ନା ଖାଇବାର ଠିକଣା ଥିଲା, ନା ମୁଣ୍ଡ ଉପରେ ଛାତ ଥିଲା, କିନ୍ତୁ ଭିକାରି କରିଛନ୍ତି ୭ ବିବାହ

ନା ଖାଇବାର ଠିକଣା ଥିଲା ନା ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଟିଏ ଥିଲା । ତଥାପି ଶାଦିଲାଲ କରିଛନ୍ତି ଗୋଟାଏ କିମ୍ଵା ଦୁଇଟି ନୁହେଁ ୭ଟି ବିବାହ । ଜବଲପୁରରେ ଏଭଳି ଜଣେ ଭିକାରିକୁ ଧରାଯାଇଛି ଯିଏ ଗୋଟେ ପରେ ଗୋଟେ ବିବାହ କରିଯାଉଥିଲା । ଆଉ ଗୋଟାଏ ପରେ ଗୋଟାଏ ବିବାହ କରି ମୋଟ ୭ ଜଣଙ୍କୁ ସେ ବାହା ହୋଇ ସାରିଥିଲା । ବିବାହ ଭି ଏମିତି ଯେ ସେ ନା ସାତଫେରା ନେଇଛି ନା କୌଣସି ରୀତିନୀତି କିମ୍ଵା ବିଧି ପାଳନ କରିଛି । ବିବାହ କରିବାର ସୌକ୍ ରଖିଥିବା ଶାଦିଲାଲ ଏବେ ପୋ-ଲିସ୍ ହାବୁଡ଼ରେ ଅଛି ।

ପୋ-ଲିସ ତାର ଲକ୍ଷକୁ ପୁରା ହେବାକୁ ଦେଇନଥିଲା । ଶାଦିଲାଲ ଜବଲପୁର ର ଧମାପୂରରୁ ଦୁଇଜଣ ନା-ବାଳିକା ଭଉଣୀଙ୍କୁ ବହାଲାଇ ଫୁସୁଲାଇ ତାଙ୍କୁ ନିଜ ସହିତ ନେଇ ଯାଇଥିଲା । କିନ୍ତୁ ପୋଲିସ୍ ତାର ଲକ୍ଷ୍ୟକୁ ପୁରା ହେବାକୁ ଦେଇ ନଥିଲା । ତେବେ ସୂଚନା ଥାଉ କି ବିବାହ କରିବାର ଏମିତି ସୌକ୍ କୌଣସି କାହାଣୀରେ ରାଜା ମହାରାଜାଙ୍କ ସହିତ ମିଶୁଛି ।

ଶାଦିଲାଲ ଜଣେ ଭିକାରି ଅଟେ । ଭିକ ମାଗି ଚଳୁଥିବା ଶାଦିଲାଲଙ୍କ ଅସଲି ନାଆଁ ରାଜେଶ ବାସୁଦେବ । ରାଜେଶ ପାଖରେ ୨ପଟ ରୁଟିର ଠିକଣା ନାହିଁ । କିନ୍ତୁ ସେ ଗୋଟେ ପରେ ଗୋଟେ ୭ଟି ବିବାହ କରି ସାରିଛି । ଦୁଇ ଜଣ ନା-ବାଳିକାଙ୍କୁ ଅପହ-ରଣ କରିବାର ଘ-ଟଣା ଜବଲପୁରର ଧମାପୂର ଥା-ନା ଇଲାକାର ଅଟେ । ଏଠାରେ ସେ ନିଜ ସହିତ ରହୁଥିବା ସ୍ତ୍ରୀ ସହିତ ମିଶି ରହୁଥିଲା ପରେ ଦୁଇ ଜଣ ନାବାଳିକା ଝିଅଙ୍କୁ ଫ-ସାଇ ଦେଇଥିଲା ।

ତାଙ୍କୁ ନିଜ ସହିତ ନେଇଗଲା । ଏବଂ ବଡ଼ ଭଉଣୀ ମଥାରେ ସିନ୍ଦୂର ଦେଇ ବିଧି ଅନୁସାରେ ବିବାହ କରିନେଲା । ଏହାରି ଭିତରେ ପୋ-ଲିସ୍ କୁ ଦୁଇ ଭଉଣୀଙ୍କ ଅପ-ହରଣ ଘଟ-ଣାର ଖବର ମିଳିଥିଲା । ଘଟ-ଣାର ସ-ନ୍ଧାନ କରୁଥିବା ପୋ-ଲିସ୍ ତ-ଦନ୍ତ କରୁ କରୁ ରାଜେଶଙ୍କୁ ଖୋଜି ଯାଇ ତା ପାଖରେ ପହଞ୍ଚିଥିଲା ।

ଆଉ ସେଠାରେ ଧରା ପଡ଼ିଥିଲା । ପୋ-ଲିସ୍ ୨ଜଣ ଝିଅଙ୍କୁ ଉ-ଦ୍ଧାର କରି ରାଜେଶ ସହିତ ତା ସ୍ତ୍ରୀକୁ ଗିର-ଫ କଲା । ରାଜେଶ୍ କୁ ପଚାରିବାରୁ ଜଣା ପଡିଥିଲା ଯେ ବିଧି ହିସାବରେ ବିବାହ କରିବା ତାର ଗୋଟେ ସୌକ୍ ଥିଲା । ପୋ-ଲିସ ତାକୁ ଅପହ-ରଣ, ଦୁ-ଷ୍କର୍ମ ଆଦି ମାମ-ଲାରେ ଗି-ରଫ କରି କୋର୍ଟ ଚାଲା-ଣ କରିଛି । ତେବେ ଏହି ଘ-ଟଣା ୨୦୨୦ ମସିହା ଜାନୁଆରି ମାସର ଅଟେ ।

Leave a Reply

Your email address will not be published. Required fields are marked *