ଦେଖନ୍ତୁ ଭ-ୟଙ୍କର ଭିଡିଓ , ଆକାଶରୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ ଆଉ ଜୋରସୋରରେ ଜଳିଲା

ବର୍ତ୍ତମାନର ଦୁନିଆଁରେ ସୋସିଆଲ ମିଡିଆ କାରଣରୁ ଲୋକେ ଅନେକ ଘ-ଟଣା ବିଷୟରେ ଘରେ ରହି ଜାଣି ପାରୁଛନ୍ତି । ଦେଶ ବିଦେଶର ନାନାଦି ଖବର ବିଷୟରେ ସେମାନେ ସୋସିଆଲ ମିଡିଆ ମାଧ୍ୟମରୁ ଅବଗତ ହୋଇ ପାରୁଛନ୍ତି । ଆଜିର ଦୁନିଆଁକୁ ସମ୍ପୂର୍ଣ୍ଣ ଭାବରେ ସୋସିଆଲ ମିଡ଼ିଆର ଦୁନିଆଁ କୁହାଯାଉଛି । କାହିଁକି ନା ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ବ୍ୟବହାର କରୁଛନ୍ତି । ତେବେ ସଦାବେଳେ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ , ଯାହା ଅତ୍ୟନ୍ତ ଭ-ୟଙ୍କର ଏବଂ ଆଶ୍ଚ-ର୍ଯ୍ୟଜନକ ରହିବା ସହ ଆଉ କିଛି ଅତ୍ୟନ୍ତ ମଜାଦାୟକ ହୋଇଥାଏ

ତେବେ ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ବହୁଳ ପରିମାଣରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ । ଯାହା ଅତ୍ୟନ୍ତ ଭ-ୟଙ୍କର ଏବଂ ହୃଦୟସ୍ପର୍ଶୀ ଅଟେ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁ-ଦ୍ଧ ବିଷୟରେ ଜାଣିଥିବେ । କେହି ବି ମୁଣ୍ଡ ନୁଆଁଇବାକୁ ରାଜି ନାହାଁନ୍ତି । ଅନେକ ଦିନ ହୋଇଗଲାଣି , ତଥାପି ଯୁ-ଦ୍ଧ କମୁନାହିଁ । ଦିନକୁ ଦିନ ଯୁ-ଦ୍ଧ ଗମ୍ଭୀର ରୂପ ଧାରଣ କରୁଅଛି । ପ୍ରତିଦିନ ଶହ ଶହ ଲୋକଙ୍କର ମୃ-ତ୍ୟୁ ହେଉଅଛି । ତେବେ ବର୍ତ୍ତମାନ ସମୟରେ ଋଷର ଟା-ର୍ଗେ-ଟ ରହିଛି ୟୁକ୍ରେନର ରାଜଧାନୀ ଉପରେ ଆଉ ସେ ତାକୁ ସମ୍ପୂର୍ଣ୍ଣ ଭାବରେ ନ-ଷ୍ଟ କରିଦେବାକୁ ଚାହୁଁଛି ।

ୟୁକ୍ରେନ ସମ୍ପୂର୍ଣ୍ଣ ଭାବରେ ଏକ ଯୁ-ଦ୍ଧ କ୍ଷେତ୍ର ପାଲଟିଯାଇଛି । ପ୍ରତିଦିନ ଶହ ଶହ ଗୋଳା ବାରୁଦର ସମ୍ମୁଖୀନ କରୁଛି ଏହି ରାଷ୍ଟ୍ର । ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଅଛି । ସୂଚନା ଅନୁଯାୟୀ , ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଅଛି । ତେବେ ଚୀନରେ ବିମାନ ଦୁର୍ଘ-ଟଣା ଘଟିଅଛି । ଏକ ଯାତ୍ରୀବାହୀ ବିମାନ ଚୀନର ଆକାଶରୁ ତଳକୁ ଖସିପଡିଛି । ଚୀନରେ ଏହି ଦୁ-ର୍ଘଟ-ଣାଟି ଅତ୍ୟନ୍ତ ଭ-ୟଙ୍କର ରୂପ ଧାରଣ କରିଅଛି । ତେବେ ସୂଚନା ଅନୁଯାୟୀ , କୁନମିଙ୍ଗରୁ ଗୁଆଙ୍ଗଝୁକୁ ଉଡାଣ ବେଳେ ଏଭଳି ଅଘ-ଟଣ ଘଟିଅଛି ।

ଦୁର୍ଘ-ଟଣାର ସମ୍ମୁଖୀନ ହୋଇଥିବା ଏହି ଯାତ୍ରୀବାହୀ ବିମାନ ଏକ ପାହାଡିଆ ଅଞ୍ଚଳରେ ଖସିପଡିଛି । ଆଉ ତାପରେ ଜଙ୍ଗଲ ସାରା ନି-ଆଁ ଲାଗିଯାଇଛି । ତେବେ ସେଠାରେ ଉପସ୍ଥିତ ରହିଥିବା ଅନେକ ଲୋକ ଭିଡ଼ିଓକୁ କ୍ୟାମେରାରେ କ-ଏଦ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘ-ଟଣାରେ କେତେ ଜଣ ପ୍ରା-ଣ ହରାଇଛନ୍ତି ଆଉ କେତେ ଜଣ ସୁର-କ୍ଷିତ ଅଛନ୍ତି , ସେ ବିଷୟରେ କୌଣସି ସଠିକ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *