ହାଜ-ତରେ ଅପ-ରାଧୀର ମୃ-ତ୍ୟୁ, ମୃ-ତ ସ୍ୱାମୀର ଶ-ବକୁ ନେଇ ଭିଡା ଓଟରା ହେଲେ ଦୁଇ ମହିଳା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜର ଅନେକ ସ୍ଥାନରେ ଅନୈତିକ ଅପ-ରାଧର ଛାପ ରହିଛି। ଦିନକୁ ଦିନ ଅପ-ରାଧର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ଚୋ-ରି, ହ-ତ୍ୟା, ଅପ-ହର-ଣ ଓ ବଳା-ତ୍କାର ଭଳି ମା-ମ-ଲା ସାମ୍ନାକୁ ଆସୁଛି। ତେବେ ଅନେକ ଲୋକ ଏଥିରେ ବିନା ଦୋ-ଷରେ ଜୀବନ ହରାଉଛନ୍ତି। ଅପ-ରାଧକୁ କମେଇବା ପାଇଁ ପୋଲିସକୁ ନିୟୋଜିତ କରାଯାଇଥିଲେ ମଧ୍ୟ ପୋଲିସ ଅପ-ରାଧକୁ ରୋକିପରେ ନାହିଁ।

ତେବେ ଭୁବନେଶ୍ୱରର ବଡଗଡ ଥା-ନା ହା-ଜ-ତରେ ଗି-ରଫ କରାଯାଇଥିବା ଏକ ଅପ-ରାଧୀର ହାଜ-ତରେ ମୃ-ତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ମୁଖ୍ୟକଥା ହେଉଛି ମୃ-ତ ବ୍ୟକ୍ତିଙ୍କ ଶ-ବକୁ ନେବା ପାଇଁ ଦୁଇ ଦୁଇ ଜଣ ମହିଳା ଉପସ୍ଥିତ ହୋଇଥିଲେ। ଯାହାକୁ ନେଇ ପୋ-ଲି-ସ ଦ୍ଵନ୍ଦରେ ପଡି ଯାଇଥିଲା। ତେବେ ମୃ-ତ ଶରୀରକୁ ନେବା ପାଇଁ ଜଣେ ସକାଳ ସମୟରେ ଆସିଥିବା ବେଳେ ଆଉ ଜଣେ ମହିଳା ଅପରାହ୍ନ ସମୟରେ ଆସି ପହଂଚି ଥିଲେ।

ତେବେ ଜଣେ ମହିଳା ପତିଙ୍କ ନାମ ଦେବେନ୍ଦ୍ର ଚୌଧୁରୀ କହୁଥିବା ବେଳେ ଅନ୍ୟ ଜଣେ ମହିଳା ପ୍ରତାପ ସାହୁ ବୋଲି କହିଥିଲେ। ଯାହାକି ଏକ ଭିନ୍ନ ମୋଡ଼ ନେଇଥିଲା। ଖବର ଅନୁସାରେ ବଡଗଡ଼ ଥା-ନା ଅଧିକାରୀ ପ୍ରତାପଙ୍କୁ ତାଙ୍କ ଅପରାଧ ପାଇଁ ପୋ-ଲିସ ରାସ୍ତା କଡରୁ ଉଠେଇ ନେଇଥିଲା। ଏହାପରେ ପ୍ରତାପଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃ-ତ ଘୋଷିତ କରିଥିଲେ।

ତେବେ ସେଠାରେ ପ୍ରତାପଙ୍କ ଶ-ବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃ-ତ ଶରୀରକୁ ପରିବାର ଲୋକଙ୍କୁ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଦୁଇ ଜଣ ମହିଳା ଆସି ପହଞ୍ଚି ଥିଲେ ଏବଂ ଦୁହେଁ ପ୍ରତାପଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଉଭୟ ମହିଳାଙ୍କ ମଧ୍ୟରେ ବଚସା ହେବା ଦେଖି ପୋ-ଲି-ସ କାହାରିକୁ ଶ-ବ ହସ୍ତାନ୍ତର ନକରି ନିଜ ପକ୍ଷରୁ ସତ୍ୟ ନଗର ମଶାଣିରେ ଦାହ କରିଥିଲା।

ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଅଭି-ଯୁକ୍ତକୁ ପୋ-ଲି-ସ ହ-ତ୍ୟା କରିଛି। ସତ ଓଗାଳିବା ସମୟରେ ପୋ-ଲି-ସ ନିଶ୍ଚିତ ଥା-ର୍ଡ ଡିଗ୍ରୀ ଅପ୍ଲାଇ କରିଥିବ ଯେଉଁ କାରଣରୁ ଆ-ରୋ-ପୀର ମୃ-ତ୍ୟୁ ଘଟିଥିବ। କିନ୍ତୁ କହି ରଖୁଛୁ ଯେ ବଡଗଡ଼ ଥା-ନା ପରିସରରେ ଅନେକ ସିସିଟିଭି କ୍ୟାମେରା ଲାଗିଛି। ଯଦି ଏହା ସତ ହୋଇଥିବ ତେବେ ନିଶ୍ଚିତ ଜଣା ପଡିଯିବ।

Leave a Reply

Your email address will not be published. Required fields are marked *