ଅଞ୍ଜଳି ଆରୋଡା ସମେତ ଅନ୍ୟ ସେଲିବ୍ରେଟି ହୋଇଥିଲେ MMS ର ଶି-କାର, ଗାଧେଇବା ସମୟରେ ଭିଡ଼ିଓ ହୋଇଥିଲା ଭାଇରାଲ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ସୋସିଆଲ ମିଡିଆ ସମୟରେ କୌଣସି ଖବର ସାରା ଦୁନିଆକୁ ଆସିବାକୁ ଅଧିକ ସମୟ ଲାଗି ନଥାଏ। କିଛି ଲୋକଙ୍କ ଭିଡ଼ିଓ ଭାଇରାଲ ହେବା ଦ୍ୱାରା ରାତାରାତି ଷ୍ଟାର ହୋଇ ଯାଆନ୍ତି ସେହିଭଳି ଆଉ କିଛି ନିନ୍ଦ-ନୀୟ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକି ମୁଁହ ଦେଖେଇ ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ ମଧ୍ୟ ଅଟେ। ଇଣ୍ଟରନେଟ ଓ ମିଡିଆ ମାଧ୍ୟମରେ ଏଭଳି ଖବର ସାମ୍ନାକୁ ଏତେ ଜଲ୍ଦି ଚାଲି ଆସିଥାଏ ଯାହାକି ନିଜର ଶ-ତ୍ରୁ ହୋଇଯାଇଥାଏ ଏହି ସୋସିଆଲ ମିଡିଆ।

ଏହା ଯୋଗୁଁ ଅନେକ ସେଲିବ୍ରେଟି ମାନଙ୍କ ବ୍ୟକ୍ତିଗତ ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଆପଣ ନିକଟ ଅତୀତରେ ଘଟ-ଣା ବିଷୟରେ ଭଲ ଭାବରେ ଜାଣିଥିବେ ଯେ ସୋସିଆଲ ମିଡିଆ ସେଲିବ୍ରେଟି ଅଞ୍ଜଳି ଅରୋରାଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା। ଯେଉଁ କାରଣରୁ ସେ ଅନେକ ସମୟରେ ସାମ୍ନାକୁ ଆସି ଭିଡ଼ିଓ ଭାଇରାଲ ଉପରେ ସଫେଇ ଦେବାକୁ ମଧ୍ୟ ପଡିଥିଲା।

କିନ୍ତୁ ଉକ୍ତ ଭାଇରାଲ ଭିଡ଼ିଓକୁ ନେଇ ଅନେକ ସମୟରେ ମିମ୍ସ ମଧ୍ୟ ବନା ଯାଉଥିବାର ଦେଖିବାକୁ ମିଳୁଛି। ତେବେ ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଏମଏମସ ସୋସିଆଲ ଭିଡ଼ିଓରେ ଭାଇରାଲ ହୋଇଥିଲା।

ଅଞ୍ଜଳି ଆରୋରା

ତେବେ ଅଞ୍ଜଳି ଆରୋରା ସୋସିଆଲ ମିଡ଼ିଆର ଜଣେ ଆକ୍ଟିଭ ସେଲିବ୍ରେଟି ଅଟନ୍ତି। ସେ ନିଜ କ୍ୟାରିୟର ପ୍ରଥମେ ଟିକଟକ ଓ ପରେ ଇଂଷ୍ଟାଗ୍ରାମରେ ରିଲ କରି ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି। ସେ କାଚ୍ଚା ବାଦାମ ଗୀତରେ ରିଲସ କରି ଖୁବ ଭାଇରାଲ ହୋଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଏକ mms ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ସେ ସାମ୍ନାକୁ ଆସି କହିଥିଲେ କି ଭାଇରାଲ ଭିଡ଼ିଓରେ ଯେଉଁ ଝିଅ ଅଛି ସେ ନୁହଁନ୍ତି ବରଂ ତାଙ୍କ ଭଳି ଦେଖା ଯାଉଥିବା ଆଉ ଜଣେ କେହି ଅଟନ୍ତି।

