ଗର୍ଭ-ବତୀ ସମୟରେ ସ୍ତ୍ରୀ ସହ ରଖି ପାରିବେ କି ସ-ମ୍ବନ୍ଧ? ଜାଣନ୍ତୁ ଡେଲିଭରି ପରେ କେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ।

ତେବେ ଗର୍ଭ-ବତୀ ଯେ କୌଣସି ମହିଳା ପାଇଁ ଏକ ଖୁସିର ସମୟ ଅଟେ। ଯେଉଁ ମହିଳାମାନେ ପ୍ରଥମ ଥର ପାଇଁ ଗର୍ଭ-ବତୀ ହୋଇଥାନ୍ତି ସେମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି କଣ ଗର୍ଭ-ବତୀ ସମୟରେ ଶାରୀ-ରିକ ସ-ମ୍ପର୍କ ରଖିବା ନିରାପଦ ଅଟେ? ସେହିଭଳି ମନକୁ ଆଉ ଏକ ଆସୁଥିବା ପ୍ରଶ୍ନ ହେଉଛି ଡେଲିଭରିର କେତେ ଦିନ ପରେ ଶାରୀ-ରିକ ସ-ମ୍ପର୍କ ରଖିହେବ। ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସବିଶେଷ ସୂଚନା ଦେବାକୁ ଯାଉଛୁ।

ଡେଲିଭରିର କେତେଦିନ ପରେ ରଖି ପାରିବେ ସ-ମ୍ବନ୍ଧ

ତେବେ ଆପଣ ଭଲ ଭାବରେ ଜାଣିଛନ୍ତି ଯେ ଡେଲିଭରି ସାଧାରଣତଃ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ହେଉଛି ନର୍ମାଲ ଡେଲିଭରି ଆଉ ଏକ ହେଉଛି ସିଜରନ ଅର୍ଥାତ ଅ-ସ୍ତ୍ରୋପ-ଚାର ସାହାଯ୍ୟରେ ପେଟରୁ ଛୁଆକୁ ବାହାରକୁ ଅଣା ଯାଇଥାଏ। ତେବେ ଆପଣ ଗୋଟିଏ କଥା ଭଲ ଭାବରେ ଜାଣି ରଖନ୍ତୁ ଯେ ଡେଲିଭରି ଯେଉଁ ପ୍ରକାର ହୋଇଥାଉ ନା କାହିଁକି ଡେଲିଭରି ହେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିବା ପାଇଁ ସମୟ ଲାଗିଥାଏ। ତେବେ ଦେଲିଭରିର ତତକ୍ଷଣାତ ଶାରୀ-ରିକ ସ-ମ୍ବନ୍ଧ ରଖନ୍ତୁ ନାହିଁ।

ତେବେ ସୂଚନା ଅନୁସାରେ ନର୍ମାଲ ଡେଲିଭରିର ଦେଢ଼ ମାସ ପରେ ହିଁ ଶାରୀ-ରିକ ସମ୍ପ-ର୍କ ରଖିବା ସୁର-କ୍ଷିତ ମନେ କରାଯାଇଥାଏ। ସେହିଭଳି ସିଜରନ ଡେଲିଭରି ହୋଇଥିବା ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ଅତି କମ୍ ରେ ଚାରି ମାସ ସମୟ ଲାଗିଥାଏ। କାରଣ ଅ-ସ୍ତ୍ରୋପ-ଚାର ମାଧ୍ୟମରେ ହିଁ ଡେଲିଭରି ହୋଇଥାଏ। ତେବେ ପେଟରେ ପଡିଥିବା କଟା ଦାଗ ଶୁଖିବା ପାଇଁ ସମୟ ନେଇଥାଏ।

ଗର୍ଭ-ବତୀ ସମୟରେ ଶାରୀ-ରିକ ସମ୍ପ-ର୍କ ରଖିବା ସୁର-କ୍ଷିତ କି ?

ତେବେ ଏହି ପ୍ରଶ୍ନର ଉତ୍ତର ଦେବା ଟିକେ କଠିନ ଅଟେ। ସମସ୍ତ ମହିଳାଙ୍କ ଗର୍ଭ-ବତୀ ସମୟ ସମାନ ଧରଣର ହୋଇ ନଥାଏ। ତେଣୁ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ନିୟମ ଲାଗୁ ହୋଇ ପାରିବ ନାହିଁ। ତେବେ କିଛି ମହିଳା ଗର୍ଭ-ବତୀ ହେବାର ପାଞ୍ଚ ମାସ ପର୍ଯ୍ୟନ୍ତ ଶାରୀ-ରିକ ସ-ମ୍ବନ୍ଧ ରଖିବାକୁ ସୁର-କ୍ଷିତ ମାନିଥାନ୍ତି। ସେହିଭଳି ଆଉ କିଛି ମହିଳା ଗର୍ଭ-ବତୀ ସମୟରେ ଶାରୀ-ରିକ ସମ୍ପ-ର୍କ ରଖିବାକୁ ଆଦୌ ସୁର-କ୍ଷିତ ମାନନ୍ତି ନାହିଁ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗର୍ଭ-ବତୀ ସମୟରେ ସ-ମ୍ବନ୍ଧ ରଖିବା ପୂର୍ବରୁ କିଛି ଜିନିଷ ଉପରେ ଦୃଷ୍ଟି ଦେବାକୁ ପଡିଥାଏ। ଯେପରିକି ପ୍ରୋଟେ-କ୍ସନ ବ୍ୟବହାର କରିବାକୁ ପଡିଥାଏ ନଚେତ ଗର୍ଭ-ବତୀ ମହିଳାଙ୍କୁ ଇଂଫେ-କ୍ସନର ଭ-ୟ ରହିଥାଏ।

ସେହିଭଳି କେଉଁ ପୋଜିସନରେ ସେ-କ୍ସ କରିବା ନିରାପଦ ଅଟେ ତାହାକୁ ନେଇ ମଧ୍ୟ ଦୃଷ୍ଟି ଦେବାକୁ ପଡିଥାଏ। ଯେପରିକି ଅନ ଦ ଟପ ପୋଜିସନରେ ସେ-କ୍ସ କରିବା ନିରା-ପଦ ବୋଲି କୁହାଯାଇଛି। ଯଦି କୌଣସି ମହିଳାଙ୍କ ଅଧିକ ବ୍ଳିଡିଂ କିମ୍ବା ପେଟ ଯ-ନ୍ତ୍ରଣା ହୁଏ ଅବା ଆଗରୁ କେବେ ମହିଳାଙ୍କ ଗର୍ଭ-ପାତ ହୋଇଥିଲେ ଏହି ସମୟରେ ସେ-କ୍ସ କରିବା ସୁର-କ୍ଷିତ ହୋଇ ନଥାଏ। କାରଣ ଏଭଳି ପରିସ୍ଥିତିରେ ପେଟରେ ଥିବା ଛୁଆର ଜୀବନ ବିପ-ଦରେ ପଡିଥାଏ।

ଯଦି କୌଣସି ମହିଳାଙ୍କ ଗ-ର୍ଭ ଛୋଟ ହୋଇଥାଏ କି ମିଶକ୍ୟାରେଜ ହେବାର ଅଧିକ ସମ୍ଭାବନା ଥିଲେ ସେ-କ୍ସ କରନ୍ତୁ ନାହିଁ। ସେହିଭଳି ପେଟରେ ଦୁଇ କିମ୍ବା ଅଧିକ ଛୁଆ ଥିବା ସମୟରେ ମଧ୍ୟ ସେ-କ୍ସ କରନ୍ତୁ ନାହିଁ। ଏହା ଉଭୟ ପିଲା ଓ ମାଆ ପାଇଁ ବି-ପଦ ସାଜିଥାଏ। ତେବେ ଉପରୋକ୍ତ ସମସ୍ତ ତଥ୍ୟ ଆମେ ଆପଣଙ୍କୁ ଇଣ୍ଟରନେଟରେ ଉପଲବ୍ଧି ଅନୁସାରେ ଜଣେଇଛୁ। ଆପଣ ଯଦି ଗର୍ଭ-ବତୀ ସମୟରେ ସେ-କ୍ସ କରିବାକୁ ଚାହାନ୍ତି ତେବେ ଡକ୍ଟର ଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Leave a Reply

Your email address will not be published. Required fields are marked *