ଛାତ ଦୁଲୁକେଇ ଦେଉଛନ୍ତି ତପସ୍ବିନୀ, ଶାନ୍ତିରେ ଶୋଇ ପାରୁ ନାହାଁନ୍ତି ଶାଶୁ ଓ ଶଶୁର। ଦେଖନ୍ତୁ ଏହି ଭିଡ଼ିଓ।

ବହୁ ଚର୍ଚ୍ଚିତ କେସ ତପସ୍ବିନୀ ଓ ସୁମିତଙ୍କ ପାରିବାରିକ ମା-ମ-ଲା ଥମି ନାହିଁ। ଆଜି ମଧ୍ୟ ସେମାନଙ୍କ କେ-ସ ଚାଲିଛି। ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ପାରିବାରିକ କଲହର କୌଣସି ସମାଧାନ ବାହାରି ପାରି ନାହିଁ। ହାଇକୋର୍ଟରେ ପହଞ୍ଚିଲେ ସୁମିତ, ସମସ୍ତଙ୍କ ସମ୍ମୁଖରେ ନୁହେଁ ବରଂ ଅନ୍ତର ଭିତରେ କାନ୍ଦୁଛନ୍ତି ସୁମିତ।

ଦୀର୍ଘ ୪୮ ଦିନର ଯୁ-ଦ୍ଧ ପରେ ତାପସ୍ୱିନୀ ଜିଲ୍ଲା କୋର୍ଟରେ ନ୍ୟା-ୟ ପାଇଥିଲେ। ତେବେ କୋର୍ଟ ନିର୍ଦ୍ଦେଶ ଅନୁସାରେ ତପସ୍ୱିନୀ ନିଜ ଶଶୁର ଘରେ ରହି ଲଢେଇ ଜାରି ରଖିପାରିବେ। ତେବେ ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇ-ନଗ-ତ ଲ-ଢେ-ଇ ଜାରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲ-ଢେ-ଇ କରୁଥିଲେ। ସୁମିତ ଏବଂ ତପସ୍ୱିନୀଙ୍କ ପାରିବାରିକ ହାଇଡ୍ରାମା କମିବାର ନାମ ନେଉ ନାହିଁ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୁମିତ ଏବଂ ତପସ୍ୱିନୀ ଦୁହେଁ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ କରିଥିଲେ। ହେଲେ ତାଙ୍କ ମଧ୍ୟରେ ଏପରି କଣ ଘଟିଲା ଯେ ବର୍ତ୍ତମାନ ଯେଉଁ କୋର୍ଟରେ ସେ ଦିନେ ହାତ ଧରିଥିଲେ ଆଜି ସେହି କୋର୍ଟରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯିବା ପାଇଁ ଲ-ଢୁଥିଲେ। କେବଳ ସେତିକି ନୁହେଁ ତପସ୍ୱିନୀ ସୁମିତଙ୍କ ଲ-ଢେ-ଇ ନା କେବଳ କୋର୍ଟରେ ଚାଲିଥିଲା ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥିଲା।

ଶ୍ବଶୁର ଘରେ ବୋହୂ ତପସ୍ବିନୀ ରହିବାକୁ ଜିଲ୍ଲା କୋର୍ଟର ଆଦେଶ ଦେବା ପରେ ତପସ୍ବିନୀଙ୍କ ଓକିଲ, ପ୍ରଶାସନିକ ଅଧିକାରୀ, ଜିଲ୍ଲା ମହିଳା ସୁର-କ୍ଷା ଅଧିକାରୀଙ୍କ ଉପସ୍ଥିତିରେ ତାପସ୍ୱିନୀ ନିଜ ଶଶୁର ଘରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଏହି କେ-ସ ନୂଆ ମୋଡ଼ ନେଇଛି। ସୁମିତଙ୍କ ଓକିଲ ତପସ୍ବିନୀ ଙ୍କ ନାମରେ ଆଉ ଏକ ବଡ଼ ଅଭି-ଯୋଗ ଆଣିଛନ୍ତି। ସୁମିତ ଙ୍କ ଘରେ ରହୁଥିବା ସୁମିତଙ୍କ ବାପା ଓ ବୋଉ ଖୁସି ନଥିବା କଥା କହିଛନ୍ତି।

ତପସ୍ବିନୀ ଛାତ ଉପରେ ଘରେ ରହୁଥିବା ବେଳେ ସୁମିତଙ୍କ ବାପା ଓ ଵୋଉ ତଳ ଘରେ ରୁହନ୍ତି। ତେବେ ତପସ୍ବିନୀ ଲାଉଡ଼ ମ୍ୟୁଜିକ ବଜେଇ ଛାତ ଦୁଲ ଦୁଲ କରୁଥିବା ଅଭି-ଯୋଗ କରିଛନ୍ତି ସୁମିତଙ୍କ ବାପା। କେବଳ ସେତିକି ନୁହେଁ ଘରକୁ ଅଜଣା ଲୋକଙ୍କୁ ଆଣି ଭର୍ତି କରୁଛନ୍ତି। ଠାକୁର ପୂଜା ସମୟରେ ରୋଷେଇ କରୁଥିବାର ବାହାନା କରି ଜୋରେ ହେମ ଦସ୍ତା ଛେଚୁଛନ୍ତି।

କୋର୍ଟର ଦେଇଥିବା ପିଟି-ସନ ଅନୁଯାୟୀ ସୁମିତ ଯେଉଁ ଅଞ୍ଚଳରେ ଚାକିରୀ କରୁଛନ୍ତି ସେହି ସ୍ଥାନରେ ଏକ ଭଡା ଘର ଖୋଜି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବହୁ କଷ୍ଟରେ ଏକ ଭଡା ଘର ମିଳିବା ପରେ ପ୍ରୋଟେକ୍ସନ ଅଫିସର ଏବଂ ସ୍ଥାନୀୟ ପୋ-ଲି-ସ ଏବଂ ତାପସ୍ବିନୀ ଙ୍କୁ ଡାକ ମାଧ୍ୟମରେ ଜଣେଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଘର ଭଲ ନାହିଁ ବୋଲି କହି ତପସ୍ବିନୀ ମନା କରି ଦେଇଥିଲେ।

ସୁମିତଙ୍କ ଓକି-ଲଙ୍କ କହିବାନୁଯାୟୀ ତାପସ୍ବିନୀ ଜାଣିଶୁଣି କେସକୁ ଲମ୍ବା କରୁଛନ୍ତି। ସେ ଚାହୁଁ ନାହାଁନ୍ତି ଯେ କେ-ସ ଜଲ୍ଦି ସମାଧାନ ହେଉ। ସେ ଉଭୟ କୋର୍ଟ ଓ ତାଙ୍କ କ୍ଲାଇଣ୍ଟ ସୁମିତ ଙ୍କ ସମୟ ନଷ୍ଟ କରୁଛନ୍ତି।

Leave a Reply

Your email address will not be published. Required fields are marked *