ଅକ୍ସରା ହାସନ

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଝିଅ ଅକ୍ସରା ହାସନ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ତେବେ ୨୦୧୮ ମସିହାରେ ଅକ୍ସରାଙ୍କ ଏକ ବ୍ୟକ୍ତି ଗତ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଉକ୍ତ ଫୋଟରେ ସେ ବିକିନୀ ପିନ୍ଧିଥିବାର ଆପଣ ଦେଖିବାକୁ ପାଇବେ।

ଏଣ୍ଡ୍ରିଆ ଜେରେମିଆ

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଣ୍ଡ୍ରିଆ ଜେରେମିଆ ଜଣେ ସେଲିବ୍ରେଟି ଅଟନ୍ତି। ତେବେ ସେ ଅନିରୁଦ୍ଧ ରବିଚନ୍ଦ୍ରଙ୍କୁ ପ୍ରେମ କରୁଥିଲେ। ତେବେ ଦୁହିଁଙ୍କ ଅତି ନିକଟତର ହେବାର ଅନେକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ଦୁହେଁ ଦୁହିଁଙ୍କ ଓଠକୁ ଚୁମ୍ବନ କରୁଥିବାର ଦେଖିବାକୁ ପାଇବେ।

ହଂସୀକା ମୋଟବାନୀ

ତେବେ ସାଉଥ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ହଂସୀକା ମଧ୍ୟ ଏହି mms ର ଶି-କାର ହୋଇଥିଲେ। ତେବେ ତାଙ୍କର କିଛି ବ୍ୟକ୍ତିଗତ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହାପରେ ସେ ଏହାକୁ ନେଇ ଅଭି-ଯୋଗ ମଧ୍ୟ କରିଥିଲେ।

ତ୍ରିଶା କ୍ରିଷ୍ଣା

ବାହୁବଳି ଅଭିନେତା ରାଣା ଡଗଗୁବତୀଙ୍କ ସହ ତ୍ରିଶା କ୍ରିଷ୍ଣା ଦୀର୍ଘ ସମୟ ଧରି ସ-ମ୍ପର୍କ ରଖିଥିଲେ। ତ୍ରିଶା କୃଷ୍ଣନ୍ ମଧ୍ୟ ସାଉଥର ଏକ ବଡ ହିରୋଇନ। କେବଳ ସେତିକି ନୁହେଁ ସେ ବଲିଉଡ ଫିଲ୍ମ ମଧ୍ୟ କରିଛନ୍ତି। ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଖଟ୍ଟା ମିଠା ଫିଲ୍ମ କରିଥିଲେ। ତେବେ ୨୦୧୮ ମସିହାରେ ନିଜ ପ୍ରେମିକ ସହ ରୋମା-ଣ୍ଟିକ ଫୋଟ ଖୁବ ଭାଇରାଲ ହୋଇଥିଲା।

ନାୟନତାରା

ସାଉଥ ଇଣ୍ଡଷ୍ଟ୍ରିର ବଡ଼ ନାମ ବା ମହାନ ଅଭିନେତ୍ରୀ ନାୟନତାରା ମଧ୍ୟ mms କବଳରୁ ବର୍ତ୍ତି ଯାଇ ନଥିଲେ। ୨୦୧୪ ମସିହାରେ ତାଙ୍କର ଏକ ଫୋଟ ଖୁବ ଭାଇରାଲ ହୋଇଥିଲା। ତେବେ ଉକ୍ତ ଫୋଟରେ ଆପଣ ଦେଖିବାକୁ ପାଇବେ ଯେ କନ୍ନଡ଼ ସୁପରଷ୍ଟାର ସମ୍ଭୁଙ୍କୁ ଚୁ-ମ୍ବନ କରୁଥିଲେ।

ବସୁନ୍ଧରା କଶ୍ୟପ

ତାମିଲ ଅଭିନେତ୍ରୀ ବସୁନ୍ଧରା କାଶ୍ୟପଙ୍କ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଉକ୍ତ ଭିଡ଼ିଓରେ ସେ ନିଜ ବୟଫ୍ରେଣ୍ଡ ସହ ଆ-ପତ୍ତି ଜ-ନକ ଅବସ୍ଥାରେ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *