଜଣା ପଡ଼ିଛି। ତେଣୁ ଭ୍ଲାଦିମିର ପୁଟିନ ରୁଷ ଯୁବକ ମାନଙ୍କୁ ସେନାରେ ଭର୍ତି ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସଂସଦରେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ଯେଉଁ ଏକ ଲକ୍ଷ ଯୁବକ ସେନାରେ ସାମିଲ ହେବେ ସେମାନଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ ପଠାଯିବ। ଦେଶର ସମସ୍ତ ୧୮ରୁ ୨୭ ବର୍ଷୀୟ ସୁସ୍ଥ ଯୁବକମାନେ ସେନାରେ ଭର୍ତ୍ତି ହେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ଯଦି କୌଣସି ଯୁବକ ସେନାରେ ଭର୍ତି ହେବା ପାଇଁ ରାଜି ନ ହୁଅନ୍ତି ତେବେ ତାଙ୍କୁ କଠୋର ଦ-ଣ୍ଡରେ ଦ-ଣ୍ଡିତ କରାଯିବ ବୋଲି ଆଦେଶ ଦେଇଛନ୍ତି।

ପ୍ରଥମେ ଋଷ ସେନା ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କ ପାଖକୁ ଚିଠି ଲେଖାଯିବ । ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯିବ । ଯଦି ଏହି ସମୟ ସୀମା ମଧ୍ୟରେ ସେମାନେ ସେନାରେ ସାମିଲ ନହୁଅନ୍ତି ତେବେ ସେମାନଙ୍କୁ ଗି-ର-ଫ କରି ୪ ବର୍ଷ ପାଇଁ ଜେ-ଲ ଦ-ଣ୍ଡ ମିଳିବ। ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ରୁଷ ଯୁବକଙ୍କୁ ଚିନ୍ତାରେ ପକେଇ ଦେଇଛି।

Leave a Reply

Your email address will not be published. Required fields are marked *