ଶିକ୍ଷକଙ୍କୁ ନିର୍ଧୁମ ଛେଚୀଲେ ଶିକ୍ଷୟିତ୍ରୀ: ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦୁର୍ଘ-ଟଣା ଭାଇରଲ ହୋଇଥାଏ । ତେବେ ତାହା ଘରୋଇ ହେଉ କିମ୍ବା ଅନ୍ୟ କିଛି । କେବଳ ଗୋଟିଏ ଫୋନରେ ସେୟାର ହେବା ମାତ୍ରେ ତାହା ଖୁବଶୀଘ୍ର ମୋବାଇଲ ରୁ ମୋବାଇଲକୁ ଭାଇରଲ ହୋଇଥାଏ । ଯାହାଦ୍ୱାରା ପ୍ରତ୍ୟେକ ଦିନ ଅନେକ ଅଦ୍ଭୁତ ଘଟଣା ଦେଖିବାକୁ ମିଳେ । ଯେମିତି ବର୍ତ୍ତମାନ ସମୟରେ ଜଣେ ଶିକ୍ଷକଙ୍କୁ ମା-ଡ଼ ମରା ଯାଉଥିବାର ଭିଡ଼ିଓ ଭାଇରଲ ହେଉଛି । ତେବେ ଘଟଣାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଏହି ଘଟଣା ମାଲକାନଗିରି ଜିଲ୍ଲାର ଏକ ସ୍କୁଲର ଅଟେ । ଯେଉଁଠି ଜଣେ ଶିକ୍ଷୟିତ୍ରୀ ଅନ୍ୟ ଜଣେ ଶିକ୍ଷକଙ୍କୁ ମାଡ଼ ମାରି-ବାର ଦେଖାଯାଇଛି । ବାସ୍ତବ କଥା ଏହା ଯେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତର ଏମ.ପି.ଭି ୬୫ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ସ୍କୁଲର ଜଣେ

 

ଏପରି କୁହାଯାଇଛି ଯେ ଉଭୟଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ ବର୍ତ୍ତାଳାପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ସେତେବେଳେ ସେଠାରେ ଅନ୍ୟ ଦୁଇ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଶିକ୍ଷୟିତ୍ରୀ ଜଣକ ଏତେ ଉତ୍ତେଜିତ ହୋଇ ଯାଇଥିଲେ ଯେ ଶିକ୍ଷକଙ୍କୁ ମା-ଡ଼ ମା-ରି-ଥିଲେ । ତେବେ ଭିଡ଼ିଓ କେବେକାର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହଁ । ମାତ୍ର ଭିଡ଼ିଓ ଭାଇରଲ ହେବା ପରେ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି କାରଣ ସ୍କୁଲ ଭଳି ସ୍ଥାନରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏପରି କାରନାମା ବାସ୍ତବରେ ସମସ୍ତଙ୍କ ପାଇଁ ନିନ୍ଦନୀୟ ଅଟେ ।

Leave a Reply

Your email address will not be published. Required fields are marked *