ଏହି ଭିଡ଼ିଓ ଦେଖିଲେ ଆପଣ ବି ହସି ହସି ପାଗଳ ହୋଇଯିବେ ,ଦେଖନ୍ତୁ ଏହି ସ୍ତ୍ରୀ ଜଣଙ୍କର କାମ

ଆପଣ ମାନେ ଜାଣିଥିବେ ବହୁ ସମୟରେ ଅନେକ ନୂଆ ନୂଆ ଭିଡ଼ିଓ ସାମ୍ନାକୁ ଆସିଥାଏ । ଆଉ କେତେକ ଭିଡ଼ିଓ ଅତ୍ୟନ୍ତ ମଜାଳିଆ ମଧ୍ୟ ହୋଇଥାଏ । ତେବେ ସୋସିଆଲ ମିଡ଼ିଆରେ ଆମେ ଅନେକ ମଜାଳିଆ ଭିଡ଼ିଓର ଆନନ୍ଦ ନେଇପାରିବା । ଏହା ହେଉଛି ସମସ୍ତ ଜିନିଷର ଗନ୍ତାଘର । ବହୁତ ଭିଡ଼ିଓ ପ୍ରତି ମୁହୂର୍ତ୍ତରେ ଭାଇରାଲ ହେଉଛି ଆଉ ସେଗୁଡିକ ଲୋକଙ୍କ ମନ ଭିତରେ ଛାପ ଛାଡି ଦେଉଛି । ଲୋକେ ସେଗୁଡିକୁ କେବେ ମଧ୍ୟ ଭୁଲି ପାରିନାହାଁନ୍ତି । ତେବେ ଆସନ୍ତୁ ସେଭଳି କିଛି ମଜାଦାର ଭିଡ଼ିଓ ବିଷୟରେ ଜାଣିବା ।

ତେବେ ଆପଣ ସମସ୍ତଙ୍କୁ ଯାଦୁ ଦେଖିବା ପାଇଁ ବହୁତ ଭଲ ଲାଗୁଥିବ । କାହିଁକି ନା ଏଥିରେ ଆମେ ବହୁତ ଆଶ୍ଚର୍ଯ୍ୟ କରିଦେବା ଭଳି ଜିନିଷ ଦେଖିଥାଉ । ସେଥିପାଇଁ ଯାଦୁ ଦେଖିବାକୁ ଆମେ କେବେ ମନା କରୁନାହୁଁ । ଯାଦୁରେ ଯାଦୁଗର ଆମକୁ ହିଁ ବୋକା ବନେଇ ଦେଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣ ଦେଖି ପାରିବେ କି ଯାଦୁଗର ଉପରକୁ ଚଦର ଉଡାଇ ଦେଇ ନିଜେ ଗାଏବ ହୋଇଯିବର ଯୋଜନା କରୁଥିଲେ ।

ତେବେ ଚଦର ଉଡେଇବା ମଧ୍ୟରେ ସେ ଯାଇ ପଛ ପାଖରେ ଥିବା ଏକ ଘର ଭିତରେ ପଶି ଯାଇଥାନ୍ତେ । ତେବେ ମଜାଦାର କଥା ଏହା ଯେ ଏହି କଥା ଜାଣି ପାରି ଗୋଟିଏ ପିଲା ପଛ ପଟୁ କବାଟ ବନ୍ଦ କରିଦେଲା ଆଉ ଏଥିପାଇଁ ଯାଦୁଗର କବାଟରେ ମାଡ଼ ହୋଇ ତଳେ ପଡିଗଲେ । ଆଉ ତାପରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଆପଣଙ୍କୁ ଏହି କଥା ନିଶ୍ଚିତ ଭାବରେ ମଜା ଲାଗିଥିବ ।

ଆଉ ଏକ ଭିଡ଼ିଓରେ ଆପଣ ଦେଖିପାରିବେ କି , ସ୍ୱାମୀ ସ୍ତ୍ରୀ ରାସ୍ତାରେ ଯାଉଥିବା ବେଳେ ସ୍ତ୍ରୀ ଗୋଟିଏ କୁକୁରକୁ ଗେହ୍ଲ କରୁଛନ୍ତି । ତେବେ ଏହା ଭିତରେ ଆଉ ଗୋଟିଏ କୁକୁର ଆସି ସ୍ତ୍ରୀଙ୍କୁ ଗାଡି ଚକ ଭାବି ତାଙ୍କ ଉପରେ ପରିସ୍ରା କରି ଦେଉଛି । ତେବେ ଏହା ବାସ୍ତବରେ ଅତ୍ୟନ୍ତ ମଜାଳିଆ ଅଟେ ।

ସମସ୍ତଙ୍କୁ ନାଚିବା ପାଇଁ ବହୁତ ଭଲ ଲାଗୁଥିବ । କେହି କେହି ନାଚ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ତେବେ ସୋସିଆଲ ମିଡ଼ିଆରେ ନାଚକୁ ନେଇ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ । ତେବେ ଏମାନଙ୍କ ମଧ୍ୟରୁ କିଏ ଅନ୍ୟମାନଙ୍କୁ ହସାଇବା ପାଇଁ ନାଚିଥାନ୍ତି ତ ଆଉ କିଏ ପ୍ରକୃତରେ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥାନ୍ତି । ତେବେ ଏହି ଭିଡ଼ିଓରେ ବ୍ୟକ୍ତି ଜଣକ ଯେପରି ମାଛ ଭଳି ନାଚୁଛନ୍ତି , ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ ।

ତେବେ ଆପଣ ମାନେ ଜାଣିଥିବେ ଯେ , ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି ବୁଲିବା ପାଇଁ ବହୁତ ଭଲ ଲାଗିଥାଏ । ତେବେ ଗୋଟିଏ ମେଳାକୁ ସ୍ୱାମୀ ସ୍ତ୍ରୀ ବୁଲିବାକୁ ଯାଇଥିଲେ ।ଆଉ ସେଠାରେ ରାମ ଦୋଳିରେ ବସିଥିଲେ । ତେବେ ସ୍ୱାମୀ ଭାବିଥିବେ କି ରାମଦୋଳିରେ ବସି ସେମାନେ ପ୍ରେମ ଭରା କଥା ହେବେ । କିନ୍ତୁ ମଜାଳିଆ କଥା ଏହା ଯେ , ଦୋଳି ବୁଲିବା ମାତ୍ରେ ସ୍ତ୍ରୀ ସ୍ୱାମୀଙ୍କୁ ଧରି ଏତେ ଜୋରରେ ପାଟି କରିଥିଲେ କି ସ୍ୱାମୀ ବି ହସି ହସି ଗଡି ଯାଇଥିଲେ ।

Leave a Reply

Your email address will not be published. Required fields are marked *