ବୁଢ଼ୀ ମାଉସୀଙ୍କୁ ବି ଛାଡିଲେଣି ଟେକି ନେଇ କଲେ ଗଣ ଦୁ-ଷ୍କ-ର୍ମ

ବୟସର ଅପରାହ୍ନରେ ପାଦ ଥାପି ଥିବା ବୃଦ୍ଧା ମାଉସୀଙ୍କୁ ବି ଛାଡ଼ିଲେ ନାହିଁ ରାକ୍ଷସ । ବୟସ ପାଖା ପାଖି ୭୦ ଖଣ୍ଡେ ହେବ ବୋଧେ । ଅସହ୍ୟ ଗରମ ପଡ଼ିଥିବାରୁ ମାଉସୀ ଜଣଙ୍କ ଘର ପିଣ୍ଡାରେ ରାତିରେ ସୋଇଥିଲେ । ହେଲେ ମାଉସି ଜାଣିନଥିଲେ ଏ ବୃଦ୍ଧା ବୟସରେ ବି ତାଙ୍କ ଶରୀର ଉପରେ କାହାର ଖରାପ ନଜର ଆସିବ । ଆଉ ସେ ବି ଗଣ ଦୁଷ୍କର୍ମ ର ଶିକାର ହେବେ । ମାଉସୀ ଜଣଙ୍କ ପିଣ୍ଡାରେ ସୋଇଥିବା ବେଳେ ତାଙ୍କୁ କିଛି ଯୁବକ ଆସି ଜୋର୍ ଜବରଦସ୍ତ ଟେକି ନେଇ ଯାଇଥିଲେ । ଆଉ ଏହା ପରେ ମାଉସୀଙ୍କ ସାଥିରେ ଯୁବକ ମାନେ ଯାହା କଲେ ତାହା ବୃଦ୍ଧା ମାଉସୀ ଜଣଙ୍କ କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ ।

ହଁ ଆଜ୍ଞା ଏ ଘଟଣା ଆପଣଙ୍କୁ ବିଶ୍ୱାସ ନହେଲେ ମଧ୍ୟ ଏହା ସତ୍ୟ । ତେବେ ଏ ଘଟଣା କେବଳ ଆପଣଙ୍କୁ ନୁହେଁ ଯେ କେହିବି ଶୁଣିବ ସେ କେବେ ହେଲେ ବିଶ୍ୱାସ କରି ପାରିବ ନାହିଁ । କିନ୍ତୁ ଏହା ହେଉଛି ସତ୍ୟ । ବୃଦ୍ଧା ମାଉସୀ ଜଣଙ୍କ ରାତିରେ ଘର ପିଣ୍ଡାରେ ସୋଇଥିବା ବେଳେ ମାଉସୀଙ୍କ ସହ ଯୁବକ ମାନେ ଯାହା କରିଥିଲେ ମାଉସୀ ନିଜ କୋହକୁ ନିଜ ଭିତରେ ଚାପି ରଖି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ତେବେ ଆସନ୍ତୁ ଜାଣିବା ମାଉସୀ କଣ କହିଥିଲେ । ମାଉସୀଙ୍କ କହିବା ଅନୁଯାୟୀ ରାତି ଅଧରେ ଯୁବକ ମାନେ ତାଙ୍କ ପାଖକୁ ଆସିଲେ । ତାଙ୍କୁ ଏକା ସୋଇ ଥିବାର ଦେଖି ଟେକି ନେଇ ଚାଲିଗଲେ ।

ଆଉ ତା ପରେ ଗୋଟିଏ ନିଛାଟିଆ ସ୍ଥାନରେ ମାଉସୀଙ୍କୁ ମନ ଭରି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରୁଥିଲେ । ଯନ୍ତ୍ରଣାରେ ଛଟ ପଟ ହେଉଥିଲେ ବୃଦ୍ଧା ମାଉସୀ ଜଣଙ୍କ ହେଲେ ମାଉସୀଙ୍କ ଉପରେ ଦୟା ଟିକେ କେହିବି କଲେ ନାହିଁ । ଆଉ ଶେଷରେ ମାଉସୀଙ୍କ ପାଖରେ ପୋଲିସ ଦେବଦୁତ୍ତ ସାଜି ପହଞ୍ଚିଲେ । ମାଉସୀଙ୍କ ଚିତ୍କାର ଶୁଣି ମାଉସୀଙ୍କ ପାଖକୁ ଆସିଥିଲେ । ମାଉସୀଙ୍କ ମନ ଟିକେ ଶାନ୍ତି ହେଲା ପୋଲିସ ମାନଙ୍କୁ ଦେଖି । ହେଲେ ପୋଲିସ ବାବୁ ଦେଖିଲେ ସବୁ ଶୁଣିଲେ କିନ୍ତୁ ସାହାଯ୍ୟ କରିଲେ ନାହିଁ । ହଁ ବନ୍ଧୁଗଣ ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ନିଶିନ୍ତ କୋଇଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।

ନିରାଶ୍ରୟ ମହିଳାଙ୍କୁ ଏକାକୀ ପାଇ କିଛି ଦୁର୍ବୃତ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି । ଏହି ମହିଳା ଜଣଙ୍କର କେହି ନଥିବାରୁ ମହିଳା ଜଣଙ୍କ ପର ଘରେ କାମ କରି ନିଜେ ବଞ୍ଚିବା ସହିତ ନିଜର ବାସ ସ୍ଥଳୀ ନଥିବାରୁ ଯେଉଁଠି ପାଆନ୍ତି ସେହିଠାରେ ସୋଇ ଯାଇଥାନ୍ତି । ହେଲେ ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ମହିଳାଙ୍କୁ ଯୁବକ ମାନେ ଏକା ପାଇ ଯାହା କଲେ ବୃଦ୍ଧା ମହିଳା ଜଣଙ୍କ କେବେ ବି ଚିନ୍ତା ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ବୃଦ୍ଧା ମହିଳା ଜଣଙ୍କ ନ୍ୟାୟ ପାଇଁ ଗଣମାଧ୍ୟମରେ ମୁଁହ ଖୋଲିଛନ୍ତି । ତେବେ କେବେ ମିଳୁଛି ବୃଦ୍ଧା ମହିଳାଙ୍କୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *