ନିରଞ୍ଜନ ସେଠୀ ଏବଂ ଶର୍ମିଷ୍ଠା ଙ୍କ ମଧ୍ୟରେ ଥିଲା ଅନୈ-ତିକ ସମ୍ପର୍କ ! ଯାହାର ଶି-କାର ହେଲେ ମାନସ :-

କ୍ୟାମେରା ମ୍ୟାନ ମାନସଙ୍କ ହ-ତ୍ୟା ମା-ମ-ଲାକୁ ନେଇ ବର୍ତ୍ତମାନ ଆହୁରି ଏକ ବଡ଼ ରହସ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବଳିଷ୍ଠ ବ୍ୟକ୍ତି ଏବଂ ସାମ୍ବାଦିକା ପ୍ରତ୍ୟକ୍ଷରେ ଜଡ଼ିତ ଥିବା କୁହାଯାଉଛି । ତେବେ ଏପରି ସୂଚନା ରହିଛି ଯେ ଉଭୟଙ୍କ ମଧ୍ୟରେ ଅନୈ-ତିକ ସମ୍ପର୍କ ଥିଲା ଏବଂ ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ମାନସ ବଳି ପଡ଼ିଲେ । ତେବେ ଆଜିକାର ଏହି ଲେଖାରେ ଆମେ ସେହି ଘ-ଟଣା ବିଷୟରେ ଆପଣଙ୍କୁ କହିବୁ ।

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ଯେ ୱେବ ପୋର୍ଟାଲ ର ମୁଖ୍ୟ ସମ୍ବାଦିକା ଶର୍ମିଷ୍ଠା ମାନସ ହ-ତ୍ୟା ମା-ମ-ଲା ସାମ୍ନାକୁ ଆସିବା ଠାରୁ ଫେ-ରା-ର ଅଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକ ପ୍ରମାଣ ହାତରେ ଲାଗିଥିଲେ ହେଁ ଆହୁରି କିଛି ରାଜସ୍ୟ ଖୋଲିବାର ଆ-ଶ-ଙ୍କା କରାଯାଉଛି । ଜଣେ ସାମ୍ବାଦିକା ଏବଂ ଅନ୍ୟ ଜଣେ ସୁଚାର ଏବଂ ଲୋକ ସମ୍ପର୍କୀୟ ବୈଷୟିକ ବିଭାଗର ମୁଖ୍ୟ ଏହି ଘଟ-ଣାରେ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ ଥିବା ଖବର ବର୍ତ୍ତମାନ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ଶର୍ମିଷ୍ଠା ଜଣେ କ୍ରାଇମ ରିପୋ-ର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।କିଛି ଦିନ ପରେ ସାମ୍ବାଦିକ ଙ୍କ ଠାରୁ ଦୂରେଇ ଯାଇ କିଛି ଦିନ ପରେ ଆଉ ଏକ ନୂଆ ୱେବ ପୋର୍ଟାଲ ସହ ଶର୍ମିଷ୍ଠା ସମସ୍ତଙ୍କ ସାମ୍ନାକୁ ଆସିଲେ । ତେବେ ସେହି ସମୟରେ ବଡ଼ ଅଫିସର ଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ଯାହାଙ୍କ ନାମ ନିରଞ୍ଜନ ସେଠୀ । ଉଭୟେ ହିଁ ବିବାହିତ ଥିଲେ ତଥାପି ଅନୈ-ତିକ ସମ୍ପର୍କରେ ରହିଥିଲେ । ତେବେ ଏହାର କିଛି ଦିନ ପରେ ଶର୍ମିଷ୍ଠା ଙ୍କ ୱେବ ପୋର୍ଟାଲ କୁ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ତେବେ ବର୍ତ୍ତମାନ ସ-ନ୍ଦେ-ହ ଜ-ନକ କଥା ଏହା ଯେ ଶର୍ମିଷ୍ଠା ନିଜ ୱେବ ପୋର୍ଟାଲ କୁ ସ୍ୱୀକୃତି ଦେବା ପାଇଁ ଆଉ ବଡ଼ ଅଫିସର ଙ୍କ ସହିତ ଅନୈ-ତିକ ସମ୍ପର୍କ ରଖିନଥିଲେ ତ ?

ପୁଣି ଏବେ ମାନସ ହ-ତ୍ୟା ମା-ମ-ଲା ପରେ ସେହି ସବୁ ସୂଚନା ଗଣ ମାଧ୍ୟମରେ ପ୍ରକାଶ ପାଉଛି । ଏପଟେ ଭଦ୍ରକ ଅତିରିକ୍ତ ଏସପି ଙ୍କ ଅନୁଯାୟୀ ମାନସ ହ-ତ୍ୟାକା-ଣ୍ଡ ପଛରେ ଏହି ଦୁଇଜଣ ହିଁ ମୁଖ୍ୟ ଅଭି-ଯୁକ୍ତ ଥିବା ସେ କହିଛନ୍ତି । ତେବେ ଏକ ମେମରି କାର୍ଡ଼ କୁ ନେଇ ହ-ତ୍ୟା ହୋଇଥିବା ପୂର୍ବରୁ କୁହାଯାଇଛି ପୁଣି ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି ଯେ ସେହି ମେମରି କାର୍ଡ଼ ରେ ଏହି ଦୁଇ ଭଦ୍ର ବ୍ୟକ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଥିବା ଚର୍ଚ୍ଚା ହେଉଛି । ତେବେ ପୋ-ଲି-ସ ଏହା ଜାଣିବାକୁ ତ-ଦ-ନ୍ତ ଚଳାଇଛି ଯେ ଏତେ ବଡ଼ ରାକେଟ ପଛରେ କାହାର ହାତ ରହିଛି ?

Leave a Reply

Your email address will not be published. Required fields are marked *