ମାଂସ ହାଣ୍ଡିରୁ ଛେଳି ନେଲା ପ୍ରତିଶୋଧ, ଯିଏ ତାକୁ ମାରିଥିଲା ସେ ତାକୁ ମାରିଦେଲା…

ଛେଳି ନେଲା ହ-ତ୍ୟାକାରୀର ଜୀବନ । ଛେଳିର ମୃତ୍ୟୁ ପରେ ବି ଛେଳିର ଆଖି ଖୋଜି ବୁଲୁଛି ହତ୍ୟା କାରିକୁ । ନିଜର ସ୍ବାର୍ଥ ପାଇଁ ଜଣେ ଯୁବକ ଗୋଟିଏ ଛେଲିକୁ ବଳି ଚଢାଇ ଥିଲେ । ଦର୍ଶକ ବନ୍ଧୁ ପ୍ରଶାସନର ଅନେକ କଟକଣା ପରେ ବି ଏବେ ବି ବଞ୍ଚିଛି ବଳି ପ୍ରଥା । ଯଦିଓ ଏବେ ସେତେ ଟା ବଳି ପ୍ରଥା ଦେଖିବାକୁ ମିଳୁନି ହେଲେ ପ୍ରଶାସନର ନାକ ତଳେ କେଉଁଠି ନା କେଉଁଠି ଏବେ ବି ବଞ୍ଚି ରହିଛି ସେହି ଅନ୍ଧ ବିଶ୍ୱାସ । ଆଧୁନିକତାର ସମୟରେ ମଣିଷ ସମୟ ସାଥିରେ ତାଳ ଦେଇ ବଦଳୁ ଥିଲେ ବି ସମ୍ପୁର୍ଣ୍ଣ ଭାବରେ ମଣିଷ ନିଜର ମାନସିକତା ଆଧୁନିକତାରେ ପରିଣତ କରି ପାରି ନାହିଁ ।

ତେବେ ଅନେକ ସମୟରେ ଦେଖିବାକୁ ମିଳେ କିଛି ପୂଜା ପର୍ବ ଆସିଲେ । ଭଗବାନଙ୍କ ନିକଟରେ ମଣିଷ ନିଜର ସ୍ବାର୍ଥ ପାଇଁ ନିରୀହ ପଶୁ ପକ୍ଷୀଙ୍କୁ ବଳି ଚଢାଇ ଥାଆନ୍ତି । ହେଲେ ବର୍ତ୍ତମାନ ସମୟରେ ଏହା ଧୀରେ ଧିରେ କମି ଆସୁଥିବା ବେଳେ ବି ସମ୍ପୁର୍ଣ୍ଣ ରୂପେ କିନ୍ତୁ କମି ନାହିଁ । ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଏହି ଚକିତ କଲା ଭଳି ଘଟଣା ଟି ସାମ୍ନାକୁ ଆସିଛି ଛତିଶ ଗଡରୁ । ଛତିଶ ଗଡର ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଉପରେ ଛେଳି ନେଇଛି ପ୍ରତିଶୋଧ ।

ସୂଚନା ଅନୁଯାୟୀ ଛେଳି ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବକଙ୍କ ଜୀବନ ନେଇଛି ।ଛେଳିର ମୃତ୍ୟୁ ପରେ ବି ଛେଳି ଯୁବକଙ୍କ ଜୀବନ ନେଇଥିବାରୁ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହଁ ଆଜ୍ଞା ଅନ୍ଧବିଶ୍ୱାସ ପାଇଁ ଗୋଟିଏ ଛେଳିକୁ ବଳି ଚଢ଼ା ଯାଇଥିଲା । ହେଲେ ବଳି ଚଢ଼ା ହେବା ସମୟରେ ଛେଲିଟି ଚାହୁଁନଥିଲା ସେ ମୃତ୍ୟୁ ବରଣ କରୁ ବୋଲି । ଆଉ ଏହା ପରେ ଛେଳି ଟି ବାଧ୍ୟ ରେ ମଣିଷଙ୍କ ସ୍ବାର୍ଥ ପାଇଁ ମୃତ୍ୟୁ ବରଣ କରିଥିଲା ।

ତେବେ ଛେଳି ଟି ବଳି ପଡ଼ିବା ପରେ ସେହି ଛେଳିର ମାଂସ ରନ୍ଧା ଯାଇଥିଲା । ସମସ୍ତେ ବେଶ୍ ଆନନ୍ଦର ସହ ଛେଳିର ମାଂସ ଖାଉଥିଲେ ହେଲେ ଦୁଃଖର କଥା ସେହି ମାଂସ ଖାଇବା ବେଳେ ଛେଳି ଟିର ଆଖିଟି ସେହି ଯୁବକଙ୍କ ତନ୍ତୀରେ ଲାଗିଯାଇଥିଲା । ଆଉ ଏହା ପରେ ସେହି ସ୍ଥାନରେ ହିଁ ଯୁବକଙ୍କ ଜୀବନ ଚାଲିଯାଇଥିଲା । ଆଉ ଏହା ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *