କେକ୍ କାଟି ବେକକୁ ଚୁମା ଦେଇ ପ୍ରେମିକାର ବେକ କାଟିଲା ପ୍ରେମିକା….

ପ୍ରେମିକାର ଜନ୍ମ ଦିନରେ ପ୍ରେମିକ ପ୍ରେମିକାକୁ ଦେଇଥିଲା ନିମନ୍ତ୍ରଣ । ପ୍ରେମିକର ନିମନ୍ତ୍ରଣ ରକ୍ଷା କରି ପ୍ରେମିକା ପହଞ୍ଚିଥିଲା ପ୍ରେମିକର ଘରେ । ଆଉ ପ୍ରେମିକା ପ୍ରେମିକର ଘରେ ପହଞ୍ଚିବା ପୂର୍ବରୁ ପ୍ରେମିକ ଘର ସଜାଇ ଦେଇଥିଲା । ପ୍ରେମିକର ଘର କରୁଥିଲା ଏକ ଦମ୍ ଚିକ୍ ମିକ । କେବଳ ଏତିକି ନୁହେଁ କାନ୍ଥରେ ବଡ ବଡ ଅକ୍ଷରରେ ପ୍ରେମିକ ଲେଖିଥିଲା ହାପି ବାର୍ଥ ଡେ ଧନ ।

ଆଉ ସେହି ଘରେ ଏକ ବଡ କେକ ମଧ୍ୟ ସଜା ହୋଇ ରହିଥିଲା । ଆଉ କେକ୍ ପାଖରେ ବଡ ପ୍ଲାଷ୍ଟିକ ଛୁରି ମଧ୍ୟ ରହିଥିଲା । ଆଉ ତା ପରେ ପ୍ରେମିକ ପହଞ୍ଚିଲା ପ୍ରେମିକାର ଘରେ । ଆଉ ଏହା ପରେ ଦୁହେଁ ଜୋରଦାର ସେଲିବ୍ରେଶନ କରିବା ମୁଡ଼ରେ ଥିଲେ । କାରଣ ଆଜି ତାର ଜନ୍ମ ଦିନ ଯାହାକୁ ପ୍ରେମିକ ଭଲ ପାଉଛି । ବାଟରେ ଆସିବା ସମୟରେ ପ୍ରେମିକା କେତେ କଥା ଭାବି ଭାବି ଆସିଛି । ଘରେ ପହଞ୍ଚିଲେ ଏମିତି ହେବ । ମୋ ପ୍ରେମିକ ମତେ ଜନ୍ମ ଦିନର ସର ପ୍ରାଇଜ ଦେବ । ହେଲେ ପ୍ରେମିକା କେବେ ଯେଉଁ ସର ପ୍ରାଇଯ କଥା ସ୍ୱପ୍ନରେ ଭାବି ନଥିଲା ପ୍ରେମିକ ପ୍ରେମିକାକୁ ସେହି ଭଳି ସର ପ୍ରାଇଜ୍ ଦେଇଛି ।

