ମ-ଦ ପିଇ ଶୁଭଲକ୍ଷ୍ମୀ ରଖୁଥିଲେ ଶାରି-ରୀକ ସ-ମ୍ପର୍କ,ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ଭାବି କରୁଥିଲେ ଗ-ର୍ଭନ-ଷ୍ଟ।

ଶୁଭଲକ୍ଷ୍ମୀ ମ-ଦ ପିଇ ସବୁବେଳେ ମୋ ସହ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ। ଯେତେବେଳେ ମଦ ପିଅନ୍ତି ଶୁଭଲକ୍ଷ୍ମୀ ସେତେବେଳେ ମୋ ସହ ରଖନ୍ତି ଶାରୀ-ରିକ ସ-ମ୍ପର୍କ । ଥରେ ନୁହେଁ କି ଦୁଇ ଥର ନୁହେଁ ଅନେକ ଥର ଶୁଭଲକ୍ଷ୍ମୀ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଛନ୍ତି। ଦର୍ଶକ ବନ୍ଧୁ ପୁରୀ ଜିଲ୍ଲାର ଶୁଭଲକ୍ଷ୍ମୀ ପ୍ରଥମେ ଛୁଆକୁ ନେଇ ନ୍ୟା-ୟ ପାଇଁ ସ୍ୱାମୀ ଘର ସାମ୍ନାରେ ଧାରଣାରେ ବସିଥିଲେ। କହୁଥିଲେ ମୁଁ ମୋ ସଙ୍ଖା ସିନ୍ଦୁର ଚାହେଁ ମୁଁ ଚାହେଁ ମୋ ସ୍ୱାମୀ ମତେ ସ୍ତ୍ରୀ ଓ ମୋ ପୁଅକୁ ଛୁଆ ରୂପେ ଗ୍ରହଣ କରୁ।ସ୍ୱାମୀ ଘର ଆଗରେ ଶୁଭଲକ୍ଷ୍ମୀ ଧାରଣାରେ ବସିଥିବା ବେଳେ ନ୍ୟା-ୟ ପାଇଁ ସେପଟେ ସାମ୍ନାକୁ ଆସିଥିଲେ ଦ୍ୱିତୀୟ ସ୍ୱାମୀ।

ଆଉ ଦ୍ୱିତୀୟ ସ୍ୱାମୀ ଗଣ ମାଧ୍ୟମ ସମ୍ମୁଖରେ ଯାହା ପ୍ରତି-କ୍ରିୟା ରଖିଥିଲେ ତାହା ସମସ୍ତଙ୍କୁ ସ୍ତଦ୍ଭ କରିଦେଇଥିଲା। ଦ୍ୱିତୀୟ ସ୍ୱାମୀ କହିଥିଲେ ମୁଁ ହେଉଛି ଶୁଭ ଲକ୍ଷ୍ମୀଙ୍କ ସ୍ୱାମୀ। ମୁଁ ଶୁଭଲକ୍ଷ୍ମୀଙ୍କୁ ମନ୍ଦିରରେ ବିବାହ କରିଛି ଆଉ କେବଳ ଏତିକି ନୁହେଁ ଶୁଭଲକ୍ଷ୍ମୀଙ୍କ ସହ ମୁଁ ଦୀର୍ଘ ଦିନ ଧରି ଶାରୀ-ରିକ ସ-ମ୍ପର୍କ ରଖିଥିବା ବେଳେ ଆମେ ବର୍ଷ ବର୍ଷ ଏକାଠି ସାଥିରେ ରହିଛୁ। ଏମିତି ସାଂଘା-ତିକ ଘ-ଟଣା ସାମ୍ନାକୁ ଆସିବା ପରେ ସେପଟେ ଭାଇରାଲ ହୋଇଥିଲା ଶୁଭଲକ୍ଷ୍ମୀଙ୍କ ଗ-ର୍ଭନ-ଷ୍ଟ କରିବାର ଭିଡିଓ।

ସେପଟେ ଶୁଭଲକ୍ଷ୍ମୀଙ୍କ ଦ୍ୱିତୀୟ ସ୍ୱାମୀ କହୁଥିବା ଯୁବକ ଜଣଙ୍କ କାନ୍ଦି କାନ୍ଦି ଗଣମାଧ୍ୟମରେ କହିଛନ୍ତି କି ଯେତେବେଳେ ଶୁଭଲକ୍ଷ୍ମୀ ଏକ ନମ୍ବର ମ-ଦ ପିଅନ୍ତି ସେତେବେଳେ ସେ ମୋ ସହ ଶାରି-ରୀକ ସ-ମ୍ପର୍କ ରଖନ୍ତି। ଆଉ ପ୍ରତ୍ୟକ ମାସରେ ସେ ମୋ ପାଖରୁ ମୋଟା ଅଙ୍କର ଟଙ୍କା ନେଇ ମୋ ଅଜାଣତରେ ମୋ ଛୁଆଙ୍କୁ ଗ-ର୍ଭ ଭିତରେ ହିଁ ମା-ରି ଦିଅନ୍ତି। କେବଳ ଏତିକି ନୁହେଁ ଯୁବକ ଜଣଙ୍କ ଆହୁରି କହିଛନ୍ତି କି ଗୋଟିଏ କି ଦୁଇଟି ଛୁଆ ନୁହେଁ ଗୋଟି ଗୋଟି କରି ଆଠଟି ଛୁଆ ଆଠ ଥର ନ-ଷ୍ଟ କରିଛି ଶୁଭଲକ୍ଷ୍ମୀ। ଆଉ ଛୁଆ ନ-ଷ୍ଟ କରିବା ପରେ ମତେ କହୁଥିଲା ମୁଁ ମା ହେବାକୁ ଚାହୁଁନି।

ମୁଁ ମନେ ମନେ କା-ନ୍ଦୁଥିଲି ମୋ ଛୁଆକୁ ଦୁନିଆର ଆଲୋକ ଦେଖାଇବା ପୂର୍ବରୁ ଶୁଭଲକ୍ଷ୍ମୀ ଯେଉଁ ଭଳି ଭାବରେ ମା-ରି ଦେଉଥିଲା ତାହା ମୁଁ ଜାଣି ପାରୁନଥିଲି। ଆଉ ଯେତେବେଳେ ମୁ ଜାଣିଲି ମୋ ଛୁଆକୁ ଶୁଭଲକ୍ଷ୍ମୀ ମା-ରି ଦେଉଛି ବୋଲି ମୁଁ କା-ନ୍ଦି କା-ନ୍ଦି ଚୁପ ରହିଲି। ମୁଁ ପ୍ରତି-ବାଦ କଲେ ଶୁଭ ଲକ୍ଷ୍ମୀ ମତେ ମା-ରି ଦେବାକୁ ଧ-ମକ ଦେଉଥିଲା ଆଜ୍ଞା। ମତେ କହୁଥିଲା ତାର ଛୁଆ ଦରକାର ନାହିଁ ବୋଲି। ସେ ମା ହେବାକୁ ଚାହେଁନି ବୋଲି। ଆଉ ଯେତେବେଳେ ମୋ ଠାରୁ ଲୁ-ଟି ଲୁ-ଟି ସବୁ ଟଙ୍କା ନେଇଗଲା ସେତେବେଳେ ମତେ ଛାଡି ତାର ପ୍ରଥମ ସ୍ୱାମୀ କଥା ମନେ ପଡିଥିଲା। ମତେ ଛାଡି ସେ ଚାଲିଗଲା ତା ପ୍ରଥମ ସ୍ୱାମୀ ପାଖକୁ।

