ଗୁପୁଚୁପୁ ଦୋକାନୀ ଗୁ-ଟୁଖା ଖାଉଥିଲା ତା ପରେ କଣ ହେଲା ଜାଣନ୍ତୁ।

କୁହାଯାଏ ଖାଦ୍ୟକୁ ସବୁବେଳେ ପରିଷ୍କାର କରିବା ଆବଶ୍ୟକ। ହେଲେ ଅନେକ ସମୟରେ ଗୁପୁଚୁପୁ ଓ ଦହିବରା ରୋଡ଼ ସାଇଡ଼ରେ ବିକ୍ରି କରୁଥିବା ଗୁପୁଚୁପୁ ଓ ଦହି ବରା ବିକାଳି ଅନେକ ନିୟମ ଉଲଂ-ଘନ କରିଥାନ୍ତି। ଆଉ ଯାହାକୁ ନେଇ ଫୁଡ଼ ଡିପାର୍ଟମେଣ୍ଟ ଚଢ଼ାଉ କରି ଖାଦ୍ୟର ମାନ ଓ ପରିଷ୍କାର ପରିଛନତା ପ୍ରତି ଦୃ-ଷ୍ଟି ଦିଅନ୍ତି। ନିକଟରେ କଟକର ଏକ ଅଞ୍ଚଳରୁ ଏପରି ଗୁପୁଚୁପୁ ସାମ୍ନାକୁ ଆସିଥିଲା ଯାହା ଉପରେ ଫୁଡ଼ ଡିପାର୍ଟମେଣ୍ଟ ଚଢ଼ାଉ କରି ମୋଟା ଅଙ୍କର ଜୋରି ମାନା ମଧ୍ୟ ଆଦାୟ କରିଥିଲା। ତେବେ ଏହାରି ଭିତରେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ କିପରି ଓ କେତେ ପରିଷ୍କାର ଭାବେ ଗୁପୁଚୁପୁ ବିକ୍ରି କରାଯାଉଛି ତାହା ଜାଣିବା ପାଇଁ ଓ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ଅଧିକାରୀ ବୁଲିଥିଲେ ଷ୍ଟଲରୁ ରୁ ଷ୍ଟଲ ଯେଉଁ ଷ୍ଟଲରେ ଖାଦ୍ୟ ଖରାପ ଦେଖିଥିଲେ ସେହିଠାରେ ଫା-ଇନ ଲଗାଇ ଥିଲେ।

ଏହ ସମୟରେ ଏକ ଗୁପୁଚୁପୁ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ପଡିଥିଲା ଅଧିକାରୀଙ୍କ ନଜର। ହଁ ଆଜ୍ଞା ଆଉ ଗୁପୁଚୁପୁ ବିକ୍ରି କରୁଥିବା ବାବୁ ଜଣଙ୍କ ଏପରି ଅବସ୍ଥାରେ ଗୁପୁଚୁପୁ ବିକ୍ରି କରୁଥିଲେ ଯାହା ଜାଣିଲେ ହୁଏତ ଆପଣ ଆଉ ଜୀବନରେ କେବେ ହେଲେ ଗୁପୁଚୁପୁ ଖାଇବେ ନାହିଁ । ଯଦି ଆପଣ ଗୁପୁଚୁପୁ ଖାଇବାକୁ ଅଧିକ ଭଲ ପାଉଥାନ୍ତି ଗୁପୁଚୁପୁ ଯଦି ଆପଣଙ୍କ ପ୍ରିୟ ହୋଇଥାଏ ତାହାଲେ ଏବେ ହିଁ ଘଟ-ଣା ସମ୍ପ-ର୍କରେ ନଜର ପକାନ୍ତୁ। ପ୍ରତ୍ୟକ ମଣିଷଙ୍କର ଗୁପୁଚୁପୁ ବେଶ ପସନ୍ଦ।

ଯେତେବେଳେ ଗୁପୁଚୁପୁ କେହି ଦେଖନ୍ତି ସେତେବେଳେ ଗୁପୁଚୁପୁ ପ୍ରେମୀଙ୍କର ପାଟିରୁ ଆପେ ଆପେ ପାଣି ଆସିଯାଇଥାଏ। ଆଉ କେହି କେହି ଗୁପୁଚୁପୁକୁ ଦେଖିବା କ୍ଷଣି ନିଜର ଲୋଭକୁ ଅଟକାଇ ପାରିନଥାନ୍ତି। ଗୁପୁଚୁପୁ ଦେଖିବା କ୍ଷଣି ଧାଇଁ ଯାଇଥାନ୍ତି ଗୁପୁଚୁପୁ ଦୋକାନ ପାଖକୁ। ଆଉ ଏମିତିରେ ଗୁପୁଚୁପୁ ଛୋଟ ଠୁ ବଡ଼ ବୃଦ୍ଧାଙ୍କ ଠୁ ବୃଦ୍ଧ ସମସ୍ତଙ୍କୁ ଭଲ ଲାଗିଥାଏ। ହେଲେ କିନ୍ତୁ ଝିଅ ମାନଙ୍କର ପ୍ରଥମ ପସନ୍ଦ ଥାଏ ଗୁପୁଚୁପୁ। କଲେଜ ହେଉ କି ସ୍କୁଲ,ମେଳା ହେଉ କି ମାର୍କେଟ ଯେଉଁଠି ଗୁପୁଚୁପୁ ଷ୍ଟଲ ସେଇଠି ଝିଅ ମାନଙ୍କ ଭିଡ଼।