ପ୍ରେମିକର ଘରେ ପହଞ୍ଚିବା ପରେ ପ୍ରେମିକା ସାଜସଜ୍ଜା ଦେଖି ଖୁବ୍ ଖୁସି ହୋଇଗଲା । ଆଉ ପ୍ରେମିକକୁ ଧନ୍ୟବାଦ୍ ନ ଜଣାଇ ରହିବି ପାରିଲା ନାହିଁ । ଆଉ ଏହା ପରେ ହାତରେ ଛୁରୀ ଧରି ପ୍ରେମିକା ପ୍ରେମିକର ଘରେ କେକ୍ କାଟିଲା ଘରେ କେହି ନଥିଲେ । କେବଳ ଥିଲେ ପ୍ରେମିକା ଆଉ ପ୍ରେମିକ । ଆଉ ତା ପରେ ଯାହା ଘଟିଲା ପ୍ରେମିକା ତାହା କେବେ କଳ୍ପନା କରିଥନଥିଲା । କାରଣ ଯେଉଁ ଭଳି ଭାବେ ପ୍ରେମିକା କେକ୍ କାଟିଥିଲା ଠିକ୍ ସେହିଭଳି ପ୍ରେମିକ ତାର ପ୍ରେମିକାର ବେକ କାଟିଦେଲା । ହଁ ବନ୍ଧୁଗଣ ସେମିତି ହିଁ ହୋଇଛି । ପ୍ରେମିକାର ଜନ୍ମ ଦିନରେ ପ୍ରେମିକର ବେକ କାଟି ହତ୍ୟା କରିଛି ପ୍ରେମିକାକୁ । ଜନ୍ମ ଦିନର ଗିଫ୍ଟ ଏତେ ନିଆରା ଥିଲା ଯେ ଏବେ ଏହି ଗିଫ୍ଟ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବନ୍ଧୁଗଣ ପ୍ରେମିକା ନାଭ୍ୟାର ବୟସ ମାତ୍ର 24 ବର୍ଷ ଆଉ ନାଭ୍ୟା ଭଲ ପାଉଥିଲା ପ୍ରେମିକ ପ୍ରଶାନ୍ତଙ୍କୁ । ପ୍ରଶାନ୍ତ ଆଉ ନାଦ୍ଭ୍ୟା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବର୍ଷେ କି ଦୁଇ ବର୍ଷ ନୁହେଁ ଦୁହେଁ ଦୁହିଁଙ୍କୁ ଅନେକ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଆଉ ସବୁଠୁ ବଡ କଥା ହେଉଛି ଏମାନେ କୁଆଡେ ସମ୍ପର୍କରେ ଭାଇ ଭଉଣୀ ହେବେ । ଆଉ ସବୁଠୁ ବଡ କଥା ହେଲା ପ୍ରେମିକା କୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ପ୍ରଶାନ୍ତ । କାରଣ ନଭ୍ୟା କୁଆଡେ ଆଉ କାହାକୁ ମନ ଦେଇଥିଲା ଆଉ କାହାକୁ ପ୍ରେମ କରୁଥିଲା । ନଭ୍ୟା କୁଆଡେ ପ୍ରଶାନ୍ତଙ୍କୁ ଭଲ ପାଇ ଆଉ କେଉଁଠି ମୁଁହ ମାରୁଥିଲା । ଆଉ ଯାହାକୁ ସହି ପାରୁ ନଥିଲା ପ୍ରଶାନ୍ତ ।

ତେଣୁ ପ୍ରଶାନ୍ତ ଏସବୁ ସହି ନପାରି ନଭ୍ୟାର ଜୀବନ ନେଇଯାଇଥିଲା । ନିଜ ପ୍ରେମିକା କୁ ନିଜ ହାତରେ ହତ୍ୟା କରିଛି । ବନ୍ଧୁଗଣ ପ୍ରେମିକା ନାଭ୍ୟାର୍ କୁଆଡେ ଆଉ କାହା ସହିତ ଲଭ୍ ଚକ୍କର ଚାଲିଥିବା ପ୍ରେମିକ ସନ୍ଦେହ କରୁଥିଲା । ଆଉ ଏହା ପାଇଁ ସେ ପ୍ରେମିକା କୁ ବାରମ୍ବାର ତାଗିଦ କରୁଥିଲା । ହେଲେ ଯେତେବେଳେ ପ୍ରେମିକା ପ୍ରେମିକର କଥା ମାନିଲା ନାହିଁ ସେତେବେଳେ ପ୍ରେମିକା ନାଭ୍ୟାର ଜୀବନ ନେଇଗଲା ପ୍ରେମିକ ପ୍ରଶାନ୍ତ । ଆଉ ଏହି ଘଟଣା ଏବେ ସବୁଠୁ ଚାଞ୍ଚଲ୍ୟ ଖେଳାଇ ଦେଇଛି । କାରଣ ପ୍ରେମିକାର ଜନ୍ମ ଦିନରେ ପ୍ରେମିକ ନେଇଛି ପ୍ରେମିକାର ଜୀବନ ।

Leave a Reply

Your email address will not be published. Required fields are marked *