ମୋ ସ୍ୱାମୀ ପୁରୁଷ ନୁହନ୍ତି ସେ ଜଣେ ଛକା, ବାହାହେଇ ମୁଁ ବର୍ବାଦ ହେଇଗଲି…

ବାର୍ ବାର୍ କହିଲେ ମଧ୍ୟ ସ୍ୱାମୀ ରଖୁନଥିଲା ଶାରୀ-ରିକ ସ-ମ୍ପର୍କ। ସ୍ତ୍ରୀ ଯେତେ କହିଲେ ମଧ୍ୟ ସ୍ୱାମୀ ଶୁଣୁନଥିଲା। ଆଉ ସବୁବେଳେ ରହୁଥିଲା ଦୁରେଇ। ତାପରେ ସ୍ତ୍ରୀ ଯାହା ଜାଣିଲା ତା ପାଦ ତଳୁ ମାଟି ଖସିଗଲା। ସେ ଜାଣିବାକୁ ପାଇଲେ ଯେ ସ୍ୱାମୀ ଜଣେ ନପୁଂ-ସକ।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ମହିଳା ଜଣକ କହିଛନ୍ତି ଯେ,” ମୁଁ ସମ୍ପୂର୍ଣ୍ଣ ନି-ର୍ଦୋଷ। ମୋ ନାମରେ ଏମାନେ ମି-ଛ ଚୋ-ରି ମା-ମଲା ଦାୟର କରିଛନ୍ତି। ଏମାନେ କହିଛନ୍ତି ଯେ ମୁଁ ଏମାନଙ୍କର ସୁନାଗହଣା ଚୋ-ରି କରି ନିଜ ବାପ ଘରକୁ ଚାଲି ଆସିଛି।

କିନ୍ତୁ ପ୍ରକୃତ କଥା ହେଉଛି ମୋର ବାହାଘର ପୁରୀରେ ହୋଇଛି ଏବଂ ବାହାଘରକୁ ମାତ୍ର 16 ଦିନ ହୋଇଛି। ପ୍ରଥମ ଦିନ ଯେତେବେଳେ ମୋର ବାହାଘର ହେଲା ସେତେବେଳେ ସବୁକିଛି ଠିକଠାକ ଥିଲା। ଏପରି ଲାଗୁଥିଲେ ଯେପରିକି ଶାଶୂଘରଲୋକ ବହୁତ ଭଲ। ମୁଁ ବିବାହ କରି ଆସିବାର 1 ଦିନ ପରେ ହିଁ ଶାଶୂଘର ଲୋକ କହିଲେ ତୁ ସବୁ ସୁନା ଗହଣା କାଢି ଦେଇ ଆମକୁ ଦେଇଦେ।

ମୁଁ ମଧ୍ୟ ଆଉ କିଛି କହି ନପାରି ସବୁ ସୁନା ଗହଣା କାଢି ଦେଇଦେଲି। ତାପରେ ମତେ ସେମାନେ କିଛି କଥା ବାର୍ତା କଲେ ନାହିଁ। କେହି ବି ଭଲରେ ମୋ ସହ ମିଶିଲେ ନାହିଁ। ମତେ ବହୁତ ଖରାପ ଲାଗୁଥାଏ କିନ୍ତୁ ତଥାପି ମୁଁ କିଛି କହି ପାରୁନଥାଏ।

ତାପରେ ରିସେପସନ କାମ ସରିଲା। ଯେତେବେଳେ ଚତୁର୍ଥୀ ସମୟ ଆସିଲା ମୋ ସ୍ୱାମୀ ମୋ ଠାରୁ ଦୂରେଇ ରହିବାକୁ ଲାଗିଲେ। ମୁଁ କିଛି ବୁଝି ପାରିଲି ନାହିଁ। ମୁଁ ତାଙ୍କୁ ଡାକିଲି ଆଉ ପଚାରିଲି କିନ୍ତୁ ସେ କିଛି ବି କହିଲେ ନାହିଁ। ମୁଁ ମଧ୍ୟ ଶେଷକୁ ବାଧ୍ୟ ହୋଇ ଶୋଇପଡ଼ିଲି।

ତାପର ଦିନଠୁ ମତେ ସେମାନେ ବହୁତ ଖରାପ ବ୍ୟବହାର କଲେ। ଅନେକ କଥା କହିଲେ। ଯୌ-ତୁକ ଆଣିବାକୁ କହିଲେ। ଶେଷକୁ ମୋ ବାପା ଭାଇଙ୍କୁ ମଧ୍ୟ ଡାକିଲେ। ମୋ ବାପା ଭାଇ ଆସିବା ପରେ ତାଙ୍କ ଆଗରେ ମତେ କହିଲେ ଯେ ତୁ କାହିଁକି ଆମ ପୁଅ ସହ ଶାରୀ-ରିକ ସମ୍ପ-ର୍କ ରଖୁନାହୁଁ।

ତାପରେ ମୋ ବାପାଙ୍କୁ ବହୁତ ଲାଜ ଲାଗିଲା। ଶେଷକୁ ସେ ମତେ କହିଲେ ଯେ ଝିଅ ଯାହା ହୋଇଛି ସହିଯା ଆଉ କ୍ଷମା ମାଗିଦେ। ତାପରେ ମୁଁ ମଧ୍ୟ ସେୟା କଲି। ଏହି ଘ-ଟଣା ଘଟିବାର କିଛି ଦିନ ପରେ ମତେ ଆଉଥରେ ଯୌ-ତୁକ ମାଗିବାକୁ କହିଲେ। ମୁଁ ମନା କରିବାରୁ ମୋ ଘରଲୋକଙ୍କୁ ଫୋନ କରି ମୋ ଶାଶୂ କହିଲେ ଯେ ତୁମ ଝିଅ ଆଉ କାହାକୁ ଭଲ ପାଉଛି। ତାକୁ ଏଠାରୁ ନେଇଯାଅ।

ତାପରେ ମୋ ବାପା ମତେ ସବୁ କଥା ପଚାରିଲେ ମୁଁ କହିଲି ଯେ ବାପା ସବୁ କଥା ମି-ଛ। ପ୍ରକୃତରେ ମୋ ସ୍ୱାମୀ ଜଣେ ନପୁଂ-ସକ। ସେଥିପାଇଁ ସେ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖି ପାରୁ ନାହାନ୍ତି। ଆଉ ମିଛ କଥା କହି ମତେ ବାପଘରକୁ ପଠାଇ ଦେଇଛନ୍ତି। ମୁଁ ଏବେ ନ୍ୟା-ୟ ଚାହୁଁଛି। ମୁଁ ଥାନାରେ ସେମାନଙ୍କ ବିରୋ-ଧରେ ଅଭି-ଯୋଗ ମଧ୍ୟ କରିଛି।”

Leave a Reply

Your email address will not be published. Required fields are marked *