ତେବେ ଗୁପୁଚୁପୁକୁ ଏତେ ଭଲ ପାଉଥିବା ସମସ୍ତେ ଚାହାଁନ୍ତି ଏକ ପରିଷ୍କାର ପରିଛନତା ଜାଗାରୁ ଗୁପୁଚୁପୁ ଖାଇବାକୁ। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଗୁପୁଚୁପୁ ବିକ୍ରି କରୁଥିବା ବ୍ୟବସାୟୀ ଜଣଙ୍କ ଗୁପୁଚୁପୁକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ। ଯାହା ଫଳରେ ଗୁପୁଚୁପୁ ଖାଇବା ପାଟି ପାଇଁ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ତାହା ଖରାପ ହୋଇଥାଏ। ଏ କଥା ଆମେ କହୁନୁ ନିକଟରେ ଯେଉଁ ଭଳି ଭାବରେ କଟକର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲେ ଫୁଡ଼ ବିଭାଗ।

ଗୁପୁଚୁପୁକୁ କେଉଁ ଭଳି ପରିବେଶ ଓ ଗୁପୁଚୁପୁରେ କେଉଁ ପାଣି ବ୍ୟବହାର କରୁଥିଲେ ତାହା କାହାକୁ ଅଛପା ନାହିଁ। ହେଲେ ସମସ୍ତ ଗୁପୁଚୁପୁ ଷ୍ଟଲ ରେ ସେପରି ଦେଖିବାକୁ ମିଳେ ନାହିଁ। ହେଲେ ଗତକାଲି ଫୁଡ଼ ବିଭାଗ ଷ୍ଟଲ ରୁ ଷ୍ଟଲ ଖାଦ୍ୟର ମାନ ପରୀକ୍ଷା କରୁଥିବା ବେଳେ ଦେଖିବାକୁ ମିଳିଥିଲା କି ଯେଉଁ ବ୍ୟବସାୟୀ ଜଣଙ୍କ ଗୁପୁଚୁପୁ ବିକ୍ରି କରୁଥିଲେ ସେ ପାଟିରେ ଗୁ-ଟ୍ଖା ଖାଉଥିଲେ।

ଯାହା ହୁଏତ ଯେତେବେଳେ ବ୍ୟବସାୟି ଜଣଙ୍କ କଥା ବାର୍ତା କରିବେ ତାହା ପାଟିରୁ ବାହାରି ଖାଦ୍ୟରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଥିଲେ ଅଧିକାରୀ ତେବେ କେବଳ ଏତିକି ନୁହେଁ ଗୁପୁଚୁପୁ ବ୍ୟବସାୟୀ କୌଣସି ଗ୍ଲୋବସ କିମ୍ବା ମୁଣ୍ଡରେ କ୍ୟାପ ପିନ୍ଧିନଥିଲେ। ଏହାକୁ ଦେଖି ଖାଦ୍ୟ ପରୀକ୍ଷା କରୁଥିବା ବଡ଼ ବଡ଼ ବାବୁ ମାନେ ଗୁପୁଚୁପୁ ବ୍ୟବସାୟୀ ଙ୍କୁ ତାଗିଦ କରିଥିଲେ କି ଏହା ପରଠାରୁ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ। ଓ ଯେତେବେଳେ ଗ୍ରାହକଙ୍କୁ ଗୁପୁଚୁପୁ ଦେଉଛନ୍ତି ସେତେବେଳେ ଏକ ଦମ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ତାଗିଦ କରିଥିଲେ। ଏହି ସମୟରେ ଅନ୍ୟ ଷ୍ଟଲ ରେ ଥିବା ଅନ୍ୟ ଖାଇବା ମଧ୍ୟ ବୁଲିଦେଖିଥିଲେ। ଓ ଯେଉଁଠି ତ୍ରୁଟି ଦେଖୁଥିଲେ ସେଇଠି ତାଗିଦ କରୁଥିଲେ।

Leave a Reply

Your email address will not be published. Required fields are marked *