ଆମେ ପୁରୀର ଅନେକ ସ୍ଥାନରେ ଦୁହେଁ ଏକାଠି ରହିଛୁ। ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ମଧ୍ୟ ଏହି କଥା ଜାଣନ୍ତି। ଆଉ ଶୁଭଲକ୍ଷ୍ମୀଙ୍କ ପରିବାରରେ ଯେତେବେଳେ ଟଙ୍କା ଆବଶ୍ୟକତା ପଡ଼େ ମୁଁ ସବୁବେଳେ ତାଙ୍କ ପରିବାର ଲୋକଙ୍କୁ ଟଙ୍କା ଦିଏ। ହେଲେ ଶୁଭଲକ୍ଷ୍ମୀ ମୋ ବିଶ୍ୱାସ ସହ ଖେଳ ଖେଳୁ ଥିଲା। ଶୁଭଲକ୍ଷ୍ମୀ ମୋ ବିଶ୍ୱାସ ଭରସା କୁ ଭାଙ୍ଗି ମୋ ସହ ପ୍ରତା-ରଣା କଲା। ଆଉ ଶେଷରେ ମତେ ପ୍ରତ୍ୟକ ମୁହୂର୍ତ୍ତରେ ମି-ଛ କହିଲା। କେତେବେଳେ କହୁଥିଲା ମୁଁ ମା ହେବାକୁ ଚାହୁଁନି ତ ଆଉ କେତେବେଳେ କହୁଥିଲା ପେଟ ଗରମରୁ ଗ-ର୍ଭ ନ-ଷ୍ଟ ହୋଇଗଲା। ଦୁଇମାସ ଛୁଆକୁ ପେଟରେ ରଖି ମତେ କହୁଥିଲା ପେଟ ଗରମ ପାଇଁ ଛୁଆ ନ-ଷ୍ଟ ହୋଇଗଲା ବୋଲି। ହେଲେ ମୁଁ ବୋକାଟା ତାର ମନର କଥା ତା ଛଳନା ବୁଝି ପାରୁନଥିଲି। ମୁଁ ସବୁବେଳେ ତାକୁ ଅନ୍ଧ ପରି ଭଲ ପାଇ ବିଶ୍ୱାସ କରି ଆସୁଥିଲି ହେଲେ ଶୁଭଲକ୍ଷ୍ମୀ ମୋ ବିଶ୍ୱାସରେ ବି-ଷ ଦେଇଦେଲା।

ଏପରି ଅଭି-ଯୋଗ ଆଣି ଯୁବକ ଜଣଙ୍କ ଗଣ ମାଧ୍ୟମରେ କା-ନ୍ଦି କା-ନ୍ଦି ନିଜ ମନର କଥା କହୁଥିବା ବେଳେ ଘଟଣାକୁ ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ଯେତେବେଳେ ଛୁଆ ରୁହେ ସେତେବେଳେ ପ୍ରଥମେ ଶୁଭଲକ୍ଷ୍ମୀ ରଚନ୍ତି ଏକ ବାହାନା। ସ୍ୱାମୀଙ୍କୁ କୁହନ୍ତି ମୋର ପେଟରେ ଛୁଆ ଅଛି ମତେ ଟଙ୍କା ପଠାଅ। ହେଲେ ଯେତେବେଳେ ମୁଁ ମୋଟା ଅଙ୍କର ଟଙ୍କା ପଠାଏ ସେହି ଟଙ୍କାରେ ଶୁଭଲକ୍ଷ୍ମୀ ମୋ ଛୁଆକୁ ଗୋଟି ଗୋଟି କରି ଆଠ ନ-ଷ୍ଟ କରିଦେଇଥିଲେ। ଆଉ ମୁଁ ଯେବେ ପଚାରୁଥିଲି ମତେ କହୁଥିଲେ ପେଟ ଗରମରୁ ଛୁଆ ନ-ଷ୍ଟ ହୋଇଗଲା।ମୋ ବିଶ୍ୱାସରେ ଶୁଭ ଲକ୍ଷ୍ମୀ ବି-ଷ ଦେଇଛି ତେଣୁ ମୁଁ ଚାହୁଁଛି ଆଇନ ଶୁଭଲକ୍ଷ୍ମୀଙ୍କୁ ଉଚିତ ଦ-ଣ୍ଡ ଦେଉ। ମୁଁ ନ୍ୟା-ୟ ପାଇଁ ସବୁଆଡେ ଧାଉଁଛି ଆଉ ଏପରିକି ମୁଁ ଲୁ-ଚିକି ରହୁଛି। ଶୁଭଲକ୍ଷ୍ମୀ ମତେ ମା-ରିଦେବ ବୋଲି ଧ-ମକ ବି ଦେଉଛି ବୋଲି ଦ୍ୱିତୀୟ ସ୍ୱାମୀ କହିଛନ୍ତି ।

Leave a Reply

Your email address will not be published. Required fields are marked *