ଘରେ ଲଗାନ୍ତୁ ନାହିଁ ଏପରି ମନିପ୍ଲାଣ୍ଟ , ଘରକୁ ଆସିବ ଅଶୁଭ ଖବର , ଘର ହୋଇଯିବ ନଷ୍ଟ

ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଘରେ ମନିପ୍ଲାଣ୍ଟ ଲଗାଇବା ବହୁତ ଶୁଭ ହୋଇଥାଏ । ଏହା ଦ୍ବାରା ମାଆ ଲକ୍ଷ୍ମୀ ଘରେ ବାସ କରିଥାନ୍ତି ଆଉ ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ରହେ ନାହିଁ । ମାଆ ଲକ୍ଷ୍ମୀ ଖୁସି ହୋଇ ଥାଆନ୍ତି ଆଉ ଆପଣଙ୍କ ଉପରେ କେବଳ ଧନର ବର୍ଷା ହୋଇଥାଏ । ତେବେ ଆଜି ଆମେ ଜାଣିବା ଘରେ କେଉଁ ପ୍ରକାରର ମନିପ୍ଲାଣ୍ଟ ଲଗାଇବା ଉଚିତ୍ ନୁହେଁ , ଯାହାଦ୍ଵାରା ଘରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ସବୁବେଳେ ମନେ ରଖନ୍ତୁ କି , ମନିପ୍ଲାଣ୍ଟକୁ କିଣି କରି ଘରେ ଲଗାଇବେ ନାହିଁ । ଏହାକୁ ଆଉ କାହା ଘରୁ ଚୋରି କରିବେ , ଯାହାଙ୍କର ଘର ଧନ ସମ୍ପତ୍ତିରେ ଭରପୁର ହୋଇଥିବ । ଆଉ ଏହାକୁ ଚୋରି କରି ଆଣି ଘରେ ଲଗାଇବେ । ଆଉ ଚୋରି କରି ଆଣୁଥିବା ସମୟରେ କେହି ଯେମିତି ନ ଦେଖନ୍ତୁ । ଏହାକୁ ଘରର ମୁଖ୍ୟ ଦ୍ଵାର କିମ୍ବା ଯେ କୌଣସି ସ୍ଥାନରେ ଲଗାଇ ପାରିବେ । ମନିପ୍ଲାଣ୍ଟ ଲଗାଇ ଥିବା ପାତ୍ରର ପାଣିକୁ କେବେ କାହାକୁ ଦେଖାଇବା ଉଚିତ୍ ନୁହେଁ ।

ଏହା ଉପରେ ଲାଲ ରଙ୍ଗର କପଡ଼ା କିମ୍ବା ସୂତା ବାନ୍ଧି ଦେବା ଉଚିତ୍ । ଯଦି ମନିପ୍ଲାଣ୍ଟ ର ଗୋଟିଏ ବି ପତ୍ର ହଳଦିଆ ପଡ଼ି ଯାଉଛି , ତେବ ଏହା କୁହାଯାଏ କି ଘରକୁ ଦୁଃଖ ଆସିବାକୁ ଯାଉଛି ଆଉ ଘରେ ଧନ ହ୍ରାସ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହାକୁ ଘରୁ ବାହାର କରିଦେବା ଉଚିତ୍ । ମନିପ୍ଲାଣ୍ଟ ରେ ସଦାବେଳେ ଭଲ ପାଣି ଦେବା ଉଚିତ୍ , ଯାହାକୁ ଆପଣ ପିଉଛନ୍ତି । ବାଥରୁମ ପାଣି ଭୁଲ ରେ ମଧ୍ୟ ଏଥିରେ ଦେବେ ନାହିଁ ।

ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଭୁଲରେ ମଧ୍ୟ ମନିପ୍ଲାଣ୍ଟ ରେ ପାଣି ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଗଛ ଶୁଖି ଯାଇଥାଏ । ରବିବାର ଦିନ ମନିପ୍ଲାଣ୍ଟ ଲଗାଇବା ଉଚିତ୍ ନୁହେଁ । ଏହି ଗଛ ସବୁବେଳେ ଉପର ଆଡକୁ ଯିବା ଉଚିତ୍ । କୁହାଯାଏ ଏପରି ହେବା ଦ୍ଵାରା ଧନ ଘରକୁ ଆସିଥାଏ । ମନିପ୍ଲାଣ୍ଟ ଘରେ ଲଗାଇବା ଦ୍ଵାରା ଶୁକ୍ର ମଜବୁତ୍ ହୋଇଥାଏ ଆଉ ବ୍ୟକ୍ତି ଭିକାରୀରୁ ରାଜା ହୋଇ ଯାଇଥାଏ।

ମନିପ୍ଲାଣ୍ଟ ଲଗା ଯାଇଥିବା ପାତ୍ରରେ ସବୁବେଳେ ମୁଦ୍ରା ପକାଇବା ଉଚିତ୍ , ଏହାଦ୍ବାରା ଧନ ଆପଣଙ୍କ ଘରକୁ ଆଗମନ ହୋଇଥାଏ । ଏହାକୁ କେବେ ମଧ୍ୟ କାହାକୁ ଉପହାରରେ ଦେବା ଉଚିତ୍ ନୁହେଁ । ଶୁଖି ଯାଇଥିବା ମନିପ୍ଲାଣ୍ଟ ଆପଣଙ୍କୁ ବର୍ବାଦ କରି ଦେଇପାରେ । ତେଣୁ ଏହାକୁ ଘରୁ ଫୋପାଡି ଦିଅନ୍ତୁ । ମନିପ୍ଲାଣ୍ଟ ମୂଳରେ ସବୁବେଳେ କ୍ଷୀର ଦେବା ଉଚିତ୍ , ଏହାଦ୍ବାରା ତାହା ଶୀଘ୍ର ବଢ଼ି ଯାଇଥାଏ ।

ଏହାବ୍ୟତୀତ ଆପଣ ଘରେ ଏକ ରୁ ଅଧିକ ମନିପ୍ଲାଣ୍ଟ ଲଗାଇ ପାରିବେ । ସକାଳେ ଉଠି ସର୍ବପ୍ରଥମେ ଏହାକୁ ଦେଖିବା ଉଚିତ୍ , ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଆଉ ଦିନ ଭଲରେ ଯାଇଥାଏ । ମନିପ୍ଲାଣ୍ଟ ପତ୍ରରେ ଯଦି କଳା ଦାଗ ଆସିଯାଇଛି , ତେବେ ଜାଣି ରଖିବେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ଅଛି , ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ଏହାକୁ ଘରୁ ହଟାଇ ଦେବା ଠିକ୍ ହେବ । ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବା ପାଇଁ ଏହି ଗଛ ଘରେ ରହିବା ଅତ୍ୟନ୍ତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *