ଫୋଟରେ ଲୁଚିଥିବା ପେଚାକୁ ଯିଏ ଖୋଜି ବାହାର କରିପାରିବ , ସେ ହିଁ ପ୍ରକୃତ ଜ୍ଞାନୀ , ଦେଖିବା କେତେ ଲୋକ ସଫଳ ହେଉଛନ୍ତି…

ବର୍ତ୍ତମାନ ସମୟରେ ମନୋରଞ୍ଜନର ଗୋଟିଏ ମାଧ୍ୟମ ସୋସିଆଲ ମିଡ଼ିଆକୁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କାହିଁକିନା ଏହା ମାଧ୍ୟମରେ ଲୋକେ ଘରେ ବସି ବସି ଅନେକ ଖବର ବିଷୟରେ ସୂଚନା ପାଇ ପାରୁଛନ୍ତି ଏବଂ ଏହାର ମଜା ମଧ୍ୟ ନେଉଛନ୍ତି । ବର୍ତ୍ତମାନର ଦୁନିଆଁରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି । ଆଉ ସେଗୁଡ଼ିକୁ ଦେଖି ଲୋକେ ନିଜର ସମୟ ମଧ୍ୟ ଅତିବାହିତ କରୁଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଯେ, କେବେ କେବେ ସୋସିଆଲ ମିଡିଆରେ ଖେଳ ଚ୍ୟାଲେଞ୍ଜ ଆସିଥାଏ , ଆଉ ସେଗୁଡ଼ିକରେ ଅନେକ କୌତୁକିଆ ଜିନିଷ ମଧ୍ୟ ରହିଥାଏ । ସେଗୁଡିକ ମଧ୍ୟରୁ ଜୀବଜନ୍ତୁ , ମଣିଷ ଆଦିକୁ ଖୋଜି ବାହାର କରିବାର ଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ସେଭଳି କିଛି ଜିନିଷ ନେଇ ଆସିଛୁ । ଆସନ୍ତୁ ସେ ବିଷୟରେ ଜାଣିବା ।

ଏଭଳି ଚ୍ୟାଲେଞ୍ଜ ଗୁଡିକ ସମସ୍ତ ମନରେ କୌତୁହଳ ଭରି ଦେଇଥାଏ । ସମସ୍ତେ ଏହାକୁ କରିବାପାଇଁ ଆଗଭର ହୋଇ ରହିଥାନ୍ତି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନେଇଥାନ୍ତି । ତେବେ ଏଭଳି ଜିନିଷରେ ପ୍ରାୟତଃ ୯୦ ପ୍ରତିଶତ ଲୋକ ବିଫଳ ହୋଇ ଯାଆନ୍ତି । କାରଣ ଏଗୁଡିକ କରିବା ସହଜ ହୋଇନଥାଏ ।

ଫୋଟ ମଧ୍ୟରେ ଲୁଚି ରହିଥିବା ଜୀବଜନ୍ତୁ କିମ୍ବା ଅନ୍ୟ କୌଣସି ଜିନିଷକୁ ଖୋଜି ପାଇବା ଅତ୍ୟନ୍ତ କାଠିକର ପାଠ ହୋଇଥାଏ । କାରଣ ଫୋଟରେ ଏଗୁଡିକ ସମ୍ପୂର୍ଣ୍ଣ ଭାବରେ ମିଶି ଯାଇଥାଏ । ତେବେ ସେ ଯାହା ବି ହେଉ ନା କାହିଁକି ବହୁତ କମ୍ ଲୋକ ମଧ୍ୟ ଏହାକୁ ଖୋଜି ପାଇବାରେ ସଫଳ ହେଉଛନ୍ତି ଆଉ ନିଜର ଜ୍ଞାନ ପରୀକ୍ଷା କରୁଛନ୍ତି । ତେବେ ତାହା କଣ ରହିଛି , ଆସନ୍ତୁ ଜାଣିନେବା ।

 

ତେବେ ଆପଣ ମାନେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫୋଟକୁ ଦେଖନ୍ତୁ । ଆପଣଙ୍କୁ ଏହା ଚାରିଆଡ଼େ ସମାନ ଲାଗିବ । ଲାଗିବ କି ଚାରିଆଡେ ସମାନ ଅଛି , କେଉଁଠି ମଧ୍ୟ ପେଚା ଦେଖା ଯାଉନାହିଁ । କିନ୍ତୁ କେବଳ ବୁଦ୍ଧିମାନ ଲୋକମାନେ ଏହି ପେଚା ବିଷୟରେ ଜାଣିପାରିବେ । କିନ୍ତୁ ସାଧାରଣତଃ ଏହି ଫୋଟକୁ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ ଆଉ ଆପଣ କିଛି ମଧ୍ୟ ଜାଣିପାରିବେ ନାହିଁ । ଆପଣଙ୍କ ମୁଣ୍ଡ ମଧ୍ୟ ବୁଲାଇଦେବ । ତେବେ ଏହି ଫୋଟଟିକୁ ଆଇପିଏସ ଅଫିସର ଧରମଇଫସ ଏଚପି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫୋଟଟିକୁ ସେୟାର କରି ସେ ଏଥିରେ ଲୁଚି ରହିଥିବା ପକ୍ଷୀକୁ ଖୋଜିବା ପାଇଁ କହିଛନ୍ତି ।

ଫୋଟଟିକୁ ଲୋକମାନେ ଦେଖିବା ପରେ ଏହାର ମଜା ଉଠାଇବାକୁ ଆଦୌ ପଛାଇ ନଥିଲେ । ତୁରନ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ନେଇଥିଲେ । କିନ୍ତୁ ପକ୍ଷୀକୁ ଖୋଜିଲା ବେଳକୁ ସମସ୍ତଙ୍କର ମୁଣ୍ଡ ବୁଲାଇବା ଆରମ୍ଭ କରିଥିଲା । ତେବେ ବିଳମ୍ବ ନ କରି ଆସନ୍ତୁ ପେଚାଟି କେଉଁଠି ଲୁଚି ବସିଛି , ସେ ବିଷୟରେ ଜାଣିନେବା । ଆପଣ ମାନେ ଯଦି ବୁଦ୍ଧିମାନ ହୋଇଥିବେ , ତେବେ ସହଜରେ ଏହି ପେଚାକୁ ଖୋଜି ପାଇଯିବେ । ତେବେ ଭଲ ଭାବରେ ଟିକିଏ ଦେଖନ୍ତୁ , ପେଚା ଗଛ ଗହଣରେ ଲୁଚି ବସିଛି । ଗଛର ରଙ୍ଗ ଆଉ ପେଚାର ରଙ୍ଗ ସମାନ ହୋଇଥିବାରୁ କେହି ବି ସହଜରେ ପେଚାକୁ ଖୋଜି ପାଇ ପାରିନାହାଁନ୍ତି।

Leave a Reply

Your email address will not be published. Required fields are marked *