ପତ୍ନୀର ମୃ-ତ୍ୟୁ ପୂର୍ବରୁ ପତିର ମୃ-ତ୍ୟୁ କାହିଁକି ହୋଇଥାଏ। ଗରୁଡ଼ ପୁରାଣ।

ବନ୍ଧୁମାନେ ଯଦି ଜଣେ ବିବାହିତ ସ୍ୱାମୀର ମୃ-ତ୍ୟୁ ହୋଇଯାଏ। ତେବେ ବେଶୀ ପ୍ରଭାବ ତାର ନିଜ ସ୍ତ୍ରୀ ଉପରେ ହିଁ ପଡ଼ିଥାଏ। ହେଲେ ତାଙ୍କ ସ୍ତ୍ରୀଙ୍କ ଜୀବନ ଆହୁରି କଠିନ କରିବା ପାଇଁ ଆମର ଏହି ସମାଜ ହିଁ ଦାୟୀ ରହିଥାଏ। ଟିକେ ଧ୍ୟାନ ଦିଅନ୍ତୁ କି ମହିଳାଙ୍କର ଏହି ଭୁଲ ବା ଦୋ-ଷରୁ ପୂରୁଷଙ୍କର ବା ତା ସ୍ୱାମୀର ମୃ-ତ୍ୟୁ ହୋଇଥାଏ। ଭଗବାନ କରନ୍ତୁ କୌଣସି ମହିଳା ଏହି ୩ଟି ଭୁଲ କେବେ ନକରନ୍ତୁ ନଚେତ୍ ତାଙ୍କ ସ୍ଵାମୀଙ୍କ ମୃ-ତ୍ୟୁ ଜଲ୍ଦୀ ହୋଇଯାଏ।

ପତି ପତ୍ନୀ ଦୁହେଁ ପରସ୍ପର ସହିତ ଜଡିତ। ଶାସ୍ତ୍ର ଅନୁଯାୟୀ କୁହାଯାଇଛି କି ଜଣେ ବ୍ୟକ୍ତିର ଜୀବନ ଅଧୁରା ସେତେବେଳେ ଯାଏଁ ହୋଇଥାଏ ଯେବେ ଯାଏଁ ସେହି ବ୍ୟକ୍ତିର ବିବାହ ନହୋଇଛି। ସ୍ତ୍ରୀ ତା ସ୍ବାମୀଙ୍କ ଅର୍ଦ୍ଧା-ଙ୍ଗିନୀ ହୋଇଥାଏ। ତେଣୁ ସେ ତାର ସ୍ଵାମୀଙ୍କର ଲମ୍ବା ଆୟୁଷ ପାଇଁ ଏପରି ବହୁ ଚେଷ୍ଟା କରିଥାଏ ଯେପରି ତା ସ୍ବାମୀ ମୃ-ତ୍ୟୁ ଠାରୁ ଦୂରରେ ରହୁ। ଯେପରି ସାବିତ୍ରୀ ବ୍ରତ, କରୱାଚୋଉଥ ବ୍ରତ , ଧାର୍ମିକ ଜାଗାକୁ ଯିବା ଆଦି କରିଥାଏ। ହେଲେ ତଥାପି ଏପରି ଏକ ଭୁଲ ଯାହା ସ୍ତ୍ରୀ କରି ଦେଇଥାଏ।

ଗରୁଡ଼ ପୁରାଣରେ ସ୍ୱାମୀର ମୃ-ତ୍ୟୁ ସ୍ତ୍ରୀର ମୃ-ତ୍ୟୁ ପୂର୍ବରୁ ହେବା ଉପରେ କିଛି ଉପାୟ ବା ନିୟମ ରହିଛି। ଯଦି ନିଜ ସ୍ବାମୀ ପାଇଁ ଆପଣ ବ୍ରତ ରଖନ୍ତି ଓ ଲୁ-ଚି କରି କିଛି ଖାଦ୍ୟ ଖାଇ ଥାଆନ୍ତି। ତେବେ ଏଥିରେ ନିକଟ ଭବିଷ୍ୟତରେ ସ୍ବାମୀଙ୍କ ମୃ-ତ୍ୟୁ ନିଶ୍ଚିତ ହୋଇଯାଏ ନଚେତ୍ ସ୍ବାମୀ ଉପରେ କିଛି ଭାରି କଷ୍ଟ ଆସିଥାଏ। ଏପରି ମହିଳାଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ ସ୍ବାମୀଙ୍କ ଠାରୁ ଦୂରେଇ ରହିବାକୁ ପଡିଥାଏ।

ଶାସ୍ତ୍ର ଅନୁଯାୟୀ କୁହା ଯାଇଛି କି ଯଦି କୌଣସି ନାରୀ ଲୁ-ଚି ଲୁ-ଚି ବ୍ରତ ଭାଙ୍ଗି ଥାଏ ଓ ଏହା କାହାରିକୁ ଜଣା ମଧ୍ୟ ନଥାଏ। ତେବେ ସ୍ୱାମୀର ଯୁବକ ଅବସ୍ଥାରେ ମୃ-ତ୍ୟୁ ହେବାର ଆଶଙ୍କା ରୁହେ। ଏହା ଗରୁଡ଼ ପୁରାଣରେ ମଧ୍ୟ ବର୍ଣ୍ଣିତ କି ଯଦି କେଉଁ ନାରୀକୁ ବ୍ରତ ରଖିବାକୁ ହୋଇଥାଏ ତେବେ ତାକୁ ଭୋଜନ ଗ୍ରହଣ କରିବା ଅନୁଚିତ୍ ହୋଇଥାଏ। ବ୍ରତକୁ ସଫଳତା ପୂର୍ବକ କରିବା ପରେ ହିଁ ବ୍ରତ ଭା-ଙ୍ଗି-ବା ଜରୁରୀ। ଏହା ଦ୍ଵାରା ସ୍ୱାମୀର ଲମ୍ବା ଆୟୁ ହୋଇଥାଏ ଓ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ହୋଇଥାଏ।

କଥା କଥା କରେ ସ୍ବାମୀଙ୍କୁ ମି-ଛ କହିବା, ମି-ଛ ରା-ଣ ପକେଇବା, ଲ-ଢେ-ଇ ଆଦି କରିବା, ନିଜ ମୁହଁରେ ସ୍ବାମୀଙ୍କୁ ଖରାପ ଗା-ଳି ଦେବା ଏହି ସବୁ ଘୋର ପା-ପ ବୋଲି ମାନା ଯାଇଥାଏ। ଏପରି ମାନା ଯାଇଛି କି ନିକଟ ଭବିଷ୍ୟତରେ ଏପରି ସ୍ତ୍ରୀ କୁ ଡ-ର ଦେଖିବାକୁ ମିଳିଥାଏ। ଏହା ସହ ନିଜ ସ୍ୱାମୀର ଯୁବକ ଅବସ୍ଥାରେ ମୃ-ତ୍ୟୁ ହୋଇଯାଏ। ଏପରି ନାରୀକୁ ଗରୁଡ଼ ପୁରାଣ ଅନୁଯାୟୀ ନିଜ ସ୍ବାମୀ ଠାରୁ ଦୂରେଇ ରହିବାକୁ ପଡିଥାଏ କାରଣ ସ୍ବାମୀ ପରମେଶ୍ବରଙ୍କ ରୂପ ହୋଇଥାଏ।

ଗରୁଡ଼ ପୁରାଣ ଅନୁଯାୟୀ ଜଣେ ନାରୀ ଯଦି କେବେ ମାଂସ ଭକ୍ଷଣ କରିଥାଏ ତେବେ ତାହାର ସ୍ୱାମୀର ମୃ-ତ୍ୟୁ ନିକଟ ହୋଇଥାଏ। ସ୍ବାମୀ ଥାଇକି ମଧ୍ୟ ଯଦି ସ୍ତ୍ରୀ ଅଲଗା ପୁରୁଷ ସାଙ୍ଗରେ ସମ୍ପର୍କ ଅବା ପର ପୁରୁଷରେ ନଜର ପକେଇବା ଆଦି କାର୍ଯ୍ୟ କରିଥାଏ। ତେବେ ତାହାର ସ୍ୱାମୀର ଯୁବକ ଅବସ୍ଥାରେ ମୃ-ତ୍ୟୁ ହୋଇଯାଏ। ଯଦି କୌଣସି ସ୍ତ୍ରୀ ହାତରୁ ଚୁଡ଼ି,ବେକରୁ ମଙ୍ଗଳ ସୂତ୍ର, ମୁଣ୍ଡରେ ସିନ୍ଦୂର ଆଦି ଲଗେଇ ନଥାଏ। ଏପରି ଅବସ୍ଥାରେ ତାର ସ୍ୱାମୀର ମୃ-ତ୍ୟୁ ଯୁବକ ଅବସ୍ଥାରେ ହୋଇଯାଏ। ଏହି ସବୁ କଥା ମାନ ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଟେ।

Leave a Reply

Your email address will not be published. Required fields are marked *