ବ୍ରେ-କଅ-ପ ପରେ ଝିଅ ମାନେ କରିଥାନ୍ତି ଏହି ପାଞ୍ଚଟି କାମ , ଜାଣି ରଖନ୍ତୁ

ଅଧିକାଂଶ ମଣିଷ ପ୍ରେମରେ ପଡ଼ିବା ଜୀବନର ଏକ ଅଂଶ କହିଲେ ଚଳେ । କାରଣ ଯୌବ-ନରେ ଏମିତି ଏକ ସମୟ ଅବଧି ଥାଏ ଯେଉଁ ସମୟରେ କୁହାଯାଏ ଯେ ପ୍ରେମ ଥରୁଟିଏ ନିଶ୍ଚୟ କରିବା ଉଚିତ । ତେବେ କିନ୍ତୁ ଦୁନିଆରେ ମାତ୍ର କ୍ଵଚିତ ପ୍ରେମ ରିଲେ-ଶନଶିପ ସଫଳ ହୋଇଥାଏ । ପ୍ରେମରେ ଅନେକ ଛଳନା ଏବଂ ପ୍ରତା-ରଣା ହୋଇଥାଏ । ପୁଣି କେଉଁଠି ଉଭୟଙ୍କ ସହମତି ଦ୍ୱାରା ହିଁ ସମ୍ପ-ର୍କ ଭା-ଙ୍ଗି ଥାଏ । କିନ୍ତୁ ଅଧିକାଂଶ ବ୍ରେ-କଅ-ପ ବେଶ କ-ଷ୍ଟଦାୟକ ହୋଇଥାଏ । କେଉଁଠି କିଏ ଜୀବନ ହାରି ଦିଏ ତ କେଉଁଠି କିଏ ସବୁକିଛିକୁ ଭୁଲି ଆଗକୁ ଚାଲିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଝିଅ ମାନେ ବ୍ରେ-କଅ-ପ ପରେ କଣ କରନ୍ତି ।

ଫିଲ୍ମରେ ଯାହା ଆମକୁ ଦେଖା ଯାଇଥାଏ ତାହା ଖୁବ ସରଳ ହୋଇଥାଏ । କିନ୍ତୁ ବାସ୍ତବ ଜୀବନରେ ଏହା ଅତ୍ୟନ୍ତ କ-ଷ୍ଟ ଦାୟକ ଅଟେ । କାରଣ ବ୍ରେ-କଅ-ପ ରେ ମନୁଷ୍ୟର ଆଶା ଏବଂ ବିଶ୍ୱାସ ଭା-ଙ୍ଗିଥାଏ । ତେବେ କୁହାଯାଏ ଯେ ପୁଅଙ୍କ ଅପେକ୍ଷା ଝିଅ ମାନେ ବହୁତ ଜଲଦି ବ୍ରେ-କଅ-ପରୁ ଭୁଲି ଆଗକୁ ବଢ଼ି ପାରନ୍ତି । ତାହାର ଏକମାତ୍ର କାରଣ ହେଉଛି ଗ୍ରହଣ କରିବାର କ୍ଷମତା । ପୁଅମାନେ କୌଣସି ଜିନିଷକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ ଯେ ସେହି ସମ୍ପ-ର୍କରୁ ନିଜକୁ ଆଉ କିଛି ଆଶା ନାହିଁ ବୋଲି । ମାତ୍ର ଝିଅଙ୍କ କ୍ଷେତ୍ରରେ ତାହା ଭିନ୍ନ ଅଟେ । କାରଣ ସେମାନେ ଯଦି ଥରୁଟିଏ ଏହା ବୁଝିଯିବେ ଯେ ସେହି ସମ୍ପ-ର୍କରୁ ଆଉ କିଛି ଆଶା ନାହିଁ ତେବେ ସେମାନଙ୍କୁ ଭୁଲିବାକୁ ସହଜ ହୋଇଥାଏ ।

ବ୍ରେକଅପ ପରେ ଝିଅମାନେ ସାଧରଣତଃ ନିଜର ଏକ୍ସ ବୟଫ୍ରେଣ୍ଡ ବିଷୟରେ ଜାଣିବାକୁ ଅଧିକ ଇଚ୍ଛା ପ୍ରକାଶ କରନ୍ତି ଯେ ଏକ୍ସ ବୟଫ୍ରେଣ୍ଡ ବର୍ତ୍ତମାନ ସିଙ୍ଗଲ ଅଛି ନା ମିଙ୍ଗଲ ଅଛି । ଯାହାକୁ ଜାଣିବା ପାଇଁ ସେମାନେ ମ୍ୟୁଚୁଆଲ ଫ୍ରେଣ୍ଡସଙ୍କ ସାହାଯ୍ୟ ଲୋଡ଼ିଥାନ୍ତି । ଏହାବ୍ୟତୀତ ବ୍ଲକ ଏବଂ ଅନବ୍ଲକ କରିଥାନ୍ତି । ଅର୍ଥାତ କିଛିଦିନ ଜାଣିଶୁଣି ନିଜ ବୟଫ୍ରେଣ୍ଡକୁ ବ୍ଲକ କରିବା ପରେ ଅନବ୍ଲକ କରିଥାନ୍ତି ଏହା ଦେଖିବା ପାଇଁ ଯେ ସେ ନିଜ ଲାଇଫରେ କେମିତି ଅଛନ୍ତି । ଯାହା ବୟଫ୍ରେଣ୍ଡର ଷ୍ଟେଟସ ଏବଂ ପ୍ରୋଫାଇଲରୁ ଜାଣିବାକୁ ଚେଷ୍ଟା କରନ୍ତି ।

ବ୍ରେ-କଅ-ପ ପରେ ଝିଅମାନେ ନିଜ ଏକ୍ସକୁ ସବୁବେଳେ ଏହା ଦେଖାଇବାକୁ ଚାହାଁନ୍ତି ଯେ ତାଙ୍କ ସହ ବ୍ରେ-କଅ-ପ ପରେ ସେ ସିଙ୍ଗଲ ରହି ମଧ୍ୟ ବେଶ ଖୁସି ଅଛନ୍ତି । ଯାହାଦ୍ୱାରା ତାଙ୍କର ଏକ୍ସ ବୟଫ୍ରେଣ୍ଡ ଈର୍ଷାନ୍ବିତ ହେବ ବୋଲି ଭାବିଥାନ୍ତି । କିଛି ଝିଅ ବ୍ରେ-କଅ-ପ କଷ୍ଟକୁ ଭୁଲିବା ପାଇଁ ସାଙ୍ଗସାଥୀ ମାନଙ୍କ ସହିତ ଅଧିକ ସମୟ ବିତାଇ ଥାଆନ୍ତି । ପୁଣି ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା କିମ୍ବା କାହାରି ସହିତ ଅଧିକ ଗପିବା କାମ କରିଥାନ୍ତି ।

Leave a Reply

Your email address will not be published. Required fields are